ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଆପଣମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ଏହି ସଉ ପ୍ରଶ୍ନ ଗୁଡିକ ବିଦ୍ୟାରଥି ମାନଙ୍କ ପାଇଁ ଅନେକ କ୍ଷେତରେ କାମରେ ଆସିବ । ସେମାନେ ନିଜର ଜ୍ଞାନାର ବିକାଶ କରିବା ପାଇଁ ଏହି ପ୍ରଶ୍ନର ବ୍ୟବହାର କରି ପାରିବେ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ । ତେବେ ଆସନ୍ତୁ ଜାଣିବା କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।
୧- କେଉଁ ଜିନିଷକୁ ଆମେ ହାୱାଇ ଜାହାଜରେ ନେଇପାରିବା ନାହିଁ ?
ଉତ୍ତର- ନଡିଆ ।
୨- ଭାରତର ସବୁଠୁ କମ ଜନ ସଂଖ୍ୟା ଥିବା ଦେଶର ନାମ କଣ ?
ଉତ୍ତର- ସିକ୍କିମ ।
୩- ସବୁଠୁ ଅଧିକ ରାଗ କେଉଁ ଜୀବ କୁ ଆସିଥାଏ ?
ଉତ୍ତର- ଜଙ୍ଗଲି ଭେଡିୟା ।
୪- ମସାଲା ର ରାଜା କାହାକୁ କୁହାଯାଏ ?
ଉତ୍ତର- ପିପର ।
୫- କାହାକୁ ଫ୍ଲାଇଙ୍ଗ ଶିଖ ନାମରେ ଜଣା ଯାଇଥାଏ ?
ଉତ୍ତର- ମିଲଖା ଆସିଙ୍ଗ ।
୬- ହକି ଟିମରେ କେତେ ଜଣ ଖେଳାଳୀ ଅଛନ୍ତି ?
ଉତ୍ତର- ୧୧ ଜଣ ।
୭- ଗାଜରରେ କେଉଁ ଭିଟାମିନ ମିଳିଥାଏ ?
ଉତ୍ତର- ଭିଟାମିନ-ଏ ।
୮- ଭାରତର ମିସାଇଲ ମ୍ୟାନ ରୂପରେ କାହାକୁ କୁହାଯାଏ ?
ଉତ୍ତର- ଡାକ୍ତର ଏପିଜେ ଅବଦୁଲ କଲମ ।
୯- ଏମିତି କେଉଁ ଜୀବ ଅଛି ଯିଏ ୩୦ ଫୁଟ ଉପରକୁ ଡେଇଁପାରେ ?
ଉତ୍ତର- କଙ୍ଗାରୁ ।
୧୦- ଗାନ୍ଧୀଜୀଙ୍କ ସ୍ତ୍ରୀ ଙ୍କ ନାମ କଣ ?
ଉତ୍ତର- କସ୍ତୁରୀ ଗାନ୍ଧୀ ।
୧୧- ଉତ୍ତର ପ୍ରଦେଶର ରାଜକୀୟ ପକ୍ଷୀର ନାମ କଣ ?
ଉତ୍ତର- ସାରସ ।
୧୨- ସର୍ବାଧିକ ଆଇରନ କେଉଁଠୁ ମିଳିଥାଏ ?
ଉତ୍ତର- ପାଳଙ୍ଗ ରେ ।
୧୩- ପୃଥିବୀରେ ମୋଟ କେତୋଟି ମହାଦ୍ଵୀପ ଅଛି ?
ଉତ୍ତର- ୭ଟି ।
୧୪- ଧଳା ହାତୀ କେଉଁ ଦେଶରେ ଦେଖାଯାଏ ?
ଉତ୍ତର- ଥାଇଲ୍ୟାଣ୍ଡ ।
୧୫- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷ ପରେ ହୋଇଥିଲା ?
ଉତ୍ତର- ୪ ବର୍ଷ ।
୧୬- କେଉଁ ପକ୍ଷୀ ନିଜର ଅଣ୍ଡା ଅନ୍ୟର ବସା ରେ ଛାଡି ଦେଇଥାଏ ?
ଉତ୍ତର- କୋଇଲି ।
୧୭- ବିହୁ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ଅଟେ ?
ଉତ୍ତର- ଆସାମ ।
୧୮- ଚାନ୍ଦରେ ପହଞ୍ଚିଥିବା ପ୍ରଥମ ବ୍ୟକ୍ତିଙ୍କ ନାମ କଣ ?
ଉତ୍ତର- ନୀଲ ଆର୍ମଷ୍ଟ୍ରଙ୍ଗ ।
୧୯- ମାଛମାନେ କାହା ଦ୍ଵାରା ନିଶ୍ଵାସ ନେଇଥାନ୍ତି ?
ଉତ୍ତର- ଗଲଫଡୋ ।
୨୦- ବର୍ଷର ସବୁଠୁ ଛୋଟ ଦିନ କେଉଁ ତାରିଖରେ ହୋଇଥାଏ ?
ଉତ୍ତର- ଡିସେମ୍ବର ୨୧ ।
୨୧- ପାଞ୍ଚଟି ନଦୀର ଭୂମି କେଉଁ ରଜକୁ କୁହାଯାଏ ?
ଉତ୍ତର- ପଞ୍ଜାବ ।
୨୨- ନ ଧୋଇ ସମସ୍ତେ ଖାଇଥାନ୍ତି, ଖାଇ କି ବହୁତ ଅନୁତାପ କରିଥାନ୍ତି, କହିବାରେ ମଧ୍ୟ ଲାଜ କରିଥାନ୍ତି । କୁହ କଣ ?
ଉତ୍ତର- ଜୋତା ଓ ଚପଲ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।