LOVE TEST- କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?

କୌଣସି ବି ସମ୍ପର୍କରେ କେତେବେଳେ କେଉଁ ପ୍ରକାର ମୋଡ ଆସିବ । ତାହା ତ କେହି ମଧ୍ୟ ଜାଣି ନଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ଯାହା କଥା ଭାବିକି ଏକ ନମ୍ବର ଚୁଜ କରିବେ । ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ପର୍କର ମୋଡ କେଉଁ ଆଡେ ଯାଉଛି । ସେ ଆପଣଙ୍କୁ କେଉଁ ନଜର ରେ ଦେଖୁଛନ୍ତି । ଏହା ଜାଣିବା ଆପଣ ଙ୍କୁ5ଟି ଫୁଲ ମଧ୍ୟ ରୁ କୌଣସି ଗୋଟେ ବାଛିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର 5 ସେକେନ୍ସ ର ସମୟ ଦିଆଯିବ । ଏବେ ଆସନ୍ତୁ ଆରମ୍ଭ କରିବା ବିଷୟ ବସ୍ତୁ ।

1-  ଆପଣ ପ୍ରଥମ ନଜରରେ ପ୍ରଥମ ନାମବାର ବାଛିଛନ୍ତି ତେବେ ଆପଣଙ୍କୁ ଲାଇଫରେ ସବୁ କିଛି ମିଳିଛି । କିନ୍ତୁ ଆପଣ ଏହାର ସଦୁପୋଯୋଗ କରୁ ନାହାନ୍ତି । ଏଥିପାଇଁ ଆପଣ ଚିନ୍ତାରେ ରହୁଛନ୍ତି । ଆପଣଙ୍କ ଚିନ୍ତାଧାରା ସବୁ କିଛି ପାଇର୍ବର୍ତ୍ତନ କରୁଛି । ଏହା ଆପଣଙ୍କ ପିଲା ଦିନରୁ ଅଭ୍ଯାସ ହୋଇ ଗଲାଣି । ଏହି ଆଚରଣ କାରଣରୁ ସେ ଆପଣଙ୍କ ଉପରେ ରାଗୁଛନ୍ତି ।

2- ଆପଣ ଯଦି ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତାଙ୍କୁ ଲାଗୁଛି ଆପଣ ଅବହୁତ ଚିନ୍ତାରେ ଅଛନ୍ତି । ଅନେକ ବର୍ଷ ହେବ ଆପଣ ସଂଘର୍ଷ କରୁଛନ୍ତି କିନ୍ତୁ ଫାଇଦା ମିଳୁ ନାହିଁ । ଆପଣ ଲାଇଫକୁ ସେଟ କରିପାରୁ ନାହାନ୍ତି । ଆପଣଙ୍କର କ୍ଷତି ହେଉଛି ଏମିତି ସେ ଭାବୁଛନ୍ତି । ଆପଣ ଲାଇଫରେ ବହୁତ କିଛି କରିବାକୁ ଚାହୁଁଛନ୍ତି କିନ୍ତୁ ନିରାଶ ହେଉଛନ୍ତି ।

3- ଆପଣ ତୃତୀୟ ନମ୍ବରଟି ଚୁଜ କାରିଲେ ଆପଣଙ୍କର ଖରାପ ବିଚାର ନାହିଁ । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଧୋକା ଦେଇ ପାରନ୍ତି । ପୂର୍ବରୁ ମଧ୍ୟ ଏମିତି ହୋଇ ସାରିଛି । ଆପଣଙ୍କର ରିୟଲ ଫେସ ଆପଣ ଦେଖାଉ ନାହାନ୍ତି । ଆପଣ ଏଥିପାଇଁ ଡରୁଛନ୍ତି କି ସେ ଆପଣଙ୍କ ସହ ସମ୍ପର୍କ ନ ଭାଙ୍ଗି ଦିଅନ୍ତୁ । ଆପଣଙ୍କର ମାଇଣ୍ଡ ବହୁତ ତୀବ୍ର । ଆପଣଙ୍କ ଠାରେ ଏମିତି ଖୁବି ରହିଛି ।

4- ଯଦି ଆପଣ ଚତୁର୍ଥ ନମ୍ବରଟି ଚୟନ କରିଛନ୍ତି ତେବେ ସେ ଆପଣଙ୍କର ସବୁ କଥା ବୁଝୁଛନ୍ତି । ଆପଣଙ୍କୁ ମଧ୍ୟ ବୁଝୁଛନ୍ତି । ଆପଣ ତାଙ୍କର ଫାଇଦା ନ ଉଠାନ୍ତୁ କି ତାଙ୍କ ଭଲ ପାଇବାର ଫାଇଦା ନ ଉଠାନ୍ତୁ । ଏମିତି ସେ ଭାବୁଛନ୍ତି । କେବେ କେବେ ସେ ଆପଣଙ୍କୁ ଏମିତି ନଜରରେ ଦେଖୁଛନ୍ତି । କିନ୍ତୁ ଆପଣ ହୃଦୟରୁ ବହୁତ ଭଲ ପାଆନ୍ତି । ସମ୍ପର୍କ କୁ ସମ୍ଭାଳି କି ରଖିଥାନ୍ତି ।

6- ଆପଣ ପଞ୍ଚମ ନମ୍ବର ଟି ଚୁଜ କରିଥିଲେ ଆପଣ ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ଅଛି । ଇଶ୍ଵର ଆପଣ ଦୁହିଙ୍କର ମିଳନ କରାଇଛନ୍ତି । ଆପଣ ଦୁହିଙ୍କର ପ୍ରେମ ସଚ୍ଚା । ଏଣୁ କେହି ବି ଏଥିରେ ପ୍ରବେଶ କରିପାରିବେ ନାହିଁ  । ଆପଣ ବହୁତ ଭଲ ପାଇବା ଦେବେ ତାଙ୍କୁ ଏମିତି ସେ ଭାବୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *