ଭଗବାନଙ୍କ ନାମ ନେଇ ବାଛନ୍ତୁ କୌଣସି ଏକ ନମ୍ବର ଆପଣଙ୍କର ଆଗାମୀ ସମୟ କେମିତି ରହିବ ଉପର ବାଲା ର ସନ୍ଦେଶ କଣ ଅଛି-Tarto Reading

କୌଣସି ବି ସମ୍ପର୍କରେ କେତେବେଳେ କେଉଁ ପ୍ରକାର ମୋଡ ଆସିବ । ତାହା ତ କେହି ମଧ୍ୟ ଜାଣି ନଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ଯାହା କଥା ଭାବିକି ଏକ ନମ୍ବର ଚୁଜ କରିବେ । ଉପର ବାଲା ଆପଣଙ୍କ ପାଇଁ କଣ ସନ୍ଦେଶ ରଖିଛନ୍ତି ଓ ଆପଣଙ୍କର ଆଗାମୀ ସମୟ କିପରି ରହିବାର ଅଛି ତାହା ମଧ୍ୟ ଆମେ ଆପଣଙ୍କୁ କହିବୁ । ଏଥିପାଇଁ ଆପଣଙ୍କୁ 5ଟି ବହି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ ।

1- ଆପଣ ପ୍ରଥମ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କୁ ଏତେ ଟଙ୍କା ମିଳିବ ଯାହା ଆପଣ କେବେ ଭାବି ନ ଥିବେ । କେବେ ନା କେବେ ଆପଣ ଭାବିଥିବେ କିନ୍ତୁ କିଛି ନୂଆ ହେବାକୁ ଯାଉଛି ଆପଣଙ୍କ ସହ । ଏକ ମାସ ମଧ୍ୟରେ ଆପଣଙ୍କ ସହ ଏମିତି ହୋଇପାରେ । ଆଗାମୀ ସମୟ ଆପଣଙ୍କର ବହୁତ ଭଲ ରହିବ । ଆପଣଙ୍କର ସମ୍ପର୍କ କଣ୍ଟ୍ରୋଲ ରେ ଅଛି । ଆପଣ ଲାଇଫରେ ଆଗକୁ ବଢୁଛନ୍ତି ଯେଉଁ ପରି ବଢିବା କଥା ।

2- ଆପଣ ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତେବେ ଏହି ସମୟରେ ଆପଣ ଚିନ୍ତାଧାରା ଓ ରାଗରେ ଅଛନ୍ତି । ସବୁ କିଛି ଠିକ ଚାଲିଛି କିନ୍ତୁ ଆପଣ ଅଧିକ ଚିନ୍ତା କରୁଛନ୍ତି । ଆପଣ ନିଜ ରାଗ ଉପରେ କଣ୍ଟ୍ରୋଲ କରନ୍ତୁ । ଆପଣ କିଛି ଲୋକଙ୍କ କଥାରେ ପଡି ଚାଲୁଛନ୍ତି । ଆପଣ ଧୀରେ ଧୀରେ ଆଗକୁ ବାଢୁଛନ୍ତି । ଯାହା ଆପଣଙ୍କ ପାଇଁ ସଫଳତା ନେଇକି ଆସିବ ।

3- ଆପଣ ତୃତୀୟ ନମ୍ବର ଚୁଜ କରିଥିଲେ ଆଗାମୀ ସମୟ ଆପଣଙ୍କ ପାଇଁ ଅନେକ ସମ୍ଭାବନା ନେଇ ଆସୁଛି । ଆପଣ ଯାହା ଭାବୁଛନ୍ତି ଠିକ ଭାବୁଛନ୍ତି । ଆପଣଙ୍କର କ୍ୟାରିୟର, ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି । ଆପଣ ଲାଇଫରେ ଧୀରେ ଧୀରେ ଆଗକୁ ବଢିବେ । ଆପଣଙ୍କୁ ଗୋଟେ ରାସ୍ତା ବାଛିବାକୁ ହେବ ସେହା ହିଁ ଆପଣଙ୍କର ସଫଳତାର ମାର୍ଗ ହେବ ।

4- ଆପଣ ଚତୁର୍ଥ ନବର ଟି ବାଛିଥିଲେ ଆପଣ ଭଲ ରାସ୍ତାରେ ଚାଲୁଛନ୍ତି । ଆଗାମୀ ସମୟ ଆପଣଙ୍କୁ ବହୁତ ସାରା ବୁଦ୍ଧି ଦେବ । ଆପଣ ବୁଦ୍ଧିମାନ ବ୍ୟକ୍ତ ଅଟନ୍ତି । ଆପଣ ଯାହା କୁହନ୍ତି ଲୋକେ ସେହି ଅନୁସାରେ କାମ କରନ୍ତି । ଆପଣ ଲୋକଙ୍କୁ ଭଲ ରାୟ ଦେଉଛନ୍ତି । ଯାହା ବହୁତ ଭଲ ଅଟେ । ଏହିପରି ଆପଣ ନିଜର ସମୟ ବିତାଇବେ ।

5- ଆପଣ ଅଞ୍ଚମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କର ଲାଇଫ ପାର୍ଟନର ଏବେ ଯାଏଁ ମିଳିପାରି ନାହାନ୍ତି । ଆଗାମୀ ସମୟରେ କାରୋବାରରେ ଫାଇଦା ହେବ । ଆପଣ ଭାବୁଛନ୍ତି ଟଙ୍କାର ବୃଦ୍ଧି ହେଉ । ଆପଣଙ୍କ ମନ ଟଙ୍କା ପଇସାରେ ଅଧିକ ରହିବ । ଆପଣ ନିଜର ସାଥିଙ୍କର ଅପେକ୍ଷା ରେ ଅଛନ୍ତି ବା ମ୍ୟାରେଜ କରିବାକୁ ଚାହୁଁ ଛନ୍ତି । ଇଶ୍ଵର ଆପଣଙ୍କ ପାଇଁ ପରଫେକ୍ଟ ମଣିଷ ବାଛିଛନ୍ତି । ଚିନ୍ତା କରନ୍ତୁ ନାହିଁ । ବନ୍ଧୁଗଣ ଆପଣ କେଉଁ ନମ୍ବର ଟି ବାଛିଛନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *