ମନ ପସନ୍ଦର ଗୋଟିଏ ମନ୍ଦାର ବାଛନ୍ତୁ ଓ ଜାଣନ୍ତୁ ଆଗକୁ ଭଲ ଦିନ କେବେ ଆସିବ ?PERSONALITY TEST

ବନ୍ଧୁଗଣ ବାଛନ୍ତୁ 2ଟି ମନ୍ଦାର ଫୁଲ ମଧ୍ୟ ରୁ କୌଣସି ଗୋଟିଏ । ଏହି 2ଟି ମନ୍ଦାର ଫୁଲ ହଳଦିଆ ଓ ନାଲି ରଙ୍ଗର ଅଛି । ଆପଣଙ୍କ ମନ ପସନ୍ଦ ଅନୁଯାୟୀ ବା ଆପଣଙ୍କୁ ଯେ ରଙ୍ଗ ଟି ପସନ୍ଦ ଆପଣ ତାହା ହିଁ ବାଛନ୍ତୁ । ଆପଣ ଏହି ଫୁଲ ଆଧାର ରେ ନିଜର ଭାଗ୍ୟ, ଭବିଷ୍ୟତ ଓ ବର୍ତ୍ତମାନ ର ସ୍ଥିତି ବିଷୟରେ ଜାଣି ପାରିବେ । ଏହି ରଙ୍ଗ ଆଧାର ରେ ଆପଣଙ୍କର ଆଗାମୀ ସମୟ କିପରି ରହିବ ତାହା ମଧ୍ୟ ଜାଣି ପାରିବେ । ବାଛନ୍ତୁ ମନ ପସନ୍ଦର ଗୋଟେ ମନ୍ଦାର ଫୁଲ ଓ ଜାଣନ୍ତୁ ଆଗାମୀ ସମୟ କିପରି ରହିବ ।

1- ହଳଦିଆ ମନ୍ଦାର ଫୁଲ : ଯଦି ଆପଣଙ୍କୁ ହଳଦିଆ ଫୁଲ ଟି ଅଧିକ ପସନ୍ଦ ଆସିଛି ତେବେ ଆପଣଙ୍କ ପାଇଁ ଶୁଭ ସମୟ ଆସିଗଲାଣି । ପ୍ରାୟତଃ ଆପଣଙ୍କ ପାଇଁ ଦୁଃଖ ର ସମୟ ସରିଯାଇଛି । ସମସ୍ତ ବ୍ଯାକୁଳତା ଦୂର ହେବ । ମନ୍ଦ ଦଶା ପ୍ରଭାବରୁ ଏ ସବୁ ହେଉଥିଲା । ରୋଗରେ ପଡି ବହୁତ ଅର୍ଥ ବ୍ୟୟ କରି ସାରିଲେଣି । ଗୃହ ଉପକରଣ ନଷ୍ଟ ହେଉଛି ।

ସମ୍ମାନ ହରାଇ ଦୁଶ୍ଚିନ୍ତା ରେ ପଡିଛନ୍ତି । ଭୁଲ ନ ଥାଇ ବନ୍ଧୁ ଦୂରେଇ ଯାଉଛନ୍ତି । ଆହୁରି ଅନେକ ଦିନ ଏ ସବୁ ଭୋଗ କରିବାକୁ ପଡିପାରେ । ଏହାର ନିରାକରଣ ପାଇଁ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜା କରନ୍ତୁ । ବ୍ରାହ୍ମଣ 5 ଜଣଙ୍କୁ ଖାଇବାକୁ ଦେବା ସହ ଦାନ କରନ୍ତୁ । ପିତାଙ୍କୁ ଶାନ୍ତି ଦିଅନ୍ତୁ । ଦେବା ଦେବୀ ଙ୍କ ପୂଜାରେ ଲାଗି ପଡନ୍ତି । ଆଗକୁ ବହୁତ ଭଲ ସମୟ ଆସୁଛି । ଅଫିସରେ ଆଗକୁ ସବୁ କିଛି ଠିକ ହେବ । ଶତ୍ରୁ ପରାଜିତ ହେବେ ।

2- ଆପଣଙ୍କୁ ନାଲି ମନ୍ଦାର ଟି ଅଧିକ ଆକର୍ଷିତ କରିଥିଲେ ବର୍ତ୍ତମାନ ଆପଣଙ୍କ ଜୀବନରୁ ପାପ ଫଳମାନ ଦୂରେଇ ଯାଇ ଶୁଭ ଫଳ ମିଳିବାକୁ ଯାଉଛି । ଧର୍ମ ଭାବ ଜାଗୃତ ହେବ । ଆର୍ଥିକ ସମସ୍ୟାରେ ଉନ୍ନତି ଆସିବ । ମନରେ ଆତଙ୍କ ଦେଖା ଦେଉଛି । ମାନସିକ ସ୍ମୃତି ହିଁ ଦେଖା ଦେଉଛି । କୋଷ୍ଠ କାଠିନ୍ଯ ରୋଗରେ ପୀଡିତ ଅଛନ୍ତି । ଆପଣ ଆୟ ଠାରୁ ବ୍ୟୟ ବିଶେଷ ଭାବେ ହାନି ହେଲା ।

ଯେଉଁ କାମ କରୁଥିଲେ ସେଥିରେ ସଫଳତା ପାଇପାରୁ ନ ଥିଲେ । ପରିଶ୍ରମ କରି ବି ଲାଭ କମ ମିଳୁଥିଲା ।  ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବାକୁ ଆଉ ସମୟ ଲାଗିବନି । ଆପଣଙ୍କର ଚିଡିଛିଡା ସ୍ଵଭାବ କାରଣରୁ ପ୍ରିୟ ବନ୍ଧୁ ବା ସାଥି ଦୂରେଇ ଯାଇଛନ୍ତି । ଏବେ ସବୁ କିଛି ଠିକ ହୋଇଯିବ । ଆପଣ ପ୍ରତେକ କାମକୁ ଡେରି ରେ କରିଥାନ୍ତି । ଏହି ଖରାପ କାରଣରୁ ଜୀବନରେ ପଛରେ ପଡିଛନ୍ତି । ଏ କଥାକୁ ନିଜେ ବିଚାର କରନ୍ତୁ । ଏପରି ଆଗକୁ କରନ୍ତିନି । ଯାହା କରିବାର ଅଛି ଏବେ ହିଁ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *