କାହାର ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ କଣ ଅଛି ? ତାଙ୍କର ଆଗାମୀ ସ୍ଟେପ କଣ ରହିବ -Tarto Card Reading

ବନ୍ଧୁଗଣ ମଣିଷ ଜୀବନରେ କିଛି ନା କିଛି ସ୍ଟେପ ନେଇଥାଏ ଯେବେ ଜରୁରୀ ହୋଇଥାଏ । ମଣିଷ ନିଜ ଜୀବନରେ ଯାହାକୁ ବେସୀ ଭଲ ପାଇଥାଏ ତା ପାଇଁ କିଛି ବି କରିବାକୁ ରେଡି ରହିଥାଏ । କିନ୍ତୁ ଯେବେ ନିଜ ସାଥିଙ୍କ ମନ କଥା ଜାଣିବାକୁ ଚେଷ୍ଟା କରିଥାଏ ସେହି ସମୟରେ କିଛି ଅଜଣା କଥା ଜାଣିପାରେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁନ୍ଦର ବିଷୟ ବସ୍ତୁ ଟି ଲଭ କପଲ ଙ୍କ ପାଇଁ । ଆପଣଙ୍କୁ 4ଟି କଳସୀ ମଧ୍ୟରୁ ଯେ କୌଣସି ଗୋଟେ ବାଛିବାକୁ ହେବ । ଏହାପରେ ଆପଣ ଜାଣିପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ ଅଛି ଓ ତାଙ୍କର ଆଗାମୀ ସ୍ଟେପ କଣ ରହିବ ।

1- ଯଦି ଆପଣ ପ୍ରଥମ ନମ୍ବରଟି କାହା ପାଇଁ ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ଏମିତି ନଜରିୟାରେ ଦେଖୁଛନ୍ତି ଯେମିତି ଆପଣ କାହାକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି । ଆପଣ ଚାହୁଁଛନ୍ତି ଆପଣ ଯେମିତି ଚାହିଁବେ ସେମିତି ହେବ । ରାଜା ଭଳି ରାଜ କରିବାକୁ ଚାହୁଁଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ଏମିତି ପ୍ରକାରରେ ଦେଖୁଛନ୍ତି । ତାଙ୍କର ଆଗାମୀ ସ୍ଟେପ ପଜେଟିଭ ରହିଛି । ଆପଣ ନିଜର କାମକୁ ସଠିକ ଢଙ୍ଗରେ କରିଥାନ୍ତି ।

2- ଆପଣଙ୍କୁ ଦ୍ଵିତୀୟ ନମ୍ବରଟି ପସନ୍ଦ ଆସିଥିଲେ ତାଙ୍କୁ ଲାଗୁଛି ଆପଣ ତାଙ୍କ ଆଡକୁ ଆକର୍ଷିତ ହେଉଛନ୍ତି । ଲାଇଫରେ ସଂଘର୍ଷ କରୁଛନ୍ତି । ଆପଣ ଯାହା ବି କରୁଛନ୍ତି ମେହନତ ରେ କରୁଛନ୍ତି । ବହୁତ ଯାତ୍ରା କରୁଛନ୍ତି ସେଥିପାଇଁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉ ନାହାନ୍ତି । ଆପଣ ସମସ୍ତଙ୍କ ପାଇଁ ସବୁ କରୁଛନ୍ତି କିନ୍ତୁ ନିଜ ପାଇଁ ନୁହେଁ । ତାଙ୍କର ଆଗାମୀ ସ୍ଟେପ ଆପଣଙ୍କ ପ୍ରତି ରହିବ । ସେ ଆପଣଙ୍କ ପାର୍ଟି କେୟାର ନେବେ । ଆପଣଙ୍କୁ ଯେବେ ବି ଜରୁରତ ପଡିବ ସେ ନିଶ୍ଚୟ ପାଖରେ ଥିବେ ।

3- ଯଦି ଆପଣ ତୃତୀୟ ନମ୍ବର ବାଛିଛନ୍ତି ତେବେ ସେ ଆପଣଙ୍କୁ ନେଇ ଭାବୁଛନ୍ତି କି ଆପଣ ଯେମିତି ଦେଖାଇଥାନ୍ତି ଆପଣ ସେମିତି ନୁହନ୍ତି । ଆପଣ ଅନେକ କଥା ଲୁଚାଇଥାନ୍ତି ନିଜ ପାଇଁ । ଲାଇଫରେ ବହୁତ କିଛି କରିବାକୁ ଚାହୁଁଛନ୍ତି ନିଜ ପାଇଁ । ଆପଣ ସବୁବେଳେ ଉଦାସ ରହିଥାନ୍ତି । ତାଙ୍କର ଆଗାମୀ ସ୍ଟେପ ଆପଣଙ୍କୁ ନେଇ ବନ୍ଧୁତା, ପରିବାର, ରିଲେସନସିପ ଭଳି ରହିବ । ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି ।

4- ଆପଣଙ୍କୁ ଚତୁର୍ଥ ନମ୍ବରଟି ପସନ୍ଦ ଆସିଥିଲେ ଆପଣ ବହୁତ କନଫିୟୁଜ ଅଛନ୍ତି ଏମିତି ସେ ଭାବୁଛନ୍ତି । କିନ୍ତୁ ଆପଣ ସବୁ କିଛି ବାଲାନ୍ସ କରିବା ଜାଣିଛନ୍ତି । ଆପଣ ଯାହା କରିଛନ୍ତି ତାହା ନିଜ ଇଚ୍ଛାରେ କରିଥାନ୍ତି । ଆପଣ ଲୋକଙ୍କ ଆଗରେ ଭ୍ରମ ତିଆରି କରିଥାନ୍ତି ପ୍ରକୃତରେ ଏମିତି କିଛି ନୁହେଁ । ସେ ଜାଣିଛନ୍ତି ଆପଣ ଲୋକଙ୍କୁ କନଫିୟୁଜ କରୁଛନ୍ତି । ସେ ଆପଣଙ୍କ ହୃଦୟକୁ ବୁଝୁଛନ୍ତି । ତାଙ୍କର ଆଗାମୀ ସ୍ଟେପ ଆପଣଙ୍କୁ ନେଇ ଦୁହିଙ୍କର ଭବିଷ୍ୟତ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *