ଆପଣଙ୍କର କେହି ନିଜର ବ୍ୟକ୍ତିଙ୍କ ନାମ ର ପ୍ରଥମ ଅକ୍ଷର ବାଛନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ? Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ରିଡିଙ୍ଗ କାର୍ଡ ନେଇ ଆସିଛୁ ଯେଉଁଠି ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ଜାଣିପାରିବେ । ଆସନ୍ତୁ ଆରମ୍ଭ କରିବା । A ଚୁଜ କରିଥିଲେ ସେ ଆପଣଙ୍କ ଲଭର ହୋଇପାରନ୍ତି । ତାଙ୍କ ପ୍ରତି ସଚ୍ଚା ପ୍ରେମ ନାହି କେବଳ ଆଟ୍ରାକସନ ରହିଛି ତାଙ୍କ ନଜରରେ ।

B ଚୁଜ କରିଥିଲେ ସେ ଆପଣଙ୍କର ବନ୍ଧୁ ବା ଲଭର ହୋଇପାରନ୍ତି ଓ ସେ ଆପଣଙ୍କ ସହ ପ୍ରତିଯୋଗୀତା ରଖୁଛନ୍ତି ।

C ଚୁଜ କରିଥିଲେ ତେବେ ସେ ଆପଣଙ୍କ ବିଷୟରେ ଏୟା ଭାବୁଛନ୍ତି କି ଆପଣ ଜୀବନରେ ନିରାଶ ଅଛନ୍ତି ।

D ଚୁଜ କରିଥିଲେ ସେ ଆପଣଙ୍କୁ ନେଇ କନଫର୍ମ ଅଛନ୍ତି କି ଆପଣ ବହୁତ ସରଳ ବ୍ୟକ୍ତି ଅଟନ୍ତି ।

E ଚୁଜ କରିଥିଲେ ଆପଣଙ୍କ ପ୍ରତି ତାଙ୍କ ମନରେ କେବେ ରାଗ ବା ପ୍ରେମ ଆସୁଛି ।

F ଚୁଜ କରିଥିଲେ ଆପଣ ତାଙ୍କ ସହ ଭଲ ସମୟ ଆଉ ଜୀବନ ବ୍ଯତୀତ କରିପାରିବେ ଯାହା ସେ ଫିଲ କରୁଛନ୍ତି ।

G ଚୁଜ କରିଥିଲେ ସେ ଆପଣଙ୍କୁ ପ୍ରଭାବଶାଳି ବ୍ୟକ୍ତି ଭାବୁଛନ୍ତି ।

H ଚୁଜ କରିଥିଲେ ସେ ଭାବୁଛନ୍ତି ଆପଣ ଭଲ ପଢୁଛନ୍ତି ଆଗକୁ ଯାଇ କ୍ଯାରିୟର ଭଲ କରିବେ ।

I ଚୁଜ କରିଥିଲେ ଆପଣ ଜୀବନରେ ସବୁ କିଛି ପାଇବା ସହ ଖୁସିରେ ଅଛନ୍ତି ବୋଲି ସେ ମନେ କରୁଛନ୍ତି ।

J ଚୁଜ କରିଥିଲେ ଜୀବନରେ କେହି ଆପଣଙ୍କୁ ଏକା ଛାଡୁଛନ୍ତି ଆଉ ସେ ଆପଣଙ୍କୁ ହମସଫର କରିବାକୁ ଚାହୁଁଛନ୍ତି ।

K ଚୁଜ କରିଥିଲେ ଆପଣ ନିଜ ପାଇଁ ବଞ୍ଚୁଛନ୍ତି ସବୁ କିଛି ନିଜର କରିବାକୁ ଚାହୁଁଛନ୍ତି ବୋଲି ସେ ଭାବୁଛନ୍ତି ।

L ଚୁଜ କରିଥିଲେ ସେ ଆପଣଙ୍କୁ ଦୁଖୀ ଭାବୁଛନ୍ତି । ଜୀବନରେ ଧୋକା ଖାଉଥିବାର ସେ ଭାବୁଛନ୍ତି ।

M ଚୁଜ କରିଥିଲେ ସେ ଆପଣଙ୍କୁ ଗର୍ବୀ ଭାବିବା ସହ ଆପଣଙ୍କୁ କେହି ବଦଳାଇପାରିବେ ନାହି ବୋଲି ଭାବୁଛନ୍ତି ।

N ଚୁଜ କରିଥିଲେ ସେ ଆପଣଙ୍କର ଲଭର ହେବ ସହ ବହୁତ ପଜେଟିଭ ଚିନ୍ତା କରୁଛନ୍ତି ।

O ଚୁଜ କରିଥିଲେ ସେ ଆପଣଙ୍କୁ ମେହନତୀ ଓ ଆତ୍ମନିର୍ଭର ବ୍ୟକ୍ତି ଭାବୁଛନ୍ତି ।

P ଚୁଜ କରିଥିଲେ ଆପଣଙ୍କ ବନ୍ଧୁ ବା ଲଭର ଆପଣଙ୍କୁ ମସ୍ତ ଓ ଖୁସି ମିଜାଜର ବ୍ୟକ୍ତି ଭାବୁଛନ୍ତି ।

Q ଚୁଜ କରିଥିଲେ ସେ ଆପଣଙ୍କୁ ଦୁଖୀ ଭାବିବା ସହ ନ ବୁଝିବା ଭଳି ବ୍ୟକ୍ତି ଭାବୁଛନ୍ତି ।

R ଚୁଜ କରିଥିଲେ ଆପଣ ମେହନତୀ ହେବା ସହ କାମ ସହଜରେ କରୁଛନ୍ତି ବୋଲି ସେ ଆପଣଙ୍କୁ ଭାବୁଛନ୍ତି ।

S ଚୁଜ କରିଥିଲେ ଆପଣ ବହୁତ ମେହନତୀ ଓ ସଫଳ ବ୍ୟକ୍ତି ବୋଲି ସେ ଭାବୁଛନ୍ତି ।

T ଚୁଜ କରିଥିଲେ ତାଙ୍କୁ ଲାଗୁଛି ଜୀବନରେ ଆପଣ ଉପୋଭୋଗ କରୁଛନ୍ତି ।

U ଚୁଜ କରିଥିଲେ ସେ ଆପଣଙ୍କ ସହ ପରିବାର ଗଢିବାକୁ ଚାହୁଛନ୍ତି ।

V ଚୁଜ କରିଥିଲେ ତାଙ୍କୁ ଲାଗୁଛି ଆପଣ ଜୀବନକୁ ଏଞ୍ଜୋଏ କରୁଛନ୍ତି ।

W ଚୁଜ କରିଥିଲେ ଆପଣ ଧରିତ୍ରିକୁ ଜିତିବା ସହ ସଫଳ ବ୍ୟକ୍ତି ହେବେ ବୋଲି ସେ ମନେ କରୁଛନ୍ତି ।

X ଚୁଜ କରିଥିଲେ ଆପଣ ବହୁତ ଜଲ୍ଦି ମୁଭ ଅନ କରିଥାନ୍ତି ।

Y ଚୁଜ କରିଥିଲେ ଆପଣ ଜୀବନକୁ ବଦଳାଇବାକୁ ଚାହୁଁଛନ୍ତି ସେ ମନେ କରୁଛନ୍ତି ।

Z ଚୁଜ କରିଥିଲେ ସେ ଆପଣଙ୍କୁ ଲାଇଫ ପାର୍ଟନର କରିବାକୁ ଭାବୁଛନ୍ତି ।

ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *