ଯଦି ଆପଣ ସ୍ୱପ୍ନରେ ସାପ ଦେଖୁଛନ୍ତି ତେବେ ଏହାର ଅର୍ଥ କ’ଣ? Swapna Shastra

ନମସ୍କାର ବନ୍ଧୁଗଣ। ଆମେ ସମସ୍ତେ ସୋପ୍ନ ଦେଖୁଛେ  । ଆମେ ଯାହା ସୋପ୍ନ ଦେଖୁଛେ ତାହା ଆମର ହାତରେ ନଥାୟ । ଜୋତିଶ ଶାସ୍ତ୍ର ଅନୁସାରେ ଆମେ ଯଦି ସୋପ୍ନ ରେ କିଛି ଜିନିଷ ଦେଖୁଛେ ତାହାଲେ ତାହାର କିଛିନା କିଛି ଅର୍ଥ ଥାୟ । ବନ୍ଧୁଗଣ ଆପଣ ମାନେ ସୋପ୍ନ ରେ ସାପର ସୋପ୍ନ ଦେଖୁଥିବେ ଏହାକୁ କିଛି ଲୋକ ଭଲ କୁହନ୍ତି ତ କିଛି ଲୋକ ଅଶୁଭ ବୋଲି କହିଥାନ୍ତି । ଆସନ୍ତୁ ବନ୍ଧୁଗଣ ଜାଣିବା ସୋପ୍ନ ରେ ସାପ ଦେଖିବାର ଅର୍ଥ କଣ ହୋଇଥାୟ । ବନ୍ଧୁଗଣ ସାପ ସହିତ ଆମର ଯୁଗ ଗୁଗରୁ ସମ୍ପର୍କ ଲାଗିରହିଛି ।

ପୁରାଣ ଶାସ୍ତ୍ର ରେ ସାପବିଷୟରେ ବହୁତ ପୁସ୍ତକରେ ଲେଖା ଯାଇଛି । ଆମେ ମାନେ ସାପକୁ ମଧ୍ୟ ପୂଜା କରିଥାଉ । ସାପ ମହାଦେବଙ୍କ ବେକର ହାର ଅଟେ । ଯଦି ଆମ ସାମ୍ନାରେ ସାପ ଆସିଗଲା ତାହାଲେ ଆମେ ମାନେ ଡରିଯାଉ । ଯଦି ଆମେ ସୋପ୍ନରେ ସାପ ଦେଖିଲେ ତାହାକୁ ଅଶୁଭ ବୋଲି କହିଥାଉ । କିଛି ଲୋକ ସୋପ୍ନକୁ ମିଥ୍ୟା କହିଲା ବେଳେ ରୁଷି ଓ ଜ୍ଞାନୀ ଲୋକ ମାନେ କହିଛନ୍ତି ଯଦି ଆମେ ସକାଳୁ ସୋପ୍ନ ଦେଖୁଛେ ତାହା ସତ ହୋଇଥାୟ । ଯଦି ଆମେ ସକାଳୁ ସାପର ସୋପ୍ନ ଦେଖିଲେ ତାହାର ଅର୍ଥ କଣ ହୋଇଥାୟ ଆସନ୍ତୁ ଜାଣିବା ।

1ରେ – ଯଦି ଆପଣ ସୋପ୍ନ ରେ ଦେଖିଲେ ଏକ ସାପ ଆପଣଙ୍କୁ ଚୋଟ ମାରିଲା ତହଲେ ଆପଣ ଜାଣିବେ ଆପଣଙ୍କର ଅଗକୁ ବହୁତ ଲାଭ ବାନ ହେବେ । ଆପଣ ବହୁତ ଧନୀ ହେବେ । ଜୋତିଶ ଶାସ୍ତ୍ର ଅନୁସାରେ ସାପ 2ଟି ଅର୍ଥରେ ସୋପ୍ନ ହେଇଥାୟ। ଶୁଭ ଓ ଅଶୁଭ ବି ହୋଇଥାୟ । 2ରେ ଯଦି ଆପଣ ସୋପ୍ନ ଦେଖୁଛନ୍ତି ସାପ ଆପଣଙ୍କର ପଛେ ପଛେ ଆସୁଛି ତହଲେ ଆପଣ ଜାଣିବେ ଆପଣ ଆଗକୁ ବହୁତ ଭୟଭୀତ ହେବେ ।

ଆପଣ କିଛି କାରଣକୁ ନେଇ ଚିନ୍ତିତ ହେବେ। କିଛି ରହସ୍ୟ ଖୋଲିବ। କିମ୍ବା ଆପଣଙ୍କର ଆଗକୁ ବହୁତ ବଡ ଦୁର୍ଘଟଣା ହେଇପାରେ ସେହି କଥାର ଧ୍ୟାନ ରଖିବେ । 3ରେ ଯଦି ଆପଣ ସୋପ୍ନ ରେ ସାପ ଆପଣଙ୍କୁ କାମୁଡିବାର ଦେଖିଲେ ତହଲେ ଆପଣ ଜାଣିବେ ଆପଣଙ୍କର ଖରାପ ସମୟ ଆସିଗଲା । ଆଗକୁ ଆପଣଙ୍କର ବହୁତ ବଡ ଦୁର୍ଘଟଣା ହେବ କିମ୍ବା ଆପଣଙ୍କର ଆଗକୁ ବହୁତ ବଡ ରୋଗ ହେବ । ତେଣୁ ଆପଣ ବହୁତ ସତର୍କ ରୁହନ୍ତୁ । ନିଜ ଶରୀରର ଧ୍ୟାନ ରଖନ୍ତୁ ।

4 ରେ ଯଦି ଆପଣ ସୋପ୍ନ ରେ ଗୋଟେ ସାପକୁ ମରିଦଉଥିବାର ଦେଖୁଛନ୍ତି ତାହାଲେ ଆପଣ ଜାଣିବେ ଆଗକୁ ଆପଣ ସବୁ କ୍ଷେତ୍ରରେ ଜୟ ଯୁକ୍ତ ହେବେ । ସମସ୍ତ କାର୍ଯ୍ୟରେ ସଫଳ ହେବେ । 5ରେ ଯଦି ଆପଣ ସୋପ୍ନରେ ନାଗ ଓ ନାଗୁଣୀର ସୋପ୍ନ ଦେଖିଲେ ତାହାଲେ ଶୁଭ ହୋଇଥାୟ । ଯଦି ଆପଣ ସୋପ୍ନ ରେ ଧଳା ରଙ୍ଗର ସାପର ସୋପ୍ନ ଦେଖିଲେ ତାହାଲେ ମଧ୍ୟ ଶୁଭ ହୋଇଥାୟ । ଆପଣ ଜାଣିବେ ଆଗକୁ ଆପଣ ବହୁତ ଧନ ଲାଭ କରିବେ। ଅର୍ଥର ଅବଭ ହେବ ନାହିଁ । ତାହାଲେ ବନ୍ଧୁଗଣ ଜାଣିଲେତ ସୋପ୍ନ ରେ ସାପ ଦେଖିଲେ କଣ ହୋଇଥାୟ ।

Leave a Reply

Your email address will not be published. Required fields are marked *