ଗୋଟି ଗୋଟି ଧଳା ବାଳ ସବୁଦିନ ପାଇଁ କଳା ହୋଇଯିବ, ନିଶ୍ଚୟ କରନ୍ତୁ ଏହି ଉପାୟ…

ବନ୍ଧୁଗଣ ମାତ୍ର 5 ଟଙ୍କାର ଜିନିଷ ଦ୍ଵାରା ଆପଣ ନିଜର ଚୁଟି କୁ ଘନ, କଳା ଓ ମଜବୁତ କରିପାରିବେ । ଏହା ସହ ଯଦି ଚୁଟି ଅଧିକ ଶୁଷ୍କ ହୋଇ ଯାଇଛି ତେବେ ଏହି ରେମଡି ଟି ନିଶ୍ଚୟ ଟ୍ରାଏ କାରଣରୁ । ଆପଣଙ୍କ ଚୁଟି ନିଶ୍ଚୟ ସାଇନିଙ୍ଗ କରିବାକୁ ଲାଗିବ । ଆସନ୍ତୁ ଜାଣିବା ସେହି ଜିନିଷ କଣ ଅଟେ ଯାହା ଆମ କେଶ ପାଇଁ ଲାଭଦାୟକ ଅଟେ । ଚାପତି କୁ ଆମେ ଚାହା ବନାଇବାରେ ବ୍ୟବହାର କରିଥାଉ ।

କିନ୍ତୁ ଏହାର ଔଷଧୀୟ ଫାଇଦା ବିଷୟରେ ଖୁବ କମ ଲୋକ ଜାଣିଥାନ୍ତି । ଚା ପତି ଧଳା କେଶ କୁ କଳା କରିବାରେ ସାହାର୍ଯ୍ୟ କରିଥାଏ । ଏଥିରୁ ମିଳୁଥିବା କେଫିନ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏଥିପାଇଁ ଦ୍ଵିତୀୟ ସାମଗ୍ରୀ ହେଉଛି ତେଜପତ୍ର ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହା କେଶ କୁ ନ୍ଯାଚୁରାଲ ଉପାୟରେ ସାଇନିଙ୍ଗ ଆଣିଥାଏ ।

ଏହା ହେୟାର ଗ୍ରୋଥ ବୁଷ୍ଟ କରିଥାଏ । ତୃତୀୟ ସାମଗ୍ରୀ ହେଉଛି ଏକ ପାଖୁଡା ରସୁଣ । ରସୁଣ ରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ମିଳିଥାଏ । ଏହି ରେମେଡି ବନାଇବା ପରେ 2 ଚାମଚ ଚାହାପତି ନିଅନ୍ତୁ । ଏବେ ସେଥିରେ 3ଟି ତେଜପତ୍ର ପକାଇ ଦିଅନ୍ତୁ । ଏହା ପରେ ସେଥିରେ ଏକ ପାଖୁଡା ରସୁଣ ପକାନ୍ତୁ । ଏଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ଏହି ପାଣି କୁ ଭଲ ଭାବେ ବଏଲ କରନ୍ତୁ ।

ଯେମିତି ପାଣି ଫୁଟି ଫୁଟି ଅଧା ହୋଇଯିବ । ଏହା କେଶ କୁ ଶକ୍ତିଶାଳୀ, ଘନ ଓ ନ୍ଯାଚୁରାଲ ଉପାୟରେ କଳା କରିବ । ଏହି ରେମେଡି ଟି ଉଭୟ ପୁରୁଷ ଓ ମହିଳା ବ୍ୟବହାର କରି ପାରିବେ । ଏହି ପାଣି କୁ 10 ମିନିଟ ଯାଏଁ ଫୁଟାନ୍ତୁ । ଏବେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ । ଅନେକ ସମୟରେ ରୂପୀ ସମସ୍ଯା କାରଣରୁ ହେୟାର ଫଲ ହୋଇଥାଏ । ଏହି କ୍ଷେତ୍ରରେ ଏହି ରେମେଡି ର ବ୍ୟବହାର କରି ପାରିବେ ।

ଏହାକୁ ଅଧିକ ବନାଇ ଫ୍ରିଜ ରେ ରଖିପାରିବେ । ସପ୍ତାହ କୁ 3 ଥର ଏହାର ପ୍ରୟୋଗ କରନ୍ତୁ । ଏଥିରେ ଏକ ଚାମଚ କଫି ପାଉଡର ମିଶାନ୍ତୁ । କଫି ପାଉଡର କେଶ ରେ ଜଟା ହେବାକୁ ଦିଏ ନାହିଁ । ଏକ ଚାମଚ ପାଣି ରେ ଏକ ଚାମଚ କଫି ପାଉଡର ମିଶାନ୍ତୁ । ଏହାକୁ ମୁଣ୍ଡ ଶ୍ୟାମ୍ପୋ କରିବା ପୂର୍ବରୁ ଲଗାନ୍ତୁ ଓ ଅଧ ଘଣ୍ଟା ଯାଏଁ ସେମିତି ରଖନ୍ତୁ । ଏହା ପରେ ନରମାଲ ପାଣି ରେ କେଶ କୁ ଧୋଇ ଦିଅନ୍ତୁ ।

କେଶ ଅଧିକ ଡ୍ରାଏ ହୋଇଥାଏ ତେବେ ଏହି ପାଣିରେ ଏକ ଚାମଚ ନଡିଆ ତେଲ ମିଶାନ୍ତୁ । ଏହିପରି ଆପଣ କେଶ ରେ ପ୍ରୟୋଗ କରି ପାରିବେ । ଚା ପାଣି ସ୍ପ୍ରେ ବୋତଲ ରେ କେଶ ରେ ପ୍ରୟୋଗ କାରଣରୁ । ଏହାଦ୍ଵାରା କେଶ ଝଡିବା ବନ୍ଦ ହେବ ।  ବନ୍ଧୁଗଣ ଆପଣଙ୍କୁ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *