କାହାର ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- LOVE QUIZ

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ମଣିଷ ଜୀବନରେ କେବେ ସୁଖ ଓ ଦୁଃଖ ଆସିବ ତାହା କେହି କହିପାରିବେନି । କାରଣ ମଣିଷ ଜୀବନରେ ସୁଖ କମ ଓ ଦୁଃଖ ଅଧିକ ଆସିଥାଏ । ତେବେ ମଣିଷ ଜୀବନରେ ସଂଘର୍ଷ ଜାରି ରଖିବାକୁ କେବେ ବି ପଛାଏ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 5ଟି ଗିଫ୍ଟ ର ଚିତ୍ର । ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ହେବ । ଏହାପରେ ଆପଣ ନିଜ ସାଥିଙ୍କ ମନ କଥା ଜାଣିପାରିବେ ।

1- ଯଦି ଆପଣ ପ୍ରଥମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଏବେ ଆପଣ ଲାଇଫରେ ଖୁସି ନାହାନ୍ତି । ଆପଣଙ୍କ ସମ୍ପର୍କକୁ ନେଇ ଦୁଃଖୀ ଅଛନ୍ତି । ଆପଣ ସବୁ କିଛି ଛାଡି ନିଜ ଲୋକଙ୍କ ଠାରୁ ଦୂରେଇ ଯିବାକୁ ଭାବୁଛନ୍ତି । ଏହି ସମୟରେ ଆପଣ ଏମିତି ଅନୁଭବ କରୁଛନ୍ତି ଯେ ଆପଣ ଏମିତି ସମ୍ପର୍କ କରି ନାହାନ୍ତି ଯିଏ ଆପଣଙ୍କୁ ଦୁଃଖ ଦେବ ।

2- ଆପଣଙ୍କ ଦ୍ଵିତୀୟ ନମ୍ବରଟି ପସନ୍ଦ ଆସିଥିଲେ ସେ ଆପଣଙ୍କର ଲଭ ବା ଲାଇଫ ପାର୍ଟନର ହୋଇପାରନ୍ତି । ସେ ଆପଣଙ୍କର ଦୁଃଖ କମ କରିବାକୁ ଚାହୁଁଛନ୍ତି । ସେ ଭାବୁଛନ୍ତି ଆପଣ ଏବେ ଚିନ୍ତାରେ ଅଛନ୍ତି । ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ଅଛି । ଆପଣ ଦୁଃଖୀ ରହୁଛନ୍ତି ସେଥିପାଇଁ ରାତିରେ ନିଦ ହେଉ ନାହିଁ । ଆପଣଙ୍କର ଓଜନ କମ ହେବାରେ ଲାଗିଛି । ନିଜକୁ ଏକା ଅନୁଭବ କରୁଛନ୍ତି ।

3- ଆପଣଙ୍କୁ ତୃତୀୟ ନମ୍ବର ପସନ୍ଦ ଆସିଥିଲେ ଆପଣଙ୍କ ପର୍ଶନ ବହୁତ ଭଲ ଭାବୁଛନ୍ତି ଆପଣଙ୍କୁ ନେଇ । ଆପଣ ଏକ ଯୋଦ୍ଧା ଯିଏ କି ଜୀବନରେ ସଂଘର୍ଷ କରୁଛନ୍ତି । ଗୋଟେ ଦିନ ଆପଣଙ୍କ ଲାଇଫରେ ଖୁସି ଆସିବ ଏମିତି ସେ ଭାବୁଛନ୍ତି । ସେ ଅପାନଙ୍କୁ ବହୁତ ବୁଝାଉଛନ୍ତି । ଆପଣ ନିଜର କର୍ମ କରି ଚାଲନ୍ତୁ । ଆପଣ ଏମିତି କଷ୍ଟ ଦେଖିଛନ୍ତି ଅନ୍ୟ କେହି ଥିଲେ ସାହସ ହରାଇଥାନ୍ତା । ଏମିତି କିଛି ଆପଣଙ୍କ ଲାଇଫରେ ହୋଇଛି ଯାହାକୁ ଆପଣ ହ୍ୟାଣ୍ଡେଲ କରିଛନ୍ତି ।

4- ଯଦି ଆପଣଙ୍କୁ ଚତୁର୍ଥ ନମ୍ବରଟି ଆକର୍ଷିତ କରିଛି ତେବେ ଆପଣ ସମୟର ଅପେକ୍ଷାରେ ଅଛନ୍ତି । ଆପଣ ଯାହା କରନ୍ତି ପ୍ଳାନ ମୁତାବକ କରନ୍ତି । ଆପଣ ସଂଯମ ରଖିବା ଭଳି ବ୍ୟକ୍ତି ଅଟନ୍ତି । ତରବର କୌଣସି କାମରେ ହୁଅନ୍ତି ନାହିଁ । ସଂଘର୍ଷ କରିବା ପସନ୍ଦ ଆପଣଙ୍କୁ । ନୂଆ ଯୁଗକୁ ଆପଣ ଗ୍ରହଣ କରିଥାନ୍ତି କିନ୍ତୁ ପୁରୁଣା ପଦ୍ଧତିକୁ ଛାଡନ୍ତି ନାହିଁ ।

5- ଆପଣ ପଞ୍ଚମ ନମ୍ବରଟି ବାଛିଥିଲେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ଭବିଷ୍ୟତକୁ ନେଇ ସତର୍କ ରହୁଛନ୍ତି । ଆପଣଙ୍କ ଠାରେ ଫାୟାର ଏନର୍ଜି ରହିଛି । ଯେଉଁ ଜୋସ ସହକାରେ ଆପଣ କାମର ଆରମ୍ଭ କରିଥାନ୍ତି ସମାପ୍ତ ମଧ୍ୟ କରିଥାନ୍ତି । ଆପଣ ରାଗି ସ୍ଵଭାବର ବ୍ୟକ୍ତି ହେବା ସହ ଆପଣ ନୂଆ ଯୁଗ ଅନୁସାରେ ଚାଲିଥାନ୍ତି । ପୁରୁଣା ଯୁଗକୁ ଭୁଲି ଯାଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିୟଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *