କାହାର ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଆଉ ଦେଖି ନିଅନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ବନ୍ଧୁଗଣ ଆପଣ ନିଜ ଲାଇଫରେ କାହାକୁ ନା କାହାକୁ କେବେ ନା କେବେ ନିଶ୍ଚୟ ଲଭ କରିଥିବେ । ପ୍ରେମ କେବେ କାହାକୁ ହୋଇଯିବ କେହି ଜାଣନ୍ତି ନାହିଁ । ବାସ ପ୍ରେମ ହୋଇଯାଏ । ତେବେ ନିଜ ଭଲ ପାଇବାକୁ ପାଇବା ପାଇଁ ସମସ୍ତେ କିଛି ବି କରିଥାନ୍ତି । କେହି ନିଜର ସାଥି କୁ ଗିଫ୍ଟ ଦେଇ ଖୁସି କରିଥାନ୍ତି ତ ଆଉ କେହି ନିଜର ସ୍ମାଇଲ ଓ ମଧୁର ବାଣୀ ରେ ଖୁସି କରିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି କ୍ୟାଣ୍ଡେଲ ର ଚିତ୍ର । ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ଚୁଜ କରିବାକୁ ହେବ । ତା ପରେ ଆମେ ଆପଣଙ୍କୁ କହିବୁ ଆପଣକ ପର୍ଶନ ଆପଣଙ୍କୁ ନେଇ କଣ ଭାବୁଛନ୍ତି କିମ୍ବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି ।

1- ଯଦି ଆପଣ ପ୍ରଥମ କ୍ୟାଣ୍ଡେଲ କୁ ବାଛିଛନ୍ତି ତେବେ ଆପଣ ବହୁତ ଚିନ୍ତାରେ ଅଛନ୍ତି । ଆପଣ ନେଗେଟିଭ ଭାବିଥାନ୍ତି । ଆପଣ ଯେତିକି ଭାବିଥାନ୍ତି ସେମିତି କିଛି ନ ଥାଏ । ଆପଣଙ୍କ ପର୍ଶନ ଜାଣିଛନ୍ତି ଆପଣ ସମସ୍ୟାରେ ଏତେ ଘେରିକି ରହିଛନ୍ତି ଚାହିଁ କି ମଧ୍ୟ ବାହାରି ପାରୁ ନାହାନ୍ତି । ଆପଣ କାହାର ମନ ଭାଙ୍ଗିପାରୁ ନାହାନ୍ତି । ଆପଣଙ୍କ ଆଗରେ ସବୁ କିଛି କିନ୍ତୁ ଆପଣ ଦେଖିବାକୁ ଚାହୁଁ ନାହାନ୍ତି । ଜୀବନରେ ଗୋଟେ ଜାଗାରେ ଆପଣ ଅଟକି ଯାଇଛନ୍ତି ।

2- ଯଦି ଆପଣଙ୍କୁ ଦ୍ଵିତୀୟ କ୍ୟାଣ୍ଡେଲ ଟି ଅଧିକ ଆକର୍ଷିତ କରିଛି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣଙ୍କ ସହ ବନ୍ଧୁତା କରି ସେ ଫାଇଦା ପାଉଛନ୍ତି । ସେ ଆପଣଙ୍କୁ ଅଧିକ ବିଶ୍ଵାସ କରୁଛନ୍ତି । ଯଦି ଆପଣଙ୍କ ସହ ବିଜେନ୍ସ କରିବେ ତେବେ ଫାଇଦା ରେ ରହିବେ । ଆପଣ ନିଜ ବୁଦ୍ଧି ବଳରେ ଜୀବନରେ ଆଗକୁ ବଢିଥାନ୍ତି । ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ତାଙ୍କର ଫାଇଦା ପାଇଁ ସେ ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁଛନ୍ତି ।

3- ଆପଣ ଯାହାଙ୍କ ପାଇଁ ତୃତୀୟ କ୍ୟାଣ୍ଡେଲ ଟି ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ଭାବୁଛନ୍ତି କି ସେ ଆପଣଙ୍କୁ ଭଲ ଭାବେ ଜାଣିଛନ୍ତି । ଆପଣ ହୃଦୟ ରୁ ସମ୍ପର୍କ ନିଭାଇଥାନ୍ତି । କାହାକୁ ଧୋକା ଦିଅନ୍ତି ନାହିଁ । ଆପଣ ନିଜେ ଖୁସିରେ ରହିବା ସହ ଲୋକଙ୍କୁ ଖୁସିରେ ରଖିଥାନ୍ତି । ଆପଣ ସମ୍ପର୍କ କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ପରିବାରର ପରମ୍ପରା କୁ ଧ୍ୟାନରେ ରଖିଥାନ୍ତି ।

4- ଯଦି ଆପଣ ଚତୁର୍ଥ କ୍ୟାଣ୍ଡେଲ ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣଙ୍କ ସହ ଜୀବନକୁ ଦେଖୁଛନ୍ତି । ତାଙ୍କ ଲାଇଫରେ ଆପଣ ଖୁସି ନେଇକି ଆସିବେ । ପଜେଟିଭ ଚେଞ୍ଜ ଆସିବ । ଆପଣଙ୍କୁ ନେଇ ସଚ୍ଚା ପ୍ରେମ ବା ବନ୍ଧୁତା ଅନୁଭବ କରୁଛନ୍ତି । ସେ ଜାଣିଛନ୍ତି ଆପଣ ଯେଉଁଠି କି ଯିବେ ଖୁସି ସେଠାରେ ଥିବ । ଆପଣ ଭବିଷ୍ଯତକୁ ନେଇ ଅଧିକ ବିଚାର କରନ୍ତି । ଯେଉଁ କାମ କରନ୍ତି ଲାଇଫରେ ସଫଳତା ପ୍ରାପ୍ତ କରିବେ ।

ବନ୍ଧୁଗଣ ଆପଣ କେଉଁ କ୍ୟାଣ୍ଡେଲ ଚୁଜ କରିଲେ ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *