କାହାର ନାମ ଭାବି ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର, ଆଉ ଦେଖି ନିଅନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କ ପାଇଁ ଆପଣଙ୍କ ମନରେ କଣ ଅଛି । ଯଦି ନାଁ ତେବେ ଏଥିପାଇଁ 5ଟି ଚିଠି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଏହା ପରେ ଆପଣ ନିଜ ସାଥିଙ୍କ ମନର ସ୍ଥିତି କଣ ଅଛି କିମ୍ବା ଆପଣଙ୍କୁ ନେଇ କଣ ବିଚାର ଅଛି ତାହା ଜାଣି ପାରିବେ । ତେବେ ଆପଣ ବାଛି ନେଲେ କି 1ରୁ 5ଟି ନମ୍ବର ମଧ୍ୟରୁ କୌଣସି ଗୋଟେ । ଏବେ ଆସନ୍ତୁ ଜାଣିବା ଜବାବ ।

1- ଆପଣଙ୍କୁ ଯଦି ପ୍ରଥମ ଚିଠିଟି ଅଧିକ ଆକର୍ଷିତ କରିଛି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ବହୁତ ଭଲ ମଣିଷ ଅଟନ୍ତି । ଆପଣ ଯେ କୌଣସି ନିସ୍ପତି ନେବେ ଠିକ କରିବେ । ଆପଣ ବହୁତ ପାଠ ପଢିଛନ୍ତି । ଆପଣ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ଆପଣଙ୍କ ସହ ବନ୍ଧୁତା, ରିଲେସନସିପ ରଖିଲେ କିଛି ଭୁଲ ହେବ ନାହିଁ । ସେ ଆପଣଙ୍କୁ ବହୁତ ସମ୍ମାନ କରୁଛନ୍ତି ।

2- ଯଦି ଆପଣ ଦ୍ଵିତୀୟ ଚିଠି ଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ କିରଣ ଭଳି ଦେଖୁଛନ୍ତି । ସେ ଆପଣଙ୍କୁ ବିଶ୍ଵାସ କରୁଛନ୍ତି । ଆପଣଙ୍କୁ ସେ ଲାଇଫ ପାର୍ଟନର ଓ ବନ୍ଧୁତା ରୂପରେ ଦେଖୁଛନ୍ତି । ଆପଣଙ୍କୁ ସେ ପରଫେକ୍ଟ ମାନୁଛନ୍ତି । ଆପଣଙ୍କର କଥା କହିବାର ଶୈଳୀ ଓ ଗମ୍ଭୀର ପ୍ରକୃତି ତାଙ୍କୁ ଅଧିକ ଆକର୍ଷିତ କରୁଛି । ସେ ଆପଣଙ୍କୁ ଆହୁରି ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ଚିଠି ଟି ଚୁଜ କରିଛନ୍ତି ଆପଣଙ୍କର ତାଙ୍କ ସହ ଯାହା ବି ସମ୍ପର୍କ ଅଛି ବହୁତ ଭଲ ଅଛି । ଆପଣ ତାଙ୍କୁ ବହୁତ ଆଗରୁ ଜାଣିଛନ୍ତି । ଯେବେ ଆପଣ ତାଙ୍କ ସହ ରହିଥାନ୍ତି ତାଙ୍କୁ ଭଲ ଲାଗେ । ସେ ଆପଣଙ୍କ ସହ ସାରା ଜୀବନ ରହିବାକୁ ଭାବୁଛନ୍ତି । ଆପଣ ତାଙ୍କ ଲାଇଫର ସାହାରା ଭାବେ ରହିଛନ୍ତି ।

4- ଯଦି ଆପଣ ଚତୁର୍ଥ ଚିଠିଟି ଚୟନ କରିଛନ୍ତି ତେବେ ଆପଣଙ୍କ ସାଥୀଙ୍କୁ ଲାଗୁଛି ଆପଣ ବହୁତ କିଛି କଥା ଲୁଚାଉଛନ୍ତି । ଆପଣଙ୍କ ଉପରେ ଭରସା କରି ହେବନି । ଆପଣ ଲୋକଙ୍କ ଦ୍ଵାରା ପ୍ରଭାବିତ ହୁଅନ୍ତି । ଆପଣଙ୍କ ସହ କିଛି ଏମିତି ହୋଇଛି ଯାହା ପାଇଁ ତାଙ୍କ ଚିନ୍ତାଧାରା ଆପଣଙ୍କ ପ୍ରତି ଏମିତି ହୋଇଯାଇଛି । ବହୁତ ଭଲ ନାହିଁ କି ଖରାପ ନାହିଁ ଆପଣଙ୍କୁ ନେଇ ତାଙ୍କ ଚିନ୍ତାଧାରା ।

5- ଆପଣଙ୍କୁ ପଞ୍ଚମ ଚିଠିଟି ଆକର୍ଷିତ କରିଥିଲେ ଆପଣ ବହୁତ ପରିଶ୍ରମ କରୁଛନ୍ତି । ଆପଣ ଦିନେ ନା ଦିନେ ସଫଳ ନିଶ୍ଚୟ ହେବେ । ଆପଣ ବିପରୀତ ସ୍ଥିତିରେ ବହୁତ ଭଲ ଭାବେ ସାମ୍ନା କରନ୍ତି । ଦୁନିଆରେ ଆପଣ ଏମିତି ଏକ ମଣିଷ ଯାହାଙ୍କ ଭଳି ଆଉ କେହି ନୁହଁନ୍ତି । ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ସହ ସେକେଣ୍ଡ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *