କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଦେଖନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ବିଚାର ଅଛି-LOVE TEST

ବନ୍ଧୁଗଣ ଆଜି ଜାଣନ୍ତୁ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କୁ ନେଇ କରେଣ୍ଟ ଫିଲିଙ୍ଗ କଣ ଅଛି । ସେ ଆପଣଙ୍କୁ ନେଇ କଣ ବିଚାର କରୁଛନ୍ତି । ଆପଣ ନିଜ ପରିବାରର କୌଣସି ସଦସ୍ୟ କି ବନ୍ଧୁ କି ଆପଣଙ୍କ ଲାଇଫ ପାର୍ଟନର ପାଇଁ ଏହା ଜାଣି ପାରିବେ । ଅନେକ ଲୋକ ଜାଣିବାକୁ ଚାହିଁଥାନ୍ତି ତାଙ୍କ ଲଭ ପାର୍ଟନର ଙ୍କ ମନରେ ତାଙ୍କ ମନରେ କଣ ଅଛି । ଏଥିପାଇଁ ଆପଣଙ୍କୁ 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ତେବେ କାହାର ବି ନାମ ଚିନ୍ତା କରି ବାଛନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କୁ ନେଇ କଣ ଚିନ୍ତା କରୁଛନ୍ତି ।

1- ଆପଣ ଯଦି ପ୍ରଥମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କୁ ସେ ଜିଦି ସ୍ଵଭାବର ବ୍ୟକ୍ତି ଭାବେ ଦେଖୁଛନ୍ତି । ଆପଣଙ୍କ ମନରେ ଯାହା ଆସେ ତାହା କରନ୍ତି । ଆପଣ ଯେ କୌଣସି ପରିସ୍ଥିତିରେ ହାର ମାନନ୍ତି ନାହିଁ । ଆପଣ ଲାଇଫରେ ବହୁତ ସଂଘର୍ଷ କରିଛନ୍ତି । କଥିମ ପରିଶ୍ରମ ମଧ୍ୟ କରନ୍ତି । କେହି ବି ଏମିତି ନ ହୋଇପାରନ୍ତି । ଆପଣଙ୍କୁ ସଫଳତା ନ ମିଳିଲେ ବି ଆପଣ ପରିଶ୍ରମ କରୁଛନ୍ତି ।

2- ଆପଣଙ୍କୁ ଦ୍ଵିତୀୟ ନମ୍ବର ଟି ଆକର୍ଷିତ କରିଛି ତେବେ ଆପଣ ଖରାପ ଅଭ୍ୟାସକୁ ଆପଣାଉଛନ୍ତି । ଆପଣ ପଢାରେ ଧ୍ୟାନ ନ ଦେଇ ମଉଜ ମସ୍ତି ପ୍ରତି ଧ୍ୟାନ ଦେଉଛନ୍ତି । ଅଚାନକ ଆପଣଙ୍କର ଚିନ୍ତାଧାରା ନେଗେଟିଭ ହୋଇ ଗଲାଣି । ଆପଣ ଚାକିରି, ପାଠ ପଢା ପ୍ରତି ନେଗେଟିଭ ହେଉଛନ୍ତି । ଆପଣ ଏମିତି ଜଣେ ବ୍ୟକ୍ତିଙ୍କ ସହ ଦେଖା କରିଛନ୍ତି ଯିଏ ଆପଣଙ୍କ ଲାଇଫକୁ ଚେଞ୍ଜ କରୁଛନ୍ତି । ଅତୀତର କିଛି କଥା ଫେରି ଆସିଛି ଯାହା ପାଇଁ ଆପଣ ଖରାପ ସଙ୍ଗତରେ ପଡିଛନ୍ତି ।

3- ଆପଣଙ୍କୁ ତୃତୀୟ ନମ୍ବର ଟି ପସନ୍ଦ ଆସିଥିଲେ ସେ ଆପଣଙ୍କୁ ନେଇ ରାୟ ଦେଇପାରୁ ନାହାନ୍ତି ଆପଣ କେଉଁ ପ୍ରକାରର ବ୍ୟକ୍ତି ଅଟନ୍ତି । ହୋଇପାରେ ଆପଣ ଏମିତି କିଛି କାମ କରିଛନ୍ତି ଯାହା ପାଇଁ ସେ ଗର୍ବ କରୁଛନ୍ତି ତ ଆଉ କେବେ ଆପଣଙ୍କୁ ନେଇ ସେ ସନ୍ଦେହ କରୁଛନ୍ତି । ସେ ଭାବୁଛନ୍ତି ଆପଣଙ୍କର ଅନ୍ୟ କାହା ସହ ସମ୍ପର୍କ ଅଛି । ତୃତୀୟ ବ୍ୟକ୍ତି ଆପଣ ଦୁହିଙ୍କ ମଧ୍ୟରେ ଆସି ସାରିଛି । ସେ ନ ଚାହୁଁଥିଲେ ମଧ୍ୟ ଆପଣଙ୍କୁ ସନ୍ଦେହ କରୁଛନ୍ତି । ସେ ଆପଣଙ୍କୁ ଛାଡିବାକୁ ଚାହୁଁ ନାହାନ୍ତି । ସେ ଧୋକାରେ ବଞ୍ଚିବାକୁ ଚାହୁଁ ନାହାନ୍ତି ।

4- ଆପଣ ଚତୁର୍ଥ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନଙ୍କ ସହ ବନ୍ଧୁତା ଇଣ୍ଟରନେଟ ଜରିଆରେ ହୋଇ ଥାଇପାରେ । ଆପଣ ଯାହା ବିଚାର କରନ୍ତି ତାହା ଚେଞ୍ଜ କରନ୍ତିନି । ସେ ଆପଣଙ୍କୁ ତାଙ୍କର ପୁରା ଦୁନିଆ ଦେଖୁଛନ୍ତି । ଆଗାମୀ ଲାଇଫରେ ସେ ଆପଣଙ୍କୁ ନେଇ ଇମାଜିନ କରୁଛନ୍ତି । ଆପଣଙ୍କ ଭଳି ମଣିଷ ସେ ତାଙ୍କ ଲାଇଫରେ ଚାହୁଁଛନ୍ତି । ଆପଣଙ୍କର ହସ ଓ ଡ୍ରେସିଙ୍ଗ ସେନ୍ସ ବହୁତ ପସନ୍ଦ ଆସିଥାଏ ।

ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବର ଟି ବାଛିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *