ଯଦି ଋତୁସ୍ରାବ ଠିକ ଭାବେ ହେଉ ନାହିଁ ବା ଇର-ରେଗୁଲାର ହେଉଛି ତେବେ ଏହି ରେମେଡି ନିହାତି ଟ୍ରାଏ କରନ୍ତୁ ।

ବନ୍ଧୁଗଣ ଅନେକ ସମୟରେ ଝିଅ ମାନଙ୍କର ପିରିଏଡ ଟାଇମ ରେ ହୋଇ ନ ଥାଏ । ସେହି ସମୟରେ ମାନସିକ ଚିନ୍ତା ଲାଗି ରୁହେ । ଓ ଶରୀରରେ ବହୁତ ହେଭି ଫିଲ ହୋଇଥାଏ । ତେବେ ପିରିଏଡ ଇର-ରେଗୁଲାର ହେବାର ବିଭିନ୍ନ କାରଣ ହୋଇଥାଏ । ଯଦି ଆପଣଙ୍କର ଋତୁସ୍ରାବ ଟାଇମ ରେ ହେଉ ନାହିଁ ତେବେ ଅନେକ ସମସ୍ଯା ଦେଖା ଯାଇଥାଏ । ପିରିଏଡ ସମୟରେ ଅଧିକ ଯନ୍ତ୍ରଣା ହେଉଥିଲେ ବା ଡେରି ରେ ହେଉଥିଲେ କରନ୍ତୁ ଏହି ରେମେଡି ର ପ୍ରୟୋଗ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାକୁ କିପରି ସେବନ କରିବା ।

ପ୍ରଥମ ରେମେଡି ତିଆରି କରିବା ପାଇଁ ଏକ ପାତ୍ର ରେ ଏକ ଗ୍ଳାସ ପାଣି ନିଅନ୍ତୁ । ଅଦା କୁ ଚୋପା ଛଡାଇ ଛୋଟ ଛୋଟ ପିସ କରି କାଟି ପାଣି ରେ ପକାନ୍ତୁ । ଏହାକୁ ଢାଙ୍କି 2 ମିନିଟ ଯାଏଁ ବଏଲ କରନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ର କୁ ଛାଣି ନିଅନ୍ତୁ । ଏହା ପରେ ପାଣି ଟି ଥଣ୍ଡା ହେବା ପରେ ଏକ ଚାମଚ ମହୁ ମିଶାନ୍ତୁ । ଏହାକୁ ଭଲ ଭାବେ ମିସ୍କ କରି ଦିଅନ୍ତୁ । ଏହିପରି ଭାବେ ଆପଣ ଏହି ପ୍ରଥମ ରେମେଡି ଟି ତିଆରି କରନ୍ତୁ ।

ରାତି ରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ । ସକାଳୁ ଆପଣଙ୍କର ପିରିଏଡ ସମସ୍ଯା ର ସମାଧାନ ହୋଇଯିବ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଏକ ଗ୍ଳାସ ପାଣି ଏକ ପାତ୍ର ରେ ଫୁଟାନ୍ତୁ । ପାଣି ଫୁଟିବା ପରେ ଏକ ଚାମଚ ଜୀରା ପକାନ୍ତୁ । ଜୀରା ପିରିଏଡ ସମସ୍ଯା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ମଧ୍ୟ 2 ମିନିଟ ଯାଏଁ ବଏଲ କରନ୍ତୁ ।

ଯେମିତ ଜୀରା ର ସବୁ ପୋଷାକ ତତ୍ତ୍ଵ ପାଣି ଭିତରକୁ ଆସିଯିବ । 2 ମିନିଟ ଏହା ଭଲ ଭାବେ ଫୁଟିବା ପରେ ଏକ ଗ୍ଳାସ କୁ ଚଣି ନିଅନ୍ତୁ । ଏବେ ଆପଣ ଏଥିରେ 1 ଚମକ ବ୍ରାଉନ ସୁଗାର ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ବ୍ରାଉନ ସୁଗାର ନାହିଁ ତେବେ ଏକ ଚମକ ସାଧା ଚିନୀ ମିଶାନ୍ତୁ । ଏହାକୁ ଭଲ ଭାବେ ମିକ୍ସ କରନ୍ତୁ । ଏବେ ଆପଣଙ୍କର ଏହି ଡ୍ରିଂକ ତିଆରି ହୋଇଗଲା ।

ଯଦି ଆପଣଙ୍କର ପିରିଏଡ ଗତ 2 ରୁ 3 ମାସ ଭିତରେ ହୋଇ ନାହିଁ ବା ଠିକ ସେ ହୋଇ ନାହିଁ ତେବେ ଅଦା ଡ୍ରିଂକ କୁ ରାତି ରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ସକାଳୁ ଆପଣଙ୍କର ପିରିଏଡ ରେଗୁଲାର ହୋଇଯିବ । ଏଥିରେ ସାଇଡ ଇଫେକ୍ଟ ମିଳିବ ନାହିଁ । ଯଦି ହରମୋନ ଇନ-ବାଲାନ୍ସ କାରଣରୁ ପିରିଏଡ ଇର-ରେଗୁଲାର ହେଉଛି ତେବେ ଏହି ରେମେଡି କୁ 2ରୁ 3 ଥର ସେବନ କରନ୍ତୁ । ଯଦି ଆପଣଙ୍କର ପିରିଏଡ ଡିଲେ ହୋଇଛି ତେବେ ଦ୍ଵିତୀୟ ରେମେଡି କୁ ଟ୍ରାଏ କରନ୍ତୁ ।

ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *