ଯଦି ଘରେ ଶଙ୍ଖ ରଖିଛନ୍ତି ତେବେ ଜାଣନ୍ତୁ କିଛି ଖାସ କଥା ଶଙ୍ଖ ବିଷୟରେ ।

ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ଅଧିକ ମହତ୍ଵ ରହିଛି । ପ୍ରତେକ ଘରେ ଠାକୁର ଘରେ ନିଶ୍ଚୟ ଶଙ୍ଖ ଥାଏ । କିନ୍ତୁ ଶଙ୍ଖ ରଖିଲେ କିଛି ନିୟମ ରହିଛି । ଏହି ନିୟମର ପାଳନ ନ କରିଲେ ଜୀବନରେ ସମସ୍ୟାମାନ ଆସିଥାଏ । ତେବେ ଭଗବାନ କୃଷ୍ଣଙ୍କର ପ୍ରିୟ ବସ୍ତୁ ହେଉଛି ଅଙ୍ଖ । ଭଗବାନ ବିଶୁଣୁଙ୍କ ହାତରେ ସର୍ବଦା ଶଙ୍ଖ ଶୋଭା ପାଇଥାଏ । କୌଣସି ପୂଜାରେ ଶଙ୍ଖ ନ ବଜାଗଲେ ପୂଜାର ଫଳ ମିଳେ ନାହିଁ ।

ଶଙ୍ଖ ବଜାଇଲେ ଘରର ନେଗେଟିଉଭ ଶକ୍ତି ଦୂରେଇ ଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଶଙ୍ଖଯଦି ଘରେ ରଖିଛନ୍ତି ତେବେ ଏହାର କିଛି ନିୟମ ବିଷୟରେ । ତୁଳସୀ ଗଛ ମୂଳରେ ଦୀପ ଜଳାଇବା ସମୟରେ ଶଙ୍ଖ ବଜାଇବା ଉଚିତ ହୋଇଥାଏ । ଶଙ୍ଖ କୁ ଯେବେ ବଜାଇବେ ଧ୍ୟାନ ରଖିବେ 3 ଥର ଅଧା ବଜାଇବେ । ଏହା ଶୁଭ ହୋଇଥାଏ । କାରଣ ତିନି ଥରକୁ ଅଶୁଭ ବିଚାର କରାଯାଏ । ଏପରି ଶଙ୍ଖ ବଜାଇଲେ ଶୁଭ ହୋଇଥାଏ ।

ଯଦି ଆପଣଙ୍କର ଶଙ୍ଖ ବଜାଇବାର ଅଭ୍ଯାସ ନାହିଁ ତେବେ ଭୁଲରେ ବି ବଜାନ୍ତୁ ନାହିଁ । ଯଦି ଆପଣ ସନ୍ଧ୍ୟା ସମୟରେ କେବେ ବି ଶଙ୍ଖ ଏମିତି ବଜାଉଛନ୍ତି ତେବେ କରନ୍ତୁ ନାହିଁ । ନଚେତ ମା ଲକ୍ଷ୍ମୀ କେବେ ବି ଆଗମନ କରିବେ ନାହିଁ । ତେଣୁ ଯେଉଁ ଘରେ ଶଙ୍ଖ ନ ଥାଏ ସେଠାରେ ମା ଲକ୍ଷ୍ମୀ ଙ୍କ କୃପା ରୁହେ ନାହିଁ । ଏଭଳି ଘରେ ଅଭବ ଦେଖା ଦେଇଥାଏ । ଶଙ୍ଖ କୁ ସର୍ବଦା ଉଚ୍ଚ ସ୍ଥାନରେ ପୂଜା ଘରେ ଉପରେ ରଖିବେ ।

କେବେ ବି ଶଙ୍ଖ କୁ ତଳେ ରଖିବେ ନାହିଁ । ଯଦି ଆପଣଙ୍କର ହାର୍ଟ ସମସ୍ଯା ବା ପେଟ ଜନିତ କିଛି ସମସ୍ଯା ଅଛି ତେବେ ଶଙ୍ଖ ନିଶ୍ଚୟ ବଜାନ୍ତୁ । ଯଦି ଶଙ୍ଖ ବଜାଇବେ ତେବେ ନିଶ୍ଚୟ ହାର୍ଟ ସମସ୍ଯା ଓ ପେଟ ସମସ୍ଯା ଦୂର ହେବ । ଶଙ୍ଖ କୁ ଧରିବା ମାତ୍ରେ ମଣିଷ ପବିତ୍ର ହୋଇଥାଏ । କାରଣ ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ । ସ୍ନାନ କରିବା ପରେ ଶଙ୍ଖ ଧରିବା ଉଚିତ ।

ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ହେଲେ ଘରେ 2ଟି ଶଙ୍ଖ ରଖନ୍ତୁ । ଗୋଟେ ଶଙ୍ଖ ଠାକୁର ଘରେ ଏବଂ ଆଉ ଗୋଟେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖନ୍ତୁ । ଏହି ଶଙ୍ଖ ଘରେ ଥିଲେ ଧନଧାନ୍ୟରେ ଭଣ୍ଡାର ରହିଥାଏ । ଏଭଳି ଘରେ କେବେ ବି ଅଶୁଭ ହୁଏ ନାହିଁ । ସେଥିପାଇଁ ଦକ୍ଷିଣାବର୍ତ୍ତୀ ଶଙ୍ଖ ନିଶ୍ଚୟ ଘରେ ରଖନ୍ତୁ । ଯଦି ଘରେ ନେଗେଟିଭ ଶକ୍ତି ରହିବାର ଅନୁଭବ କରୁଛନ୍ତି ତେବେ ନିଶ୍ଚୟ ଶଙ୍ଖ ବଜାନ୍ତୁ ।

ଯଦି ଶଙ୍ଖ ରେ ପାଣି ଭାରି ସେବନ କରିବେ ତେବେ ଅନେକ ରୋଗ ଭଲ ହୋଇଯିବ । ଶଙ୍ଖ ଘରକୁ ଆଣିବା ସହ ଏହାକୁ ପ୍ରତେକ ଦିନ ବଜାଇବା ଉଚିତ । ଯେମିତି ଶଙ୍ଖ ରେ ପାଦ ନ ବାଜେ ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *