GK – କେଉଁ ଦେଶରେ ସୁନା ର ପାହାଡ ଅଛି ? ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- କେଉଁ ରାଜ୍ୟ ସର୍ବାଧିକ ପିଜୁଳି ଉତ୍ପାଦନ କରିଥାଏ ?

ଉତ୍ତର- ଉତ୍ତର ପ୍ରଦେଶ ।

2- ଓଟ କେଉଁ ଦେଶର ଜାତୀୟ ପଶୁ ଅଟେ ?

ଉତ୍ତର- କୁଏତ ଓ ସାଉଦି ଆରବ ।

3- ଭାରତର ଜାତୀୟ ସଙ୍ଗୀତ ର ନାମ କଣ ?

ଉତ୍ତର- ଜନ ଗଣ ମନ ।

4- ଭାରତର ଜାତୀୟ ସଂଗୀତ “ଜନ ଗଣ ମନ” ସର୍ବ ପ୍ରଥମେ କେଉଁଠି ଗାନ କରା ଯାଇଥିଲା ?

ଉତ୍ତର- କୋଲକାତା ।

5- ନିମ ପତ୍ର ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- ମଧୁମେହ ।

6- ଗହମ ର ଦେଶ କାହାକୁ କୁହାଯାଏ ?

ଉତ୍ତର- ଚୀନ ।

7- କେଉଁ ଦେଶରେ ପକ୍ଷୀ ଓ ମନୁଷ୍ୟ ମଧ୍ୟରେ ଯୁଦ୍ଧ ହୋଇଥିଲା ?

ଉତ୍ତର- ଅଷ୍ଟ୍ରେଲିୟା ।

8- ମନୁଷ୍ୟ ସର୍ବ ପ୍ରଥମେ କେଉଁ ଫଳ କୁ ଖାଇଥିଲା ?

ଉତ୍ତର- ଡିମ୍ବିରି ଫଳ ।

9- ଭାରତର ଲୋକ ମାନେ ସବୁଠାରୁ ଅଧିକ କେଉଁ ପରିବା କୁ ଖାଇଥାନ୍ତି ?

ଉତ୍ତର- ଆଳୁ ।

10- ମଣିଷର ମସ୍ତିସ୍କ ର ଓଜନ ସମୁଦାୟ କେତେ ଗ୍ରାମ ଅଟେ ?

ଉତ୍ତର- 1400 ଗ୍ରାମ ।

11- ବର୍ଷ ପାଣିକୁ ଗରମ କରି ପିଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?

ଉତ୍ତର- ସର୍ଦ୍ଦି ।

12- ବିଶ୍ଵର କେଉଁ ଦେଶରେ ସର୍ବ ପ୍ରଥମେ ଜିଲାପି ର ଆବିଷ୍କାର ହୋଇଥିଲା ?

ଉତ୍ତର- ଇରାନ ।

13- କେଉଁ ପଶୁ ମୁହଁ ନ ବୁଲାଇ ଚାରି ପଟ କୁ ଦେଖି ପାରିଥାଏ ?

ଉତ୍ତର- ଗଧ ।

14- ବିଶ୍ଵର କେଉଁ ଦେଶ ସବୁଠାରୁ ଅଧିକ ଶିକ୍ଷିତ ଅଟେ ?

ଉତ୍ତର- କାନାଡା ।

15- ବିଶ୍ଵର କେଉଁ ଦେଶରେ ଧଳା ରଙ୍ଗ ର କାଉ ଦେଖିବାକୁ ମିଳିଥାଏ ?

ଉତ୍ତର- ଆମେରିକା ।

16- ମଣିଷର ହାର୍ଟ ଗୋଟିଏ ମିନିଟ ରେ କେତେ ଥର ସ୍ପନ୍ଦନ ହୁଏ ?

ଉତ୍ତର- 72 ଥର ।

17- କେଉଁ ଦେଶରେ ସୁନା ର ପାହାଡ ଅଛି ?

ଉତ୍ତର- କାଙ୍ଗୋ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *