କିନ୍ନରଙ୍କ ଠାରୁ ଏହି ଜିନିଷ ମାଗି ଆଣନ୍ତୁ ଧନ ସମ୍ବନ୍ଧିତ ସମସ୍ଯା ହେବ ଦୂର, ସର୍ବଦା ରହିବେ ଧନବାନ

ନମସ୍କାର ବନ୍ଧୁଗଣ । ଆପଣ ମାନେ କିନ୍ନର ଠାରୁ ଏହି ଜିନିଷ ମାଗି ଆଣନ୍ତୁ ଦେଖିବେ ଆପଣ ଧନୀ ହୋଇଯିବେ ।  ସମସ୍ତେ ଚାହାନ୍ତି କି ସବୁବେଳେ ସେମାନଙ୍କ ପାଖରେ ପଇସାର କମି ନ ହେଉ । କିନ୍ତୁ ବେଳେ ବେଳେ ଏମିତି ପରିସ୍ଥିତି ଆସେକି ଆମର ପଇସାର କମି ହୋଇଥାଏ । ଯଦି ଆପଣ ଚାହୁଛନ୍ତି ଆପଣଙ୍କର ଧନର ଅଭାବ ନ ହେଉ ତା ହେଲେ ଆପଣ ଏହି କାମ କରନ୍ତୁ କେବେ ବି ଧନର ଅଭାବ ହେବ ନାହିଁ । ବନ୍ଧୁଗଣ ଯଦି ଆପଣଙ୍କର ଧନର ଅଭାବ ହେଉଛି ତାହାଲେ ଆପଣ କିନ୍ନରଙ୍କ ଠାରୁ 1ଟଙ୍କା ମାଗି ଆଣନ୍ତୁ ସେହି ପଇସାକୁ ଏକ ନାଲି କପଡାରେ ବାନ୍ଧି ଆପଣଙ୍କର ପର୍ସ କିମ୍ବା ଆଲମାରିରେ ରଖନ୍ତୁ ଏହା କରିବା ଦ୍ଵାରା ଆପଣଙ୍କର ଧନର ଅଭାବ ହେବ ନାହିଁ ସବୁବେଳେ ଆପଣଙ୍କ ପାଖରେ ଧନ ରହିବ ।

ଯଦି ଆପଣ ଅଶ୍ବସ୍ତ ଗଛର ପତ୍ରକୁ ଆଣି ନିଜ ପାଖରେ ରଖିବେ ତା ହେଲେ ଆପଣଙ୍କର ଟଙ୍କାର ଅଭାବ ହେବ ନାହିଁ । କାରଣ ଓସ୍ତ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ସେଥିପାଇଁ ଓସ୍ତ ଗଛ ଶୁଭ ହୋଇଥାଏ ।   ଆପଣ ଏକ ଓସ୍ତ ପତ୍ରକୁ ଧୋଇ କି ସେଥିରେ କେସରରେ ଶ୍ରୀ ଲେଖି ତାକୁ ଆପଣଙ୍କ ପାଖରେ ରଖିବେ ଏହା କରିବା ଦ୍ଵାରା ଆପଣଙ୍କର ଧନର ଅଭାବ କେବେ ହେବ ନାହିଁ । ଯଦି ଆପଣ ମାତା ଲକ୍ଷ୍ମୀଙ୍କ ପାଖରେ ଚାଉଳ ଭୋଗ କରୁଛନ୍ତି ତାହାକୁ ଆଣି ଆପଣ ମଧ୍ୟ ନିଜର ପର୍ସ ରେ ରଖିବେ କିପରି ରଖିବେ ଆସନ୍ତୁ ଆମେ କହୁଛୁ ।

ଲକ୍ଷ୍ମୀଙ୍କ ପାଖରେ ଯେଉଁ ଚାଉଳକୁ ଭୋଗ କରୁଛନ୍ତି ସେଥିରୁ 21ଟି ଚାଉଳ ଆଣି ତାହାକୁ ପୁଡିଆ କରି ରଖିବେ । ସେହି ପୁଡିଆକୁ ନିଜର ପର୍ସରେ ରଖିବେ ଏହା କରିବା ଦ୍ଵାରା ଆପଣଙ୍କର ଧନର ଅଭାବ ହେବ ନାହିଁ । କେବେବି ଧନର ସମସ୍ଯା ଦେଖା ଦେବ ନାହିଁ । ବନ୍ଧୁଗଣ ଆପଣ ମନେ ରଖିବେ କେବେବି ତାଲା ଆଉ ଚାବିକି ଏକାଠି ରଖିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଧନର ସମସ୍ଯା ଦେଖା ଦେଇଥାଏ । ଯଦି ଆପଣ କୌଣସି ସାଧୁ ସନ୍ଥଙ୍କ ଫୋଟୋ ପର୍ସରେ ରଖିବେ ତା ହେଲେ ଆପଣଙ୍କର କେବେବି ଧନର ଅଭାବ ହେବ ନାହିଁ ।

ଆପଣଙ୍କ ମନ ସର୍ବଦା ଶାନ୍ତି ରହିବ ।ଆପଣଙ୍କର କେବେ ବି ଧନର ଅଭାବ ହେବ ନାହିଁ । ଆପଣଙ୍କର ମନ ଅସାନ୍ତି ରହିବ ନାହିଁ । ତେଣୁ ବନ୍ଧୁଗଣ ଆଜି ଜାଣିଲେ ତ କେଉଁ କେଉଁ ଜିନିଷକୁ  ପାଖରେ ରଖିଲେ ଆପଣଙ୍କର ଧନର ଅଭାବ ହେବ ନାହିଁ । ଆପଣଙ୍କର ମନ ଶାନ୍ତି ରହିବ । କେବେ କୌଣସି କାରଣ ପାଇଁ ଅସାନ୍ତି ରହିବ ନାହିଁ । ବନ୍ଧୁଗଣ ଏହି କାମ କରନ୍ତୁ ନିଶ୍ଚିତ ଆପଣଙ୍କର ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *