କାହାର ନାମ ନେଇ ବାଛନ୍ତୁ ଗୋଟିଏ ଠାକୁର ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି !

ବନ୍ଧୁଗଣ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁର ଙ୍କୁ ଆପଙ୍କୁ ବାଛିବାକୁ ହେବ । ଏଥିପାଇଁ ଆପଣଙ୍କୁ 3ଟି ଠାକୁର ଙ୍କ ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ଏହା ଏକ ପ୍ରଶ୍ନ ଭବିଷ୍ଯତର ବିଷୟ ବସ୍ତୁ ଅଟେ । ଯେଉଁ ଠାକୁରଙ୍କୁ ଆପଣ ମାନୁଛନ୍ତି ବା ଅଧିକ ଭଲ ଲାଗନ୍ତି ତେବେ ବାଛି ପାରିବେ । ଯେଉଁ ବି ଠାକୁରଙ୍କୁ ବାଛନ୍ତୁ ନା କାହିଁଙ୍କି ଗୋଟେ ହିଁ ବାଛନ୍ତୁ । ଏହା ପରେ ଆପଣ ନିଜ ବିଷୟରେ କିଛି ଖାସ କଥା ଜାଣିପାରିବେ ।

1- ଯଦି ଆପଣ ଭଗବାନ ଗଣେଶ ଙ୍କୁ ବାଛିଛନ୍ତି ତେବେ ସବୁ ଇଚ୍ଛା ପୂରଣ ହେବ । ଆପଣ ଯେଉଁ କାମରେ ହାତ ଦେବେ ସଫଳ ହେବ । ବନ୍ଧୁଙ୍କ ସହ ପୁରୁଣା ସମ୍ପର୍କରେ କିଛି ବିଘ୍ନ ଆସିଥିଲା ସେଠାରେ ସମ୍ପର୍କର ଯୋଗ ଅଛି । ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ । ଆପଣ ଏବେ ଯେଉଁ ବିବାଦରେ ଫସିଛନ୍ତି ସେଥିରୁ ମୁକ୍ତି ମିଳିଯିବ । ଆଗକୁ କିଛି କାମ କରିଲେ ବିବେକ ଓ ଚିନ୍ତା କାମରେ ଲଗାନ୍ତୁ । ସନ୍ତାନ ସୁଖର ପ୍ରାପ୍ତି ହେବ । ପୂର୍ବରୁ କରିଥିବା ରୁଣ ସୁଝିବା ପାଇଁ ବାଟ ମିଳିବ । ଗ୍ରହ ଆପଣଙ୍କ ସପକ୍ଷରେ ଅଛନ୍ତି ।

2- ଆପଣଙ୍କୁ ଭଗବାନ ଶିବ ଅଧିକ ଭଲ ଲାଗିଥିଲେ ସୁଖ ସୌଭାଗ୍ୟ ଯୋଗ ପାଇ ଆପଣ ଆନନ୍ଦରେ ସମୟ ବିତାଇବେ । ଆପଣ ଯେଉଁ କାମ ପାଇଁ ବ୍ୟସ୍ତରେ ଅଛନ୍ତି ସେଥିରେ ସଫଳ ହେବେ । କିନ୍ତୁ ସଫଳତା ଆପଣଙ୍କ ହାତକୁ ବିଳମ୍ବରେ ଆସିବ । ମନ୍ଦ ଦଶା କାରଣରୁ ଅସାନ୍ତି ଭୋଗ କରୁଛନ୍ତି । ଏହା ମଧ୍ୟରେ ଅନେକ ଯନ୍ତ୍ରଣା ଭୋଗ କରିସାରିଛନ୍ତି । ମାନସିକ ଚିନ୍ତା ଦୂର ହେବ । ଜୀବ ଦଶା ମଧ୍ୟରେ 2-3ଟି ମନ୍ଦ ଦଶାର ଭୋଗ ହେବ । ସେହି ଦଶା ସମୟରେ ଆପଣଙ୍କୁ ପଣ୍ଡିତଙ୍କ ଦ୍ଵାରା ଜାତକ ଦେଖାଇ ପ୍ରତିକାର କରନ୍ତୁ । ନଚେତ ରୂପା ମୁଦିରେ ମୁନ୍ଗା ପଥରକୁ ବସାଇ ଧାରଣ କରନ୍ତୁ । ଏହା ଆପଣଙ୍କୁ ସବୁ ବିପଦରୁ ରକ୍ଷା କରିବ ।

3- ଆପଣଙ୍କୁ ଭଗବାନ କୃଷ୍ଣ ଅଧିକ ଭଲ ଲାଗିଥିଲେ ଆପଣ ଦେଖିବାକୁ ଖୁବ ସୁନ୍ଦର, ଚତୁର ଓ ସମାଜରେ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣଙ୍କର ଅତୀତ କେତେ ଦିନ ହେଲା ମନ୍ଦରେ ଭୋଗ କରୁଛି । କିନ୍ତୁ ଏବେ ତାହା ଦୂର ହେବ । ପୂର୍ବରୁ ସନ୍ତାନ, ପରିବାର ପାଇଁ ଚିନ୍ତାରେ ଥିଲେ । ସନ୍ତାନ ସୁଖରେ ଏବେ ଆନନ୍ଦ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଧନ ଆୟ ଯାହା ରହିବ ସେଥିରୁ ବ୍ୟୟ କମିଯିବ ।

ନାନା ଉଦବେଗ ଜାତ ହେଉଛି । ଆପଣାର ଲୋକ ପର ହେଉଛନ୍ତି । କିନ୍ତୁ ଏବେ ଚିନ୍ତା କରିବାର ନାହିଁ । ଏପରି ଦଶା ଥିଲା ଯାହା ପାଇଁ ଆପଣ ଚିନ୍ତିତ ହୋଇ ପଡିଛନ୍ତି । ଆପଣ ଈଶ୍ଵରଙ୍କ ପ୍ରତି ବିଶ୍ଵସ୍ତ ଅଟନ୍ତି । ଆପଣଙ୍କର ଶୁଭ ସମୟ ଆସିଯାଇଛି । ସମାଜରେ ଖ୍ଯାତି ରେ ବୃଦ୍ଧି ଘଟିବ । ଶତ୍ରୁ ମିତ୍ର ହୋଇପାରନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *