ଯଦି ବିଲେଇ ଆପଣଙ୍କ ରାସ୍ତା କାଟୁଥାଏ ତେବେ ଏହା ଶୁଭ ନା ଅଶୁଭ ହୋଇଥାଏ ?

ବନ୍ଧୁଗଣ ଅନେକ ସମୟରେ ଦେଖାଯାଏ ଯେବେ ବିଲେଇ ରାସ୍ତା କାଟି ଥାଏ ତେବେ କୌଣସି ବ୍ୟକ୍ତି କିଛି ସମୟ ପାଇଁ ସେହି ଥରେ ହିଁ ରହି ଯାଇଥାନ୍ତି । ବ୍ୟକ୍ତି ଭାବି ଥାଏ କି ଅନ୍ୟ କେହି ବ୍ୟକ୍ତି ଆସି ସେହି ରାସ୍ତା ରେ ଚାଲିଗଲେ ଅଶୁଭତା ଦୂର ହେବ । କାରଣ ବିଲେଇ ରାସ୍ତା କାଟିବା ଅଶୁଭ ହୋଇଥାଏ । କିନ୍ତୁ ପ୍ରକୃତ କଥା ହେଉଛି ପ୍ରତେକ ସ୍ଥିତି ରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇ ନ ଥାଏ । ଏହା ମନର ଭ୍ରାନ୍ତ ଧାରଣା ହୋଇଥାଏ । ଏଥିପାଇଁ କାମ ମଧ୍ୟ ବିଗିଡି ଯାଇଥାଏ । ଆଜି ଆମେ ଏହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

କୌଣସି ବ୍ୟକ୍ତି ରାସ୍ତା ରେ ଯାଉଥିବା ସମୟରେ ଯଦି ବିଲେଇ ବାମ ପଟୁ ଡାହାଣ ଆଡକୁ ରାସ୍ତା କାଟିଥାଏ ତେବେ ଶୁଭ ମାନା ଯାଇଥାଏ । କିନ୍ତୁ ଯଦି ବିଲେଇ ଡାହାଣ ପଟୁ ବାମ ଆଡକୁ ଗତି କରିଥାଏ ତେବେ ଏହା ଅଶୁଭ ମାନା ଯାଇଥାଏ । ଧ୍ୟାନ ରଖିବା ଉଚିତ କି ବିଲେଇ କେଉଁ ଦିଗରେ ରାସ୍ତା କାଟୁଛି । କୁକୁର ଭଳି ବିଲେଇ ର ମଧ୍ୟ ଷଷ୍ଠ ଇଣ୍ଡରୀୟ ସକ୍ରିୟ ରହିଥାଏ ।

ଏଣୁ ବିଲେଇ ମଧ୍ୟ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାମାନ ଜାଣି ପାରିଥାଏ ଓ ବ୍ୟକ୍ତି ଙ୍କୁ ସଂକେତ ଦେଇଥାଏ । ବିଲେଇ କାନ୍ଦିବା ବା ଅନ୍ୟ ବିଲେଇ ମାନଙ୍କ ସହ ଲଢେଇ କରିବାର ଦେଖାଗଲେ ଏହା ଧନ ହାନି ହେବାର ସଂକେତ ହୋଇଥାଏ । ଲୋକ ମାନେ ମାନି ଥାନ୍ତି କି ଦିପାବଳି ଦିନ ବିଲେଇ ଘରକୁ ଆସିବା ଶୁଭ ହୋଇଥାଏ । ଏଣୁ ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ ।

ବର୍ଷା ସାରା ଧନର ଆଗମନ ହୋଇଥାଏ । ଯଦି ବିଲେଇ ଗୃହରେ ଛୁଆ ଜନ୍ମ କରିଥାଏ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବିଲେଇ କୁ ରାହୁ ର ପ୍ରତୀକ ମାନା ଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଜାତକ ରେ ରାହୁ ର ସ୍ଥିତି ଅଶୁଭ ହୋଇଥାଏ ସେମାନଙ୍କୁ ରାହୁ ର କୁ-ପ୍ରଭାବ ରୁ ରକ୍ଷା ପାଇବା ପାଇଁ ଘରେ ବିଲେଇ ପାଇବା ଉଚିତ ।

ତେବେ ଆପଣ ମାନେ ଜାଣିଲେ ତ ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ ହୋଇଥାଏ । ସବୁ ସ୍ଥିତି ରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇ ନ ଥାଏ । କିଛି କ୍ଷେତ୍ରରେ ଶୁଭ ହୋଇଥାଏ । ବିଲେଇ ରାସ୍ତା କାଟିବା ଭଳି ଅନ୍ଧ ବିଶ୍ଵାସ ଆମ ସମାଜ ରେ ଏବେ ବି ତିଷ୍ଠି ରହିଛି । ତେବେ ଏହି ସବୁ କଥା ପ୍ରତି ଧ୍ୟାନ ରଖିବା ଉଚିତ କି ବିଲେଇ ରାସ୍ତା କାଟିବା ଦ୍ଵାରା କେଉଁ କେଉଁ ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *