ହାଇ ବ୍ଲଡ଼ ପ୍ରେସର ସବୁଦିନ ପାଇଁ କଣ୍ଟ୍ରୋଲ ହେବ । କରନ୍ତୁ ଏହି ଘରୋଇ ଉପଚାର ର ପ୍ରୟୋଗ ।

ବନ୍ଧୁଗଣ ହାଇ ବ୍ଲଡ଼ ପ୍ରେସର ଭଳି ସମସ୍ଯା ଆଜିକାଲି ପ୍ରତେକ ଘରେ ସାଧାରଣ ରୋଗ ହୋଇ ଗଲାଣି । ଯଦି ଥରେ ହାଇ ବ୍ଲଡ଼ ପ୍ରେସର ଭଳି ସମସ୍ଯା ହୁଏ ତେବେ ଜୀବନ ସାରା ମେଡ଼ିସିନ ଖାଇବାକୁ ପଡିଥାଏ । ହେଲେ ମେଡିସିନର ସେବନ କରିବା ଦ୍ଵାରା ଶରୀରରେ ସାଇଡ ଇଫେକ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏକ ପ୍ରାକୃତିକ ଡ୍ରିଂକ୍ସ ବିଷୟରେ କହିବାକୁ ଯାଉଛୁ ଯାହା ହାଇ ବ୍ଲଡ଼ ପ୍ରେସର ସମସ୍ୟାକୁ ଦୂର କରିପାରିବେ ।

ଆସନ୍ତୁ ଜାଣିବା ଏହି ଡ୍ରିଂକ୍ସ କୁ କେମିତି ବନାଇବା ଓ ଏହାର ସେବନ କିପରି କରିବା । ହାଇ ବ୍ଲଡ଼ ପ୍ରେସର ଆକୁ କଣ୍ଟ୍ରୋଲ କରିବା ପାଇଁ ଆବଶ୍ୟକ ରହିଛି ଫ୍ଲାକ ସିଡ ବା ଅଲସି ବ ଫେଷି । ଆଲସୀ ରେ ଏକ ପ୍ରକାରର ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଅଟେ ଓମେଗା-3 ଫ୍ୟାଟି ଏସିଡ । ଏହା ଆମ ଶରୀରରେ କୋଲେଷ୍ଟ୍ରୋଲ ଜମା ହେବାକୁ ଦିଏ ନାହିଁ ।

ଏହା ଆମ ଶରୀରରେ ବ୍ୟାଡ କୋଲେଷ୍ଟ୍ରୋଲ କୁ କମ କରିଥାଏ ଓ ଭଲ କୋଲେଷ୍ଟ୍ରୋଲ କୁ ବଢାଇବା ରେ ସାହାର୍ଯ୍ୟ କରିଥାଏ । ଯେଉଁ କାରଣରୁ କୋଲେଷ୍ଟ୍ରୋଲ ଲେବଲ ଠିକ ଭାବେ ମ୍ୟାନେଜ ରହିଥାଏ । ଯେଉଁ କାରଣରୁ ହାଇ ବ୍ଲଡ଼ ପ୍ରେସର ଭଳି ସମସ୍ଯା ହୋଇ ନ ଥାଏ । ଫ୍ଲାକ ସିଡ ରେ ପୋଟାସିୟମ ବହୁଳ ମାତ୍ରାରେ ରହିଥାଏ । 100 ଗ୍ରାମ ଫ୍ଲାକ ସିଡ ରେ 813 ମିଲିଗ୍ରାମ ପୋଟାସିୟମ ମିଳିଥାଏ ।

ପୋଟାସିୟମ ଆମ ଶରୀରରେ ଯେଉଁ ସୋଡିୟମ ରହିଛି ତାହାକୁ ନିୟୁଟ୍ରାଲାଇଜ କରିବାରେ କାମ କରିଥାଏ । ସୋଡିୟମ ର ବ୍ୟାଡ ଇଫେକ୍ଟ କୁ କମ କରିଥାଏ । ଫଳରେ ବିପି ଭଳି ସମସ୍ଯା ହୁଏ ନାହିଁ । ଏହି ରେମେଡି ବନାଇବା ପରେ ଏକ ପାତ୍ର ରେ ଦେହ କପ ପାଣି ନିଅନ୍ତୁ । ଏହଗ ପରେ ପାଣି କୁ ଅଳ୍ପ ଗରମ କରନ୍ତୁ । ତା ପରେ ସେଥିରେ ଏକ ଚାମଚ ଫ୍ଲାକ ସିଡ ପକାନ୍ତୁ ।

ଏହାକୁ 5ରୁ 7 ମିନିଟ ଯାଏଁ ଫୁଟାନ୍ତୁ । ଏହି ପାଣି କୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଫୁଟି ଫୁଟି ଏକ କପ ନ ହୋଇଛି । ଏହା ପରେ ଏହି ପାଣି କୁ ଏକ ପାତ୍ର କୁ ଛାଣି ନିଅନ୍ତୁ । ଏହା ପରେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ହାଇ ବିପି କୁ କଣ୍ଟ୍ରୋଲ କରିବା ପାଇଁ ଏହି ରେମେଡି ଏମିତି ତିଆରି କରନ୍ତୁ । ଦିନରେ କୌଣସି ବି ସମୟରେ ଏହାର ସେବନ କରି ପାରିବେ ।

ଗୋଟେ ଦିନରେ 1ରୁ 2 ଥର ଏହାର ସେବନ କରି ପାରିବେ । ଧୀରେ ଧୀରେ ଯେବେ ଆପଣ ଏହାରା ସେବନ କରିବେ ତେବେ ଆଶ୍ଚର୍ଯ୍ୟ ଜନକ ଫାଇଦା ଦେଖିବାକୁ ମିଳିବ । ମାସେ ରୁ ଦୁଇ ମାସ ମଧ୍ୟରେ ଆପଣଙ୍କର ବିପି ସଂପୂର୍ଣ୍ଣ ରୂପେ କଣ୍ଟ୍ରୋଲ ହୋଇଯିବ । ହାଇ ବିପି କୁ ଦୂର କରିବା ପାଇଁ ନିହାତି ଏହା ଟ୍ରାଏ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *