5 ମଇ 2023 ଶୁକ୍ରବାର ଚନ୍ଦ୍ର ଗ୍ରହଣ, ଏହି 6ଟି ରାଶି କୋଟିପତି ! ଦେଖନ୍ତୁ ସେହି ଭାଗ୍ୟଶାଳୀ ରାଶି ଆପଣଙ୍କର ନୁହେଁ ତ

ଜ୍ଯୋତିଷ ଶସ୍ତ୍ର ଅନୁସାରେ ଗ୍ରହଣ କାରଣରୁ ଗ୍ରହ ଓ ନଖେତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ଖରାପ ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିବାକୁ ଯାଉଥିବା ବେଳେ ଆଉ କିଛି ରଶିଙ୍କ ଭଲ ପ୍ରଭାବ ପଡିବାକୁ ଯାଉଛି । ୧୨ ରାଶିଙ୍କ ମଧ୍ୟରୁ ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ଭଲ ରହିବ । ଆଜି ଆସନ୍ତୁ ଜାଣିବା ଏହି ଗ୍ରହଣରେ କେଉଁ ୬ଟି ରାଶିଙ୍କ ଉପରେ ଭଲ ପ୍ରଭାବ ପଡିବାକୁ ଯାଉଛି । ଚଳିତ ବର୍ଷ ମଇମାସ ୫ ତାରିଖ ଦିନ ବୈଶାଖ ପୁର୍ଣିମା ଦିନ ଏହି ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ।

ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଦେବତା ଓ ଦାନବ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ସମସ୍ତଙ୍କୁ ମୋହୀ ଦେଲେ । ଦାନବ ଓ ଦେବତା ଙ୍କୁ ଅଲଗା ଅଲଗା କରିନେଲେ । ମୋହିନୀ ସମସ୍ତଙ୍କୁ କହିଲେ ଅମୃତ ପାନ କରିବା ପାଇଁ । କିନ୍ତୁ ପ୍ରଥମେ ଦେବତା ମାନଙ୍କୁ ଅମୃତ ପାନ କରାଇବି । କିନ୍ତୁ ସର୍ବଭାନୁ ନାମକ ଏକ ଦାନବ ମୋହିନୀର ଚାଳକକୁ ଭୁଝିଯାଇଥିଲା ଯେ ଏ ଏକ ସାଧାରଣ ବ୍ୟକ୍ତି ନୁହଁନ୍ତି ,ଏ ହେଉଛନତି ଭଗବାନ ବିଷ୍ଣୁ ।

ଏ ରାକ୍ଷସ ଦେବତାଙ୍କ ମଝିରେ ବସିପଡିଲା । ଏହି ରାକ୍ଷସ ବସିବା ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ଦେଖିନେଇଥିଲେ ଓ ମୋହିନୀକୁ ସଙ୍ଗେ ସଙ୍ଗେ କହିଦେଲେ । ଏହାପରେ ଭଗବାନ ବିଷ୍ଣୁ ତତ୍କାଳୀନ ସେହି ରାକ୍ଷସର ସୁଦର୍ଶନ ଚକ୍ରରେ ବେକକୁ କାଟିଦେଲେ । କିନ୍ତୁ ସେହି ରାକ୍ଷସ କିଛି ଅମୃତ ପାନ କରିସାରିଥିଲା ଓ ସେ ଆମର ହୋଇଯାଇଥିଲା । ବେକ ଓ ଶରୀର ଅଲଗା ହୋଇଯାଇଥିଲା ,ସେଥିଲାଗି ଗୋଟିଏ ଭାଗ ରାହୁ ଓ ଅନ୍ୟ ଭାଗ କେତୁ କୁହାଗଲା । ରାହୁ ନିଜ ଶରୀରର ଏପରି ଅବସ୍ତା ଦେଖି ସୂର୍ଯ୍ୟ ଓ ଚନ୍ଦ୍ର ଙ୍କ ସହ ଶତ୍ରୁତା ହୋଇଗଲା ।

ସେହି ଦିନ ଠାରୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିଶୋଧ ନେବା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଗ୍ରାସ କରିଥାଏ । ଏହି ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ବହୁତ କଷ୍ଟରେ ରହିଥାନ୍ତି । ତ ଏହି ସମୟକୁ ବହୁତ ଅଶୁଭ ମାନାଯାଇଥାଏ । ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳା ଓ ବୃଦ୍ଧ ବ୍ୟକ୍ତି ଓ ଶିଶୁ ମାନଙ୍କୁ ବହରକୁ ଆସିବା ମନା ହୋଇଥାଏ । କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ହୋଇନଥାଏ । ଏହି ସମୟରେ ଭଗବାନଙ୍କୁ ଜପ କରିବା ଉଚିତ । ଖାଦ୍ଯ ମଧ୍ୟ ଗ୍ରହଣ କରିବା ଉଚିତ ହୋଇନଥାଏ । ଗ୍ରହଣ ଲାଗିବା ସମୟରେ ଶାରୀରିକ ସମ୍ପର୍କ ରଖିବା ମଧ୍ୟ ବହୁତ ଖରାପ ହୋଇଥାଏ ।

ଏହା ଦ୍ଵାରା ସନ୍ତାନ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଏହି ଗ୍ରହଣରେ ୧୨ଟି ରାଶି ମାନଙ୍କ ମଧ୍ୟରୁ ୬ଟି ରାଶି ଉପରେ ଭଲ ପ୍ରଭାବ ରହିଛି । ଓ ଆଉ ୬ଟି ରାଶି ଉପରେ କିଛି ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଭଲ ପ୍ରଭାବ ପଡୁଥିବା ରାଶି ଗୁଡିକ ହେଉଛନ୍ତି ମେଷ ରାଶି ,ମିଥୁନ ରାଶି , କନ୍ୟା ରାଶି ,ମକର ରାଶି ,ମିନ ରାଶି ,ସିଂହ ରାଶି । ଏହି ରାଶି ମାନଙ୍କ ଉପରେ ବହୁତ ଭଲ ପ୍ରଭାବ ପଡିବାକୁ ଯାଉଛି । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *