କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଦେଖନ୍ତୁ ତାଙ୍କ ହୃଦୟ ରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କ ପାଇଁ ଆପଣଙ୍କ ମନରେ କଣ ଅଛି । ଯଦି ନାଁ ତେବେ ଏଥିପାଇଁ ୩ଟି ଫୁଲ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଏହା ପରେ ଆପଣ ନିଜ ସାଥିଙ୍କ ମନର ସ୍ଥିତି କଣ ଅଛି କିମ୍ବା ଆପଣଙ୍କୁ ନେଇ କଣ ବିଚାର ଅଛି ତାହା ଜାଣି ପାରିବେ । ତେବେ ଆପଣ ବାଛି ନେଲେ କି 1ରୁ ୩ଟି ନମ୍ବର ମଧ୍ୟରୁ କୌଣସି ଗୋଟେ । ଏବେ ଆସନ୍ତୁ ଜାଣିବା ଜବାବ ।

୧- ଆପଣଙ୍କୁ ପ୍ରଥମ ନମ୍ବର ଟି ଅଧିକ ଆକର୍ଷିତ କରିଥିଲେ ଆପଣଙ୍କ ସାଥି ଭାବୁଛନ୍ତି କି ଆପଣ ଅନେକ ସ୍ଵପ୍ନ ଦେଖିଥାନ୍ତି କିନ୍ତୁ ତାହା ପୂରଣ କରିବାକୁ କିଛି କାମ କରନ୍ତି ନାହିଁ । ଆପଣ ନିଜ ଆଖପାଖର ଲୋକଙ୍କୁ ଖୁସିରେ ରଖିଥାନ୍ତି । ଆପଣ ରିସ୍କ ନେଇ ଲାଇଫରେ ଆଗକୁ ବଢିଥାନ୍ତି । ଆପଣଙ୍କ ଶିକ୍ଷା କ୍ଷେତ୍ରରେ ରିସ୍କ ରେ ରହିଥାଏ । ଆପଣ ବହୁତ ଇନୋସେଣ୍ଟ ବ୍ୟକ୍ତି ଅଟନ୍ତି । ଆପଣ ନିସ୍ପତି ନେଇଥାନ୍ତି କିନ୍ତୁ କେହି ଆପଣଙ୍କ କଥାକୁ ବିଶ୍ଵାସ କରନ୍ତି ନାହିଁ । ଆପଣ ନିଜ ହିସାବରେ ନିସ୍ପତି ନିଅନ୍ତି ନାହିଁ । କେହି ତୃତୀୟ ବ୍ୟକ୍ତିଙ୍କ ରାୟ ନେଇ ଆପଣ ନିସ୍ପତି ନିଅନ୍ତୁ ।

୨- ଯଦି ଆପଣ ଦ୍ଵିତୀୟ ନମ୍ବରଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ଲୋକଙ୍କ ସହ ଭାବନାରେ ଅଧିକ ଯୋଡି ହୋଇଥାନ୍ତି । ଆପଣ ଯେଉଁ ଭଲ ପାଇବା ଦେଇଥାନ୍ତି ତାହା ପାଇ ନ ଥାନ୍ତି । ଆପଣ ଦୁଃଖୀ ରହିଥାନ୍ତି । ଆପଣ ଲୋକଙ୍କ ସାଥ ଖୋଜିଥାନ୍ତି କିନ୍ତୁ ଆପଣଙ୍କୁ ଧୋକା ମିଳିଛି । ଆପଣଙ୍କ ମନ ଦୁଃଖରେ ଅଛି କାରଣ ଆପଣଙ୍କୁ କେମିତି ଏମିତି କିଛି କଥା କହିଛି । ମାନସିକ ଚାପ ଅଧିକ ରହିଛି । ଆପଣ କେଉଁଠି ନା କେଉଁଠି ନିଜ ଲାଇଫକୁ ଅନ୍ୟ ପାଇଁ ଚିନ୍ତାରେ ପକାଉଛନ୍ତି । ଲୋକଙ୍କ କଥାର ପ୍ରଭାବ ଆପଣଙ୍କ ଉପରେ ଅଧିକ ରହୁଛି । ସେଥିପାଇଁ ଆପଣଙ୍କ ପର୍ଶନ ଆପଣଙ୍କ ଉପରେ ରାଗୁଛନ୍ତି । ଲୋକେ କଣ କହୁଛନ୍ତି ତାହା ଚିନ୍ତା ନ କରି ନିଜେ କମ ଜାଣିବାକୁ ଚେଷ୍ଟା କରନ୍ତୁ ।

୩- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବରଟି ଚୁଜ କରିଛନ୍ତି ଆପଣ ଏମିତି ମଣିଷ ଯିଏ ମନ କଥା କାହାକୁ ଜାହିର କରନ୍ତି ନାହିଁ। ଆପଣଙ୍କୁ ବୁଝିବା ଏତେ ସହଜ ନୁହେଁ । ଆପଣ ଲୋକଙ୍କ ଠାରୁ ଅଲଗା ରହିବାକୁ ଚାହୁଁ ଛନ୍ତି । ନିଜ ପାଇଁ ଅଲଗା ସ୍ଟେପ ନେବାକୁ ଚାହୁଁଛନ୍ତି ।

ସେ ଆପଣଙ୍କୁ ଇଗନୋର କରୁଛନ୍ତି କାରଣ ଆପଣ ଲାଇଫ ଉପରେ ଫୋକସ କରିପାରିବେ । ଆପଣ ଲାଇଫରେ ବହୁତ ଦୁଃଖ ଦେଖିଛନ୍ତି । କେହି ଆପଣଙ୍କୁ କିନ୍ତୁ ବୁଝିପାରୁ ନାହାନ୍ତି । ଆପଣଙ୍କ ଚିନ୍ତାଧାରା ପ୍ରାୟ ଠିକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *