କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ 

ନମସ୍କାର ବନ୍ଧୁଗଣ, ଦୁନିଆର ସମସ୍ତ ଲୋକଙ୍କ ମନ କଥା ବୁଝିବା ପାଇଁ ଆମ ପାଖରେ ଶକ୍ତି ଥାଏ କିନ୍ତୁ ଆମକୁ ଆମ ନିଜ ମନର କଥା ହିଁ ଜଣା ନଥାଏ । ଅନ୍ୟର ଭାବନା ଇଚ୍ଛାକୁ ଆମେ ବୁଝିପାରୁ କିନ୍ତୁ ନିଜ ମନରେ ଲୁଚି ରହିଥିବା ରହସ୍ୟ ଉପରୁ କେବେ ମଧ୍ୟ ପରଦା ଉଠାଉ ପାରୁ ନାହିଁ । ତେଣୁ ଆଜି ଆପଣ ମାନଙ୍କର ଏହି ଦ୍ଵନ୍ଦକୁ ଦୂର କରନ୍ତୁ ନିଜ ପସନ୍ଦର ଏକ ନମ୍ବର ବାଛି । ତେବେ ଆସନ୍ତୁ ଜାଣିବେ କଣ ରହିଛି ଆପଣ ମାନଙ୍କ ମନରେ ।

1: ଯଦି ଆପଣ ଏହି ନମ୍ବରର ଶଙ୍ଖକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ କରୁଥିବା ସମସ୍ତ କାର୍ଯ୍ୟରେ ଏବେ ଆପଣ ଶୁଭଫଳ ପାଇବେ । ଆପଣ ଭୋଗୁଥିବା କଷ୍ଟ ଆଉ ମାତ୍ର ଅଳ୍ପ ଦିନ ମଧ୍ୟରେ ଶେଷ ହେବ । ଆପଣ ବର୍ତ୍ତମାନ ସମୟରେ ଯେଉଁ କଥା ପାଇଁ ଚିନ୍ତାରେ ରହୁଛନ୍ତି ତାହାର ଫଳ ଆପଣଙ୍କୁ ଟିକିଏ ଡେରିରେ ମିଳିବାକୁ ଯାଉଛି ।

ଆପଣଙ୍କ ମନରେ କୌଣସି ଗୁପ୍ତା ଧନ ପ୍ରାପ୍ତିର ଆଶା ରହୁଅଛି । ଏହା କେବେ ସମ୍ଭବ ନୁହେଁ । ତେଣୁ ଆପଣ ଏହି କଥା ଭାବିବା ବନ୍ଦ କରନ୍ତୁ । ଆପଣ ନିଜ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ଆପଣ ବହୁତ ଅଯଥା ଖର୍ଚ କରୁଛନ୍ତି । ଯାହା ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇପାରେ । ଆପଣଙ୍କୁ ଭଲ ପାଉଥିବା ମଣିଷ ଆପଣଙ୍କ ପାଇଁ ଭଲ ଭାବନା ରଖିଛନ୍ତି ତାଙ୍କ ମନରେ ।

2: ଯଦି ଆପଣ ଏହି ଦିତୀୟ ନମ୍ବରଟିକୁ ବାଛିଛନ୍ତି ତେବେ ଜାଣିରଖନ୍ତୁ କି ଆପଣ ଅନେକ ପ୍ରଶ୍ନର ଉତ୍ତର ଆପଣଙ୍କ ମନରେ ଖୋଜୁଛନ୍ତି । ଏହା ହିଁ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆପଣ ଏହି ଚିନ୍ତାକୁ ବହୁତ ବଡ କରି ଆପଣଙ୍କ ମନ ଭିତରେ ଭାବୁଥିବା ହେତୁ ଏବେ ଆପଣ ସମସ୍ତ କାର୍ଯ୍ୟ ଆଗରେ ନିଜ ମୁଣ୍ଡ ନୂଆଁଇଦେବେ । ତେଣୁ ନିଜକୁ ଶକ୍ତିଶାଳୀ କରିବା ପାଇଁ ପ୍ରଥମେ ଆପଣ ଏହି ସମସ୍ତ ଅଯଥା ପ୍ରଶ୍ନର ଚକ୍ର ମଧ୍ୟରୁ ବାହାରିବା ଜରୁରୀ ।

3: ଯଦି ଆପଣ ଏହି ନମ୍ବରଟିକୁ ବାଛିଛନ୍ତି ତେବେ ଆପଣ ଏବେ କୌଣସି ଏକ ବଡ ଚିନ୍ତାରେ ଫସି ରହିଛନ୍ତି । ସନ୍ତାନ ମାନଙ୍କ ପାଇଁ କୌଣସି କଷ୍ଟ ଆପଣ ପାଉଛନ୍ତି । ଆପଣ ନିଜ ଭିତରେ ଅନେକ କଥା ଭାବୁଛନ୍ତି ଯାହା ଫଳରେ ଆପଣଙ୍କ ମନ ସବୁବେଳେ ଅଶାନ୍ତ ରହୁଅଛି । ଯାହା ଫଳରେ ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହା କରିପାରୁନାହାନ୍ତି । ଆପଣଙ୍କ ପାଇଁ ଅନ୍ୟ ମାନଙ୍କ ମନରେ କେବଳ ସ୍ନେହ ପ୍ରେମ ଓ ଭଲ ପାଇବା ହିଁ ରହିଛି ।

ନିଜ କଥାକୁ ପଛରେ ପକାଇ ସବୁବେଳେ ଅନ୍ୟ ମାନଙ୍କ କଥା ଭାବୁଛନ୍ତି । ଆଶା ଅନୁଯାୟୀ ଧନ ଆପଣ କମାଇବାରେ ବିଫଳ ହେଉଛନ୍ତି । ପରିବାରରେ ଅସାନ୍ତିର ବାତାବରଣ ରହିଛି । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ଫାଟ ମଧ୍ୟ ସୃଷ୍ଟି ହେଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *