ମେଷ ରାଶି ସେପ୍ଟେମ୍ବର ମାସରେ ସାବଧାନ ଆସିବାକୁ ଯାଉଛି ଦୁଃଖ ର ବାଦଲ, ସତର୍କ ରୁହନ୍ତୁ…

ବନ୍ଧୁଗଣ ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସ ଟି କିପରି ରହିବ । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ କଣ ସବୁ ସୁଖ ଦୁଃଖ ଲାଗି ରହିଛି, ବ୍ୟାପାର ବାଣିଜ୍ୟ, ଚାକିରି, ପ୍ରେମ ଜୀବନ କିପରି ରହିଆ । ମେଷ ରାଶିର ବ୍ୟକ୍ତି ବହୁତ ଭକଳ ହୋଇଥାନ୍ତି । ଅନ୍ୟ ମାନଙ୍କ ଦୁଃଖ ସହି ପାରନ୍ତିନି । ଏହାଙ୍କ ଜୀବରେ ଖୋଲା ବହି ପରି ହୋଇଥାଏ । ଏମାନେ କୌଣସି ନିସ୍ପତି ଜଲ୍ଦି ନିଅନ୍ତି ନାହିଁ ।

କୌଣସି କାମ କରିବାରେ ବିଳମ୍ବ କରିପାରନ୍ତି । ସେପ୍ଟେମ୍ବର ମାସ ଟି ଆପଣଙ୍କ ପାଇଁ ମିଶ୍ରିତ ଫଳଦାୟକ ନେଇକି ଆସୁଛି । ଏହି ମାସରେ ଆପଣଙ୍କୁ ଅଧିକ ସତର୍କ ରହିବାର ଅଛି । ଆର୍ଥିକ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହେବେ । ହଠାତ ଘରୋଇ ଖର୍ଚ୍ଚ ବଢିବା କାରଣରୁ ବଜେଟ ଉପରେ ପ୍ରଭାବ ପଡିପାରେ । ଏହି ମାସରେ ପିଲାଙ୍କର ବିକାଶକୁ ନେଇ ଚିନ୍ତାରେ ରହିବେ ।

ଏହି ମାସରେ ବଡ ନିସ୍ପତି ନେବା ଠାରୁ ଦୂରେଇ ରୁହନ୍ତୁ । ଯେଉଁ କାର୍ଯ୍ୟ ଭାବି ଚିନ୍ତି କରିବାର ଅଛି ତାହା ଉପରେ ଧ୍ୟାନ ଦିଅନ୍ତୁ । କି କ୍ଯାରିୟର କ୍ଷେତ୍ରରେ ହାରାହାରି ଫଳ ପାଇବେ । ବିଦେଶ ଯିବାର ସୁଯୋଗ ପାଇବେ । ଟଙ୍କା ରୋଜଗାର କରିବାରେ ସଫଳ ହେବେ । ଏହି ମାସରେ ବିଶେଷ ବ୍ୟକ୍ତିଙ୍କ ସହ ଭେଟ ହେବେ । ଅଯଥା ଖର୍ଚ୍ଚ ହୋଇପାରେ ମୂଲ୍ୟବାନ ବସ୍ତୁ କିଣିବାରେ ।

ଏହି ମାସରେ ପ୍ରେମ ବଜାୟ ରଖିବାକୁ ଚେଷ୍ଟା କରିପାରନ୍ତି । ଅନେକ ସମୟରେ ସାଥିଙ୍କ ସହ କଳହ ହୋଇପାରେ । ସମ୍ପର୍କରେ ପ୍ରେମ ବଜାୟ ରଖିବାକୁ ସାଥୀଙ୍କୁ ସତ୍ୟ ବଚନ କୁହନ୍ତୁ । ଯେଉଁ ମାନେ ବିବାହ ଯୋଜନା କରୁଛନ୍ତି ଆଗକୁ ସ୍ଥଗିତ କରନ୍ତିନି । ଯେଉଁ ମାନେ ଦୀର୍ଘନ ଦିନ ହେବ ବିବାହ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ଅପେକ୍ଷା କରିବାକୁ ହେବ  । ଏହି ସମୟ ବିବାହ ପାଇଁ ଅନୁକୂଳ ନୁହେଁ ।

ଦାମ୍ପତ୍ୟ ଜୀବନ ଏହି ମାସରେ ଏତେଟା ଠିକ ରହିବନି । ପାର୍ଥକ୍ଯ କୁ ଭୁଲି ସାଥିଙ୍କ ସହ ଖାପଖୁଆଇ ଚାଲିବାଜକୁ ଚେଷ୍ଟା କରନ୍ତୁ । ପାରିବାରିକ ଜୀବନରେ ସମସ୍ୟା ହୋଇପାରେ । ସମ୍ପତି ସମ୍ବଧୀୟ ବିବାଦ କାରଣରୁ ଘରେ ଅଶାନ୍ତି ଦେଖାଯିବ । ମଙ୍ଗକ ଆପଣଙ୍କର କାରକ ଗ୍ରହ ଅଟନ୍ତି । ବିଦ୍ୟାର୍ଥୀ ମାନେ ଶିକ୍ଷକଙ୍କ ଠାରୁ ଉପଯୁକ୍ତ ମାର୍ଗ ଦର୍ଶନ ପାଇବ ।

ସହପାଠୀ ମାନଙ୍କର ସହଯୋଗ ପାଇବେ । ହନୁମାନ ଜିଙ୍କ ସିନ୍ଦୁର ଆପଣଙ୍କ ପାଇଁ ଶୁଭ ଅଟେ । ଏହି ରଙ୍ଗକୁ ପରିଧାନ କରିଲେ ସଫଳ ହେବେ । ଶରୀରକୁ ସୁସ୍ଥ ରହିବା ପାଇଁ ଯୋଗ, ପ୍ରାଣାୟାମ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଶୋଇବା ସ୍ଥାନରେ 2ଟି କାମ କରନ୍ତୁ ଯଥା ରାତିରେ ନିଦ ଭଲ ଆସିବ । ମଙ୍ଗଳବାର ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ।

ଘର ବାହାରେ ଗାଈ, କୁକୁର କୁ ଖାଇବାକୁ ଦିଅନ୍ତୁ । ଏହା ସହ ପକ୍ଷୀ ଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ । ଏହି ମାସରେ ରାହୁ,କେତୁ ଗ୍ରହ ଙ୍କ ନାଁ ରେ ଯଜ୍ଞ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲ ଆମ ସହ ଆଗକୁ ରହିବା ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *