ଝିଅର ନାମ କୁହ ? କେବଳ ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବେ ! 18+GK Quiz

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁ ଜୀବ ର ଖାଲି ତଳ ଦାନ୍ତ ରହିଥାଏ ?

ଉତ୍ତର- ଛେଳି ।

2- କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ପଶୁ ଅଛି ଯିଏ ଜିଭ ବାହାରେ କରିପାରେ ନାହିଁ ?

ଉତ୍ତର- କୁମ୍ଭୀର ।

3- ପୁରା ପୃଥିବୀ ରେ କେତେ ଲୋକ ରହିଥାନ୍ତି ?

ଉତ୍ତର- 106 ବିଲିଅନ ।

4- ସୂର୍ଯ୍ୟ ଭିତରେ କେତୋଟି ପୃଥିବୀ ରହିପାରିବ ?

ଉତ୍ତର- 13 ଲକ୍ଷ ।

5- ମହିଳା ଓ ପୁରୁଷଙ୍କ ମଧ୍ୟରେ କାହର ହୃଦୟ ସବୁଠୁ ଅଧିକ ତରସିଥାଏ ?

ଉତ୍ତର- ମହିଳା ।

6- ଭାରତରେ ରଙ୍ଗୀନ ଟିଭି ର ଆରମ୍ଭ କେବେ ଆରମ୍ଭ ହୋଇଥିଲା ?

ଉତ୍ତର- 1982 ।

7- ଭାରତର ପ୍ରଥମ ସରକାରୀ ଚ୍ୟାନେଲର ନାମ କଣ ?

ଉତ୍ତର- ଦୂରଦର୍ଶନ ।

8- କଣ ଆପଣ ଜାଣିଛନ୍ତି ଇଣ୍ଟରନେଟ କିଏ ଆବିଷ୍କାର କରିଥିଲେ ?

ଉତ୍ତର- ଟିମ ବରନର୍ସ ଲି ।

9- ଭାରତରେ ପ୍ରଥମେ କେବେ ଓ କାହା ଦ୍ଵାରା ଇଣ୍ଟରନେଟ ର ଆରମ୍ଭ ହୋଇଥିଲା ?

ଉତ୍ତର- 1985 BSNL ଦ୍ଵାରା ।

10- କେଉଁ ଜୀବ ର 5ଟି ଆଖି ଅଛି ?

ଉତ୍ତର- ମହୁମାଛି ।

11- ପ୍ରଥମ ମୋବାଇଲ ଫୋନ କେବେ ଓ କେଉଁଠି ତିଆରି ହୋଇଥିଲା ?

ଉତ୍ତର- 1973 ଆମେରିକାରେ ।

12- ଅନ୍ତରିକ୍ଷ ରେ ସୂର୍ଯ୍ୟ କେମିତି ଦେଖାଯାଏ ?

ଉତ୍ତର- ଧଳା ।

14- ହୱାଇ ଜାହାଜ ର ଖାଦ୍ୟ କାହିଁକି ଲୋକଙ୍କୁ ଭଲ ଲାଗେ ନାହିଁ ?

ଉତ୍ତର- ଉଚ୍ଚ କାରଣରୁ ।

15- କେଉଁ ଜୀବ ର ଜିଭର ଓଜନ ହାତୀର ଓଜନ ସହ ସମାନ ହୋଇଥାଏ ?

ଉତ୍ତର- ବ୍ଲୁ ୱ୍ହେଲ ।

15- କେଉଁ ଜୀବ ର 8ଟି ଆଖି ଅଛି ?

ଉତ୍ତର- ଷ୍ଟାର ଫିସ ମାଛ ।

16- ଜଣେ ବ୍ୟକ୍ତି ଗୋଟେ ଦିନରେ କେତେ ବାଟ ଚାଲିପାରେ ?

ଉତ୍ତର- 175 କିମି ।

17- ପୁରା ପୃଥିବୀରେ କେତେ ପ୍ରତିସତ ଲୋକ ଇଣ୍ଟରନେଟର ବ୍ୟବହାର କରନ୍ତି ?

ଉତ୍ତର- 40% ।

18- ଗାଈ, ଝିଅ ଓ ଗଛ ର ଚିତ୍ର ରହିଛି । ଏହା ଗୋଟେ ପଜଲ । ଝିଅ ର ନାମ କୁହ ?

ଉତ୍ତର- ଗାୟତ୍ରୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *