ଜନ୍ମ ରୁ ମୃତ୍ୟୁ ଯାଏଁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି କାହାର ନାମ ନେଇ ବାଛନ୍ତୁ କୌଣସି ଏକ ନମ୍ବର-Personality Test

ବନ୍ଧୁଗଣ ମଣିଷ ଜୀବନରେ ବଞ୍ଚିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିଥାଏ । କାରଣ ବିନା ପରିଶ୍ରମରେ କିଛି ବି ମିଳେ ନାହିଁ । ଦୁନିଆରେ ବଞ୍ଚିବାକୁ ହେଲେ ମାନ ସମାନ ହାସଲ କରିବା ସହ ଟଙ୍କା ମଧ୍ୟ ରୋଜଗାର କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ବିଷୟବସ୍ତୁ । ବିଷୟ ବସ୍ତୁ ଟି ରହିଛି ଆପଣ କାହାର ବି ନାଁ ନେଇ ଗୋଟେ ମନ୍ଦର ଫୁଲ ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ଏହା ପରେ ଆପଣ ନିଜର ଉତ୍ତର ପାଇ ପାରିବେ ।

୧- ଯଦି ଆପଣ ହଳଦିଆ ମନ୍ଦାର କୁ ବାଛିଛନ୍ତି । ତେବେ ପ୍ରାୟତଃ ଆପଣଙ୍କ ପାଇଁ ଦୁଃଖ ର ସମୟ ବ୍ଯତୀତ ହୋଇସାରିଛି । ସମସ୍ତ ବ୍ଯାକୁଳତା ଦୂର ହେବ । ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା । ରୋଗରେ ପଡି ବହୁ ଅର୍ଥ ବ୍ୟୟ କରି ସାରିଲେଇ । ସମ୍ମାନ ହରାଇ ଆଜି ଦୁଶ୍ଚିନ୍ତାରେ ଅଛନ୍ତି । ଲୋକ ମାନେ ଭୁଲ ନ ଥାଇ ବି ଦୋଷୀ ଭାବୁଛନ୍ତି ।

ଯେଉଁ ରୁଣ କରିଥିଲେ ସୁଝିବାରେ କଷ୍ଟ ହେଉଥିଲା । କିନ୍ତୁ ଏବେ ସବୁ କିଛି ଠିକ ହେବ । ଆପଣ ଇଷ୍ଟ ଦେବଙ୍କର ପୂଜାର ବ୍ୟବସ୍ଥା କରନ୍ତୁ । ପିତାଙ୍କୁ ଇଛା ବଳରେ ଶାନ୍ତି ଦିଅନ୍ତୁ । ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ଆସୁଛି । ଅଫିସରେ ଚାଲିଥିବା ସମସ୍ଯା ଦୂର ହେବ । ମିତ୍ର ଶକ୍ତି ବୃଦ୍ଧି ପାଇବ । ଏହି କଥାକୁ ଭାବନ୍ତୁ ଆପଣ ପ୍ରାୟତଃ ମିଛ କହୁଛନ୍ତି । କିନ୍ତୁ ଏବେ କହୁଛନ୍ତି । ପୂର୍ବ ଜନ୍ମର କୃତ ଫଳ ହୁଏ ତ ଆପଣଙ୍କୁ ଏ ଜନ୍ମରେ କଷ୍ଟ ଦେଉଛି । ଏହି କୁ-ଅଭ୍ୟାସକୁ ଦୂରେଇ ଦିଅନ୍ତୁ । ଆପଣଙ୍କର ଇଷ୍ଟ ଦେବ ହନୁ ମାନ ଜି ।

୨- ଆପଣଙ୍କୁ ନାଲି ମନ୍ଦାର ଟି ଅଧିକ ପସନ୍ଦ ଆସିଥିଲେ ବର୍ତ୍ତମାନ ଆପଣଙ୍କ ଜୀବନରୁ ଖରାପ ସମୟ ଦୂର ହୋଇ ଶୁଭ ସମୟର ଆଗମନ ହେବ । ବର୍ତ୍ତ୍ୟମାନ ଆପଣ ଯେଉଁ ବ୍ୟୟ ଭାର ଭୋଗ କରୁଛନ୍ତି ତାହା ଦୂର ହେବ । ଆର୍ଥିକ ସମସ୍ୟାରେ ଉନ୍ନତି ଆସିବ । କେତୁଙ୍କ ଦୃଷ୍ଟିରୁ ଆପଣଙ୍କ ମନରେ ଆତଙ୍କର ଭୟ ଦେଖା ଦେଇଛି । ଭୟରେ ଆପଣ କଷ୍ଟ ପାଉଛନ୍ତି ।

କୋଷ୍ଠ କାଠିନ୍ଯ ରୋଗରେ ପୀଡିତ ହୋଇ ଚିନ୍ତାରେ ଅଛନ୍ତି । ଜାତକରେ ମନ୍ଦ ଦଶା କାରଣରୁ ଏପରି ହେଉଥିଲା । ଆପଣଙ୍କର ଚିଡିଚିଡା ସ୍ଵଭାବ କାରଣରୁ ପ୍ରିୟ ବନ୍ଧୁ ଦୂରେଇ ଯାଇଛି । ଦାମ୍ପତ୍ୟ ଜୀବନ ସଠିକ ଭାବେ ଚାଲୁ ନାହିଁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲରେ ପଡୁନି । କିନ୍ତୁ ଆଗାମୀ ସମୟ ଭଲ ଆସୁଛି । ଧନ ମିଳିବାରେ ବିଳମ୍ବ ହୋଇପାରେ ।

ଆଉ କିଛି ଦିନ ବାକି ଅଛି ଭାଗ୍ୟ ଉଦୟ ପାଇଁ । ବନ୍ଧୁଙ୍କ ଦ୍ଵାରା ବିଶେଷ ଲାଭବାନ ପାଇବେ । ମନ୍ଦିରରେ ଖାଦ୍ୟ ପଦାର୍ଥ ଅସହାୟଙ୍କୁ ଦାନ କରନ୍ତୁ । ବନ୍ଧୁଗଣନ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ  ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *