କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 4ଟି ଗୋଲାପ ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।

ଆପଣ ଏହି 4ଟି ନମ୍ବର 4 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । 1- ଯଦି ଆପଣ ପ୍ରଥମ ଗୋଲାପ ଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନଙ୍କୁ ଲାଗୁଛି ସେ ଆପଣଙ୍କର କେୟାର କରୁ ନାହାନ୍ତି ।

ଆପଣ ନିଜର କ୍ଯାରିୟରରେ ଏତେ ବ୍ୟସ୍ତ ଅଛନ୍ତି ଯାହା ପାଇଁ ତାଙ୍କୁ ନଜର ଅନ୍ଦାଜ କରୁଛନ୍ତି । ସେ ଆପଣଙ୍କୁ ଏବେ ମିସ କରୁଛନ୍ତି । ଆପଣ ତାଙ୍କର ଅନୁଭୂତି କୁ ବୁଝୁ ନାହାନ୍ତି । ଏହା ସତ ନୁହେଁ ତଥାପି ଆପଣ ତାହା ଦେଖାଉଛନ୍ତି । ଆପଣ ତାଙ୍କୁ ବହୁତ ଭଲ ପାଉଛନ୍ତି ସତ କିନ୍ତୁ ତାଙ୍କ ପ୍ରତି କେୟାରଲେସ ହୋଇ ଯାଇଛନ୍ତି । ସେ ଆପଣଙ୍କୁ ନେଇ ବହୁତ ଚିନ୍ତାରେ ଅଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ଗୋଲାପଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ସେ ଆପଣଙ୍କୁ ନେଇ ବହୁତ ଖୁସି ଅଛନ୍ତି । ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । ଜୀବନରେ ସେ ଆଗକୁ ବଢିବାକୁ ଚାହୁଁଛନ୍ତି । ଆପଣ ପଇସା ଆଗରେ ଯାଆନ୍ତି ନାହିଁ । ଆପଣ କିଛି ଲୁଚାନ୍ତି ନାହିଁ । ଆପଣ ସମ୍ପର୍କକୁ ବାନ୍ଧି ରଖନ୍ତି । ଆଗାମୀ ସମୟରେ ସେ ବହୁତ ପଜେଟିଭ ଭାବିବେ ।

3- ଯଦି ଆପଣ ନିଜ ପର୍ଶନଙ୍କ ପାଇଁ ତୃତୀୟ ଗୋଲାପଟି ବାଛିଛନ୍ତି ତେବେ ଆପଣଙ୍କୁ ନେଇ ଭାବୁଛନ୍ତି ଆପଣ ଲାଇଫରେ ଆହୁତ ସଂଘର୍ଷ କରିଛନ୍ତି । ନିଜର ଲକ୍ଷ୍ୟରେ ପହଞ୍ଚିବାକୁ ଚାହୁଁଛନ୍ତି । ଏବେ ଆପଣ ଦୁଖୀ ଅଛନ୍ତି । ତଥାପି ଆପଣ ଆସା ଛାଡି ନାହାନ୍ତି । ଏବେ ବି ଜୀବନରେ ବହୁତ କିଛି କରିବାକୁ ସମୟ ଅଛି । ଆପଣ ଯାହା ବି କରୁଛନ୍ତି ଆପଣଙ୍କ ସାଥି ବହୁତ ମୋତିଭେଟ କରୁଛନ୍ତି ।

4- ଯଦି ଆପଣ ଚତୁର୍ଥ ଗୋଲାପଟି ଚୟନ କରିଛନ୍ତି ଏବେ ଆପଣ କ୍ୟାରିୟରକୁ ନେଇ ବ୍ୟସ୍ତରେ ଅଛନ୍ତି । ଆପଣ ଯେଉଁ କାମ କରିଥାନ୍ତି ତାହା ଭଲ କରିବାକୁ ଚେଷ୍ଟା କରୁଛନ୍ତି । ଆପଣ ବନ୍ଧୁତାକୁ ନେଇ ଅଧିକ ଗୁରୁତ୍ଵ ଦେଉଛନ୍ତି । ନିଜକୁ ଏତେ ବ୍ୟସ୍ତରେ ରଖିସାରିଛନ୍ତି ଯାହା ପାଇଁ ନିଜ ସାଥୀଙ୍କୁ ଭୁଲି ସାରିଲେଣି । ସେ ଆପଣଙ୍କୁ ମିସ କରୁଛନ୍ତି । ଆପଣଙ୍କୁ ନେଇ ସେ ବହୁତ ଚିନ୍ତାରେ ଅଛନ୍ତି । ବନ୍ଧୁଗଣ ଆପଣ କେଉଁ ଗୋଲାପଟି ବାଛିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *