ଜାଣନ୍ତୁ ଗୁରୁବାର ଦିନ ଜନ୍ମ ନେଇଥିବା ବ୍ୟକ୍ତିର ସ୍ଵଭାବ, ନିଶ୍ଚୟ ଦେଖନ୍ତୁ 

ନମସ୍କାର ବନ୍ଧୁଗଣ, ପ୍ରତ୍ୟକ ବାରର ଅଲଗା ଅଲଗା ମହତ୍ଵ ରହିଛି । ସବୁ ବାର ଉପରେ ଗ୍ରହ ମାନଙ୍କର ନଜର ରହିଛି । ତେଣୁ ଯେଉଁ ବାର ଉପରେ ଯେଉଁ ଗ୍ରହର ନଜର ରହିଥାଏ ସେହି ଗ୍ରହର ସିଧା ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵାଭାବ ବିଷୟରେ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ସମ୍ପର୍କରେ ।

ଗୁରୁବାରକୁ ବୃହସ୍ପତି ବାର ବୋଲି କୁହାଯାଏ । କାରଣ ଗୁରୁବାରର ସ୍ଵାମୀ ଗ୍ରହ ହେଉଛନ୍ତି ବୃହସ୍ପତି । ତେଣୁ ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ବୃହସ୍ପତି ଗ୍ରହର ପ୍ରଭାବ ରହିଥାଏ । ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଶୁଭ ନମ୍ବର ହେଉଛି ୪ । ଏବଂ ଶୁଭ ରଙ୍ଗ ହେଉଛି ହଳଦିଆ ଆଉ ଶୁଭ ଦିନ ହେଉଛି ମଙ୍ଗଳବାର ଓ ଗୁରୁବାର । ଏହିଦିନ ଜନ୍ମ ହୋଇଥିବା ଲୋକ ବହୁତ ବୁଦ୍ଧିର ସହ କାର୍ଯ୍ୟ କରିଥାନ୍ତି ।

କାରଣ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହିଦିନ ଜନ୍ମ ହୋଇଥିବା ଲୋକ ସମସ୍ତ ସମସ୍ୟାର ସମାଧାନ ଅତି ସହଜରେ କରିଦେଇଥାନ୍ତି । ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ଆଚାର ବ୍ୟବହାର ସମସ୍ତଙ୍କ ମନ କିଣି ନେଇଥାଏ । ଏମାନଙ୍କର ଭଲ ଗୁଣ ହେତୁ ଏମାନଙ୍କୁ ସମସ୍ତେ ସମସ୍ତ କ୍ଷେତ୍ରରେ ସହଯୋଗ କରିଥାନ୍ତି । ଏହିଦିନ ଜନ୍ମ ନେଇଥିବା ଲୋକ ବହୁତ ଆକର୍ଷଣୀୟ ଦେଖା ଯାଇଥାନ୍ତି ।

ଏମାନଙ୍କୁ ପ୍ରଥମ ଦେଖାରେ ହିଁ ସମସ୍ତେ ପସନ୍ଦ କରିଥାନ୍ତି । ନିଜ ଜୀବନକୁ ଖୁବ ଆନନ୍ଦ ଓ ଉତ୍ସାହର ବିତାଇବାକୁ ଭଲ ପାଇଥାନ୍ତି । ଏମାନେ ସବୁବେଳେ ବର୍ତ୍ତମାନକୁ ନେଇ ବଞ୍ଚିଥାନ୍ତି । ଏହିଦିନ ଜନ୍ମ ହୋଇଥିବା ମହିଳା ଭଗବାନଙ୍କ ବିଶ୍ଵାସ ଓ ଅସ୍ତା ବନାଇ ରଖିଥାନ୍ତି । ଏମାନେ ବହୁତ ଧାର୍ମିକ ହୋଇଥାନ୍ତି । ସମସ୍ତ ପୂଜାକୁ ବିଧି ବିଧାନ ନୀତି ନିୟମର ସହ ପାଳନ କରିଥାନ୍ତି ।

ଏମାନଙ୍କ ମନ ସ୍ଵଚ୍ଛ ହୋଇଥିବାରୁ କେବେ କାହାର ଖରାପ କରିବା କଥା ନିଜ ମନକୁ ଭୁଲରେ ମଧ୍ୟ ଆଣନ୍ତି ନାହିଁ । ଏହିଦିନ ଜନ୍ମ ହୋଇଥିବା ଲୋକ କାହାକୁ କେବେ ଧୋକା ଦେବା ପାଇଁ ଚାହିଁନଥାନ୍ତି । ସବୁବେଳେ ଅସହାୟ ଲୋକଙ୍କ ସହାୟତା କରିବା ପାଇଁ ଆଗଭର ହୋଇପଡନ୍ତି । କିନ୍ତୁ ବେଳେ ବେଳେ ପରିସ୍ଥିତିରେ ପଡି କେବେଳ ନିଜର କଥା ଭାବିବା ପାଇଁ ଆପଣ ବାଧ୍ୟ ହୋଇଥାନ୍ତି ।

ଆପଣ ନିଜ ଭବିଷ୍ୟକୁ ନେଇ ଚିନ୍ତା କରନ୍ତୁ ନାହିଁ କାରଣ ଆପଣ ଜନ୍ମରୁ ହିଁ ଉଜ୍ୱଳ ଭବିଷ୍ୟତ ନେଇ ଜନ୍ମ ହୋଇଥାନ୍ତି । ଗୁରୁବାର ଦିନ ଜନ୍ମ ଲୋକଙ୍କୁ ହୃଦୟ, ଲିଭର, କମ ରକ୍ତଚାପ ଇତ୍ୟାଦି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ଏହିଦିନ ଜନ୍ମିତ ଲୋକ ରୋଜଗାର କରିବା ପାଇଁ ସମ୍ପୂର୍ଣ ସକ୍ଷମ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *