N ନାମ ଥିବା ବ୍ୟକ୍ତି ଆପଣଙ୍କ ପାଖରେ ଥିଲେ ନିଶ୍ଚୟ ଦେଖନ୍ତୁ-Name Astrology

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗୋଟେ ବ୍ୟକ୍ତିର ବ୍ୟକ୍ତିତ୍ବ ତାହାର ନାମରୁ ଜଣାଯାଏ । ସେହି ବ୍ୟକ୍ତି ଜଣକ କେଉଁ ସ୍ଵଭାବର ହୋଇଥାଏ ତାହା ଜଣା ପଡେ । ଆସନ୍ତୁ ଜାଣିବା ଗୋଟେ ବ୍ୟକ୍ତିର ଯଦି ନାମ N ଅକ୍ଷରରେ ଥିବା  ବ୍ୟକ୍ତି କେଉଁ ସ୍ଵଭାବର ହୋଇଥାଏ । ବନ୍ଧୁଗଣ ଏହି ନାମ ଥିବା ଲୋକ ବହୁତ ସ୍ଵତନ୍ତ୍ର ହୋଇଥାନ୍ତି । ଏମାନେ କାହାର କଥା ଶୁଣନ୍ତି ନାହି । ତାଙ୍କ ମନରେ ଯାହା ଠିକ ଲାଗେ ସେହି କାମ ସେମାନେ କରିଥାନ୍ତି । ଏମାନେ ନିଜ ମନର ନିଜେ ରାଜା ହୋଇଥାନ୍ତି ।

ଏମାନଙ୍କୁ ଦେଖିଲେ ଜଣା ପଡେ ଏମାନେ କେଉଁ ପ୍ରକୂତିର ହୋଇଥାନ୍ତି । ଏମାନେ ବହୁତ ଜଲଦି ଗୋଟେ କାର୍ଯ୍ୟ ରେ ବୋର ହୋଇଯାନ୍ତି । ଏମାନେ ସର୍ବଦା ନିଜର କଥା ଭାବନ୍ତି । ଏମାନେ ବୀନା ପରିଶ୍ରମରେ ଫାଇଦା ଉଠେଇବାକୁ ଚାହାନ୍ତି । ଏମାନେ ବହୁତ ସ୍ଵାର୍ଥପର ହୋଇଥାନ୍ତି । ଏମାନେ ବାହାରକୁ ବହୁତ ଶାନ୍ତ ଦେଖା ଯାନ୍ତି  କିନ୍ତୁ ଭିତରୁ ବହୁତ ଚାଲାକ ହୋଇଥାନ୍ତି । ଏମାନେ ବହୁତ ଧୀର ସ୍ତିର ଭାବେ କାମ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ବିଷୟରେ କିୟ ଯଦି କିଛି କହିଥାଏ ତା ହେଲେ ଏମାନେ ତାକୁ ସହିପାରନ୍ତି ନାହି ।

ଏମାନଙ୍କ ଉପରେ ସର୍ବଦା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ସେଥି ପାଇଁ ତାଙ୍କ ପାଖରେ କେବେ ବି ଧନର ଅଭାବ ହୁଏ ନାହି । ଏମାନେ ବହୁତ ଧନୀ ଲୋକ ହୋଇଥାନ୍ତି । N ଅକ୍ଷର ଲୋକ ମାନଙ୍କ ଶରୀର କିପରି ହୋଇଥାଏ ଆସନ୍ତୁ ଜାଣିବା -ଏମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ଆଖି ବଢିଆ ହୋଇଥାଏ । ଏମାନେ ବହୁତ ଶକ୍ତି ଶାଳି ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ ବହୁତ ଦାୟିତ୍ଵ ବାନ ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କୁ ବଞ୍ଚିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଏମାନେ ବହୁତ ନିସ୍ଵାର୍ଥ ଭାବରେ ସେବା କରିଥାନ୍ତି । ଏମାନେ ବହୁତ ସରଳ ଭାବରେ ଜୀବନ ଅତିବାହିତ କରନ୍ତି ।

ଏମାନେ ବହୁତ ଜଲ୍ଦି ଅପରଚିତ ବ୍ୟକ୍ତିକୁ ନିଜର ବନ୍ଧୁ କରି ଦିଅନ୍ତି । ଏମାନେ ନିଜର କ୍ଯାରିୟର ପାଇଁ ବହୁତ ସତର୍କ ହୋଇଥାନ୍ତି । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରନ୍ତି । ଏମାନେ ନିଜର କ୍ଯାରିୟର ପାଇଁ ବହତ ପରିଶ୍ରମ କରନ୍ତି ଓ ସଫଳତା ହାସଲ କରିଥାନ୍ତି । ପ୍ରେମ ସମ୍ବଧରେ ଏମାନେ ବହୁତ ଦାୟିତ୍ଵ ଶୀଳ ହୋଇଥାନ୍ତି । ଏମାନେ ନିଜ ଜୀବନସାଥି ସହିତ ବହୁତ ଆନନ୍ଦରେ ଜୀବନ ଅତିବାହିତ କରନ୍ତି । ଏମାନେ ନିଜର ବନ୍ଧୁମାନଙ୍କୁ ସର୍ବଦା ସାହାଜ୍ଯ କରିଥାନ୍ତି । ଏମାନେ ମୋଟା ମୋଟୀ ଭାବରେ ବହୁତ ଭଲ ହୋଇଥାନ୍ତି ତା ହେଲେ ବନ୍ଧୁଗଣ ଜାଣିଲେ ତ N ଅକ୍ଷର ଲୋକ ମାନେ କେଉଁ ସ୍ବଭାବର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *