କେଉଁ କର୍ମ କରିବା ଦ୍ଵାରା ମିଳିଥାଏ ସ୍ତ୍ରୀ ଜନ୍ମ ପୁରୁଷ ଙ୍କୁ ? କଣ କହିଥାଏ ଶ୍ରୀମଦ ଭଗବତ ଗୀତା ?

ବନ୍ଧୁଗଣ ଶାସ୍ତ୍ର ରେ କୁହା ଯାଇଛି ଯେଉଁ ମଣିଷ ର ଭାବନା ଯେମିତି ହୋଇଥାଏ ତାକୁ ଏହି ପ୍ରକାରର ପର ଜନ୍ମ ମିଳିଥାଏ । ଖାସ କରି ମୃତ୍ୟୁ ସମୟରେ ବ୍ୟକ୍ତି ମନରେ ଯେଉଁ ଭାବନା ଥାଏ ତାହା ଆଗାମୀ ଜନ୍ମରେ ମଣିଷ ଯୋନି ର ନିର୍ମାଣ କରିଥାଏ । ଦୁନିଆରେ ଯେତେ ବି ଜୀବ ଅଛନ୍ତି ସେମାନେ କେଉଁ ନା କେଉଁ ରୂପରେ ପ୍ରତେକ ଯୁଗରେ ବା ସମୟରେ ହୋଇଥାଏ ।

ଆଜି ଆମେ ଜାଣିବା କେଉଁ କର୍ମ ପାଇଁ ପୁରୁଷ ମାନଙ୍କ ଜନ୍ମ ସ୍ତ୍ରୀ ରୂପରେ ଆଗାମୀ ଜନ୍ମରେ ହୋଇଥାଏ । ଆସନ୍ତୁ ବିସ୍ତାର ପୂର୍ବକ ଜାଣିବା । ଆଜି ଆମେ ଜାଣିବା ଏମିତି 3ଟି କର୍ମ ବିଷୟରେ ଯାହାକୁ ପୁରୁଷ ମାନେ କରିବା ଦ୍ଵାରା ଆଗାମୀ ଜନ୍ମ ରେ ସ୍ତ୍ରୀ ଜନ୍ମ ନେଇଥାନ୍ତି । ଏହି ସବୁ କର୍ମ କାରଣରୁ ପୁରୁଷ ନିଜ ପୂର୍ବ କର୍ମ ଫଳ ଭୋଗ କରିଥାଏ ।

ଭଗବତ ଗୀତା ରେ ଭଗବାନ କୃଷ୍ଣ ଅର୍ଜୁନ ଙ୍କୁ କହିଛନ୍ତି ଏମିତି କେଉଁ ସମୟ ନାହିଁ ଯେଉଁ ସମୟରେ ମୁଁ ନ ଥିଲି । ଆଗକୁ କୃଷ୍ଣ କହିଛନ୍ତି ମୁଁ ମୋର ସବୁ ଜନ୍ମ ବିଷୟରେ ଅବଗତ ଥିଲି । କିନ୍ତୁ ଅର୍ଜୁନ ଙ୍କୁ ଏହି ବାବଦରେ କୌଣସି ଜ୍ଞାନ ନାହିଁ । ଏହା ହିଁ ଫରକ ଅଟେ ଭଗବାନ କୃଷ୍ଣ ଓ ଅର୍ଜୁନ ଙ୍କ ମଧ୍ୟରେ । ଭଗବାନ କୃଷ୍ଣ ଅର୍ଜୁନ ଙ୍କୁ ଉପଦେଶ ଦେବାକୁ ଯାଇ କହିଛନ୍ତି ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ସ୍ତ୍ରୀ, ଝିଅ ବା ଅନ୍ୟ ସ୍ତ୍ରୀ ର ଧ୍ୟାନ କରିଥାଏ ତାର ଆଗାମୀ ଜନ୍ମ ସ୍ତ୍ରୀ ରୂପରେ ହୋଇଥାଏ ।

ଆଗାମୀ ଜନ୍ମ ରେ ସ୍ତ୍ରୀ ଜନ୍ମ ନେବାର ଆଉ ଏକ ବଡ କାରଣ ହେଉଛି ଯେଉଁ ବ୍ୟକ୍ତି ସ୍ତ୍ରୀ ମାନଙ୍କ ଠାରେ ଅଧିକ ରୁଚି ବା ଆଗ୍ରହୀ ରଖିଥାଏ କିମ୍ବା ସ୍ତ୍ରୀ ସହ ସ୍ତ୍ରୀ ଭଳି ଆଚରଣ ବା ବ୍ୟବହାର କରିଥାଏ ତାର ପର ଜନ୍ମ ସ୍ତ୍ରୀ ରୂପ ରେ ଜନ୍ମ ନେଇଥାଏ । ଆଗାମୀ ଜନ୍ମ ରେ ସ୍ତ୍ରୀ ଜନ୍ମ ନେବାର ତୃତୀୟ କାରଣ ହେଉଛି ଯେଉଁ ବ୍ୟକ୍ତି ଏ ଜନ୍ମ ରେ ନିଜ ସ୍ତ୍ରୀ କୁ ହଇରାଣ କରିଥାଏ, ଅପମାନ କରିଥାଏ, ନିଜ ସ୍ତ୍ରୀ ର ଅନାଦର କରିଥାଏ ବା ସ୍ତ୍ରୀ ଉପରେ ଅତ୍ୟାଚାର କରିଥାଏ ସେଭଳି ବ୍ୟକ୍ତି କୁ ଆଗାମୀ ଜନ୍ମ ରେ ସ୍ତ୍ରୀ ରୂପ ମିଳିଥାଏ ।

ଏବଂ ପୂର୍ବ ଜନ୍ମରେ କରିଥିବା କର୍ମ ର ଫଳ ଭୋଗିବାକୁ ପଡିଥାଏ । ତେବେ ଏହା ଥିଲା ସେହି 3ଟି ମୁଖ୍ୟ କାରଣ ଯେଉଁ କାରଣରୁ ଜଣେ ପୁରୁଷ ଆଗାମୀ ଜନ୍ମ ରେ ସ୍ତ୍ରୀ ଜନ୍ମ ନେଇଥାଏ । ଯଦି ଆପଣ ବି ଏହି ଭୁଲ କରୁଛନ୍ତି ତେବେ ଏଥିରୁ ନିବୃତ୍ତ ରୁହନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *