ଇଶ୍ଵର ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି, ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଓ ଜାଣନ୍ତୁ ନିଜର ଭବିଷ୍ୟତ !

ନମସ୍କାର ଦର୍ଶକବନ୍ଧୁ : ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ । ସମସ୍ତ ମନୁଷ୍ୟ ନିଜ ଭବିଷ୍ୟତକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି । ଭବିଷ୍ୟତରେ କଣ ହେବ ,କଣ କରିବେ ଭବିଷ୍ୟତରେ । ଶୁଭ ରହିବା ନା ଅଶୁଭ ରହିବ ଏପରି ଅନେକ । ସମସ୍ତେ ଚାହିଁଥାନ୍ତି ସୁନ୍ଦର ଭବିଷ୍ୟତ ଗଢିବା ପାଇଁ । ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି । ଆଜି ଆସନ୍ତୁ ଜାଣିବା ଆପଣଙ୍କ ଭବିଷ୍ୟତରେ କଣ ରହିଛି ।

ଆପଣଙ୍କ ଭବିଷ୍ୟତ ଜାଣିବା ପାଇଁ ପ୍ରଥମେ ଏହି ଦୁଇଟି ମନ୍ଦର ମଧ୍ୟରୁ କୌଣସି ଗୋଟିଏ ମନ୍ଦର ବାଛନ୍ତୁ । ହଳଦିଆ ରଙ୍ଗର ମନ୍ଦର ରହିଛି ଏବଂ ନାଲି ରଙ୍ଗର ମନ୍ଦର ରହିଛି । ହଳଦିଆ ରଙ୍ଗ ଆନନ୍ଦର ସୂଚକ ହୋଇଥାଏ ଏବଂ ନାଲି ରଙ୍ଗ ଲଭର ସୂଚକ ହୋଇଥାଏ । ହଳଦିଆ ରଙ୍ଗ ବହୁତ ଗମ୍ଭୀର ହୋଇଥାନ୍ତି । ନାଲି ରଙ୍ଗ କୌଣସି ବିପଦର ସଙ୍କେତ ମଧ୍ୟ ହୋଇଥାଏ । ଯଦି ଆପଣ ପ୍ରଥମ ବା ହଳଦିଆ ମନ୍ଦର ଟିକୁ ଚୟନ କରିଛନ୍ତି ତ ଆପଣଙ୍କ ଜୀବନରେ ବହୁତ ଦୁଃଖର ସମୟ ଅତୀତ ହୋଇଯାଇଛି ।

ରୋଗରେ ପଡି ବହୁତ ଅର୍ଥ ମଧ୍ୟ ଖର୍ଚ୍ଚ କରି ସାରିଲେଣି । କୌଣସି ମଧ୍ୟେ ଆପଣ ବିପଦରେ ପଡିଯାଉଛନ୍ତି । କିଛି ନକରି ମଧ୍ୟ ଦୋସି ସାବ୍ୟସ୍ତ ହେଉଛନ୍ତି । ସାଙ୍ଗ ସାଥିଙ୍କ ସହ ମଧ୍ୟ କୌଣସି ପ୍ରକାରରେ କଳହ ସୃଷ୍ଠୀ ହେଉଛି । ଯାହା ଆଗରୁ ରୁଣ କରିଥିଲେ ତାହା ସୁଝିବା ପାଇଁ ବହୁତ କଷ୍ଟ ହେଉଥିଲା । କିନ୍ତୁ ଏହି ସମୟରେ କୌଣସିବି ସମସ୍ଯା ରହିବ ନାହିଁ । ଆପଣ ଏହି ସମୟରେ ଇଷ୍ଠଦେବତାଙ୍କୁ ପୂଜା କରନ୍ତୁ ।

ଲକ୍ଷ୍ମୀ ନାରାୟଣଙ୍କର ପୂଜା କରନ୍ତୁ ଓ କୌଣସି ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ । କୌଣସି ପୂଜାରୀଙ୍କୁ କହିବାକୁ ଦିଅନ୍ତୁ । ଯଦି ଆପଣ ନାଲି ରଙ୍ଗର ମନ୍ଦର ଫୁଲ ଟିକୁ ଚୟନ କରିଛନ୍ତି । ଏହି ସମୟରେ ଆପଣଙ୍କର ପାପ ଫଳ ଦୂରେଇ ଯାଇ ଶୁଭ ଫଳର ସମୟ ଆସିଯାଇଛି । ପୂର୍ବରୁ ଆର୍ଥିକ ସମସ୍ଯା ଥିଲା କିନ୍ତୁ ଏହି ସମୟରେ କୌଣସି ଆର୍ଥିକ ସମସ୍ଯା ହେବ ନାହିଁ । ପୂର୍ବରୁ ବାହିତ ପରିଶ୍ରମ କରୁଥିଲେ କିନ୍ତୁ ଲାଭ ମିଳୁନଥିଲା । ଏହି ସମୟରେ ସେ ସବୁ ସମସ୍ଯା ଦୂର ହୋଇଯିବ ।

ବହୁତ ଚେଷ୍ଟା କରିବା ହେତୁ ଚାକିରି ପ୍ରାପ୍ତ ହେବ । ଆପଣ ବହୁତ ଛିଡ଼ଛିଡା ସ୍ଵୋଭାବର ହୋଇଥାନ୍ତି । ଏହି କାରଣରୁ ଦାଂପତ୍ଯ ଜୀବନରେ କିଛି ବାଧା ଆସୁଛି । ଧନର ପ୍ରାପ୍ତି ହେବ କିନ୍ତୁ ବିଳମ୍ବରେ ହେବ । କୌଣସି ବନ୍ଧୁଙ୍କ ସାହାର୍ଯ୍ୟରେ ବହୁତ ଲାଭବାନ ହେବେ । ଆପଣଙ୍କ ଇଷ୍ଠ ଦେବତାଙ୍କୁ ପୂଜା କରନ୍ତୁ ଦେଖିବେ ସବୁ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *