ତୁଳସୀର 5ଟି ପତ୍ର ରଖି ଦିଅନ୍ତୁ ତକିଆ ତଳେ, ତା ପରେ ଦେଖିବେ ସବୁ ଇଚ୍ଛା ହେବ ପୂରଣ- Tulasi Puja Vidhi

ନମସ୍କାର ବନ୍ଧୁଗଣ । ଆମ ଜୀବନରେ ସର୍ବଦା କିଛି ନା କିଛି ଅସୁବିଧା ଆସିଥାୟ ।ଏହାର ସାମ୍ନା ଆମେ କରିଥାଉ । ଆଜି ଆପଣଙ୍କୁ ଆମେ ଏମିତି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କର ସମସ୍ତ ଅସୁବିଧା ଦୂର ହୋଇଯିବ । ଆସନ୍ତୁ ଜାଣିବା ତୁଳସୀ ପତ୍ର ଦ୍ଵାରା ଆମେ ନିଜର କିପରି ସମସ୍ତ ଅସୁବିଧା ଦୂର କରିପାରିବା । ତାହା ଦ୍ଵାରା ଆମର ସମସ୍ତ ଇଛା ପୁରା ହୋଇଥାଏ । ତୁଳସୀ ଗଛ ଆମ ଭାରତ ବର୍ଷରେ ସମସ୍ତ ହିନ୍ଦୁ ଘର ମାନଙ୍କରେ ଦେଖିବାକୁ ମିଳିଥାଏ । ଏହାକୁ ଆମେ ପୂଜା କରିଥାଉ । ଏଥିରେ ବହୁତ ଔଷଧୀୟ ଗୁଣ ଥାଏ ।

ଦେହ ଅସୁସ୍ଥ ଥିବା ବେଳେ ଏହାର ରସ ଏବଂ ପତ୍ରକୁ ବ୍ୟବହାର କରିଥାଉ । ବନ୍ଧୁଗଣ ତୁଲସୀ ଗଛ ଅନେକ ପ୍ରକାର ଥାଏ । ଛୋଟ ପତ୍ର ବାଲା ତୁଳସୀ ଓ ବଡ ପତ୍ର ବାଲା ତୁଳସୀ ଥାଏ । ତୁଳସୀ ବହୁତ ଗୁଣକାରୀ ହୋଇଥାଏ । ଭଗବାନ ବିଶୁଣୁଙ୍କୁ  ତୁଳସୀ ମଧ୍ୟ ପୂଜା କରା ଯାଇଥାଏ । ଭଗବାନଙ୍କ ପୂଜାରେ ତୁଳସୀ ପତ୍ରକୁ ବ୍ୟବହାର କରା ଯାଇଥାଏ । ଆସନ୍ତୁ ଜାଣିବା ତୁଳସୀ ପତ୍ର ସାହାଜ୍ଯରେ ଏହି ଉପାୟ କରନ୍ତୁ ଆପଣଙ୍କର ସମସ୍ତ ଇଛା ପୂରଣ ହୋଇଯିବ । ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଆପଣ ଶୋଇବା ପୁରବାରୁ 5ଟି ତୁଳସୀ ପତ୍ର ତକିଆ ତଳେ ରଖି ସୋଇବେ ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ନାକାରାତ୍ମକ ଶକ୍ତି ଦୂର ହୋଇଯିବ । ସାକାରାତ୍ମକ ଶକ୍ତି ବଢିବ ।

ଯଦି ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହଉଛି ତା ହେରେ ବିତିବ।  ଯଦି ଆପଣଙ୍କର ବେପାରରେ ଲାଭ କରିବାକୁ ଚାହୁଛନ୍ତି ତା ହେଲେ ଆପଣ ଶୋଇଲା ବେଳେ 5ଟି ତୁଳସୀ ପତ୍ରକୁ ତକିଆ ତଳେ ରଖି ସୋଇବେ ଦେଖିବେ ଆପଣଙ୍କର ବ୍ୟାପାରେ ଲାଭ ହେବ । ଅଧିକ ଧନ ପ୍ରାପ୍ତି ହେବେ । ତୁଳସୀ ପତ୍ର ଦ୍ଵାରା ଆପଣ ବଶୀକରଣ କରିପାରିବେ ।  ଏହା କରିବା ଦ୍ଵାରା ଆପଣଙ୍କର ଧନ ବୃଦ୍ଧି ହେବ । ଏତିକି ମାନେ ରଖିବେ ତକିଆ ତଳେ ରଖୁଥିବା ତୁଳସୀ ପତ୍ରକୁ ପ୍ରତି 24 ଘଣ୍ଟା ରେ  ଥରେ ବଦଳାଇବେ । ଏହି କାମକୁ ଆପଣ 21 ଦିନ ପର୍ଯ୍ଯନ୍ତ କରିବେ । ଶୁଖିଲା ପତ୍ରକୁ ଆପଣ ଜଳରେ ଭସେଇ ଦେବେ ।

ଦେଖିବେ ଆପଣଙ୍କର ଆସ୍ତେ ଆସ୍ତେ ସମସ୍ତ ଇଛା ପୂର୍ଣ୍ଣ ହେବ । ଯଦି ଆପଣ ଗୋଟେ ପିତଳ ପାତ୍ରରେ ପାଣି ନେବେ ସେଥିରେ 5ଟି ପତ୍ର ତୁଳସୀ ପକେଇବେ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ମନ ଇଛା ପୂରଣ ହେବ । ବନ୍ଧୁଗଣ ଆପଣ ଏହି ପାତ୍ରକୁ ଘରର ମୁଖ୍ୟ ଦ୍ଵାରାରେ ରଖିବେ ଆଉ ଏହି ପାତ୍ରରେ ଥିବା ଜଳକୁ ପ୍ରତି 24 ଘଣ୍ଟାରେ ବଦଳାଇବେ । ଏହା କରିବା ଦ୍ଵାରା ଆପଣଙ୍କର ଘରେ ସମସ୍ତ ସୁଖ ଶାନ୍ତି ଧନ ପରିପୂର୍ଣ୍ଣ ହୋଇଯିବ । ତାହାଲେ ବନ୍ଧୁଗଣ ଆପଣ ଜାଣିଲେ ତ ତୁଳସୀ ପତ୍ର ଦ୍ଵାରା ଆପଣଙ୍କ କିପରି ସମସ୍ତ ଇଛା ପୂରଣ ହେବ।

Leave a Reply

Your email address will not be published. Required fields are marked *