ଯେଉଁ ସ୍ତ୍ରୀ ଏହି ସମୟରେ ଘରେ ଝାଡୁ ଲଗାଇଥାଏ ତା ଘରେ ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ ।

ବନ୍ଧୁଗଣ ଆମ ଶାସ୍ତ୍ରରେ ଏମିତି କିଛି ବସ୍ତୁ ବିଷୟରେ କୁହାଯାଇଛି ଯାହାର ସମ୍ପର୍କ ମା ଲକ୍ଷ୍ମୀଙ୍କ ସହ ରହିଛି । ଏହି ଦିବ୍ୟ ବସ୍ତୁ ଗୁଡିକ ମଧ୍ୟରେ ମା ଲକ୍ଷ୍ମୀଙ୍କ ନିବାସ ରହିଥାଏ । ଏହି ବସ୍ତୁ ଗୁଡିକର ପୂଜା କରିବା ସହ ଏହା ସହ ଜୟଦ୍ତ ଶାସ୍ତ୍ରୀୟ ନିୟମର ପାଳନ କରିବା ଉଚିତ । ମା ଲକ୍ଷ୍ମୀ ଧନ ଓ ଐଶ୍ବରୀୟ ଦେବୀ ଅଟନ୍ତି । ସେ ମନୁଷ୍ୟକୁ ସମସ୍ତ ସୁଖ ପ୍ରଦାନ କରିଥାନ୍ତି । ଯେଉଁ ପ୍ରକାରରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ସେହି ବ୍ୟକ୍ତିକୁ ଜୀବନରେ ଦାରିଦ୍ରତାର ସାମ୍ନା କରିବାକୁ ପଡେ ନାହିଁ ।

ଆଜି ଆମେ ଜାଣିବା ଘରେ କେଉଁ ଝାଡୁ ଲଗାଇବା ଦ୍ଵାରା ମା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ପୁରୁଣା ଝାଡୁ କୁ ନିଷ୍କିନ୍ତ ସ୍ଥାନରେ ଲୁଚାଇ ରଖିଲେ ଘରେ କେବେ ବି ଧନର ଅଭାବ ହୁଏନି । ପୁରୁଣା ଝାଡୁ ବହୁତ କାମରେ ଆସିଥାଏ । ଝାଡୁର ଅପମାନ କରିବା ଅନୁଚିତ । କାରଣ ଝାଡୁରେ ମା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ । ତେଣୁ ଝାଡୁକୁ ଗୋଇଠା ମାରିବା ଅନୁଚିତ ।

ଝାଡୁ କୁ ଭୁଲରେ ଯଦି ପାଦ ବାଜିଯାଏ ତେବେ କ୍ଷମା ପ୍ରାର୍ଥନା କରିବା ଉଚିତ । ଝାଡୁକୁ ଡେଇଁକୁ ଯିବା ବା ବିଷ୍ଠା ଆଦି ଜିନିଷ ସଫା କରିବା ଅଶୁଭ ହୋଇଥାଏ । ଝାଡୁକୁ ସର୍ବଦା ଲୁଚାଇକି ରଖିବା ଉଚିତ ଯେମିତି ଘରର ଟଙ୍କା ଲୁଚାଇ ରଖାଯାଏ । ଝାଡୁ ଯେମିତି ବାହାର ଲୋକେ ଦେଖିପାରିବେ ନାହିଁ । ଏହାଦ୍ବାରା ଧନର ଖର୍ଚ୍ଚ ଅଧିକ ହୋଇଥାଏ । ଝାଡୁର ବ୍ୟବହାର କରିବା ପୂର୍ବରୁ ପ୍ରଥମେ ପ୍ରଣାମ କରିବା ଉଚିତ ।

ଝାଡୁ ଦୁର୍ଭାଗ୍ୟ ଓ ନେଗେଟିଭ ଊର୍ଜା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ପଶ୍ଚିମ ଦିଶାରେ ଝାଡୁ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଝାଡୁକୁ କେବେ ରୋଷେଇ ଘରେ ରଖିବା ଅନୁଚିତ । ଏହାଦ୍ବାରା ନେଗେଟିଭ ଊର୍ଜାର ନିର୍ମାଣ ହୋଇଥାଏ । ଝାଡୁକୁ ଠିଆ କରି ରଖିବା ଅନୁଚିତ । ଏହାଦ୍ବାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି । ଘରେ ଭାଙ୍ଗି ଯାଇଥିବା ଝାଡୁ ରଖିବା ଅନୁଚିତ ।

 

ଝାଡୁକୁ ସମୟ ସମୟରେ ବଦଳାଇବା ଉଚିତ ହୋଇଥାଏ । ଓଦା ଝାଡୁର ପ୍ରୟୋଗ ଘରେ ର୍କରିବା ଦ୍ଵାରା ରୋଗ ବୃଦ୍ଧି ହୋଇଥାଏ । ଝାଡୁ ଦ୍ଵାରା କୌଣସି ଜୀବଜନ୍ତୁଙ୍କୁ ମାରିବା ଅନୁଚିତ । ଝାଡାଉ ଲଗାଇବାର ସଠିକ ସମୟ ହେଉଛି ସୂର୍ଯ୍ୟ ଉଦୟ ସମୟରେ । ଏହି ସମୟରେ ଝାଡୁ ଲଗାଇଲେ ସୂର୍ଯ୍ୟଙ୍କ କିରଣରେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

ସନ୍ଧ୍ୟାରେ ଝାଡୁ ଲଗାଇବା ଦ୍ଵାରା ଶୁଭ କାମରେ ବାଧା ଆସିଥାଏ । ଜରୁରୀ କାମରେ ବ୍ୟକ୍ତି ଘରୁ ବାହାରିବା ସମୟରେ ଝାଡୁ ଲଗାଇବା ଅନୁଚିତ । ଶନିବାରରେ ଝାଡୁ ମନ୍ଦିରରେ ଦାନ କରିଲେ ସୁଖ ସମୃଦ୍ଧି ଆସିଥାଏ । ଧନର ଅଭାବ ହେଉଥିଲେ ଗୁରୁବାରରେ ଭଗବାନ ବିଶୁଣୁ ମା ଲକ୍ଷ୍ମୀଙ୍କ ସହ ଝାଡୁର ପୂଜା କରନ୍ତୁ । ଅନ୍ୟ କାହାର ଝାଡୁ ଘରକୁ ଆଣିବା ଓ ବ୍ୟବହାର କରିବା ଉଚିତ ନୁହେଁ । ଝାଡୁ କିଣିବା ପାଇଁ ଶନିବାର ଦିନକୁ ଶ୍ରେଷ୍ଠ ମାନାଯାଇଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *