ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 7 ଟି ସଂକେତ, କୃଷ୍ଣ ଉପଦେଶ…

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଇଚ୍ଛା ରଖିଥାଏ କି ତାର ଜୀବନରେ ସୁଖ ସମୃଦ୍ଧି ଆସୁ । ମନୁଷ୍ୟ ଜୀବନରେ କେବେ ବି ଖରାପ ସମୟ ନ ଆସୁ ଏମିତି ମନୁଷ୍ୟ ଇଚ୍ଛା ରଖିଥାଏ । କିନ୍ତୁ ଏହା ସମ୍ଭବ ନୁହେଁ । ଖରାପ ସମୟ ବିତାଇବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ ଏହି ଦିନ ମାନଙ୍କରେ ଏମିତି ସଂକେତ ଭଗବାନ ଙ୍କ ଦ୍ଵାରା ମିଳିଥାଏ । ଯେଉଁଥିରୁ ଜଣ ଅପଡିଥାଏ କି ଭଲ ସମୟ ଆସିବାକୁ ଯାଉଛି । ଆଜି ଆମେ ଜାଣିବା ଏମିତି 7ଟି ସଂକେତ ବିଷୟରେ ଯାହା ଦର୍ଶାଇବ କି ମନୁଷ୍ୟ ଜୀବନରେ ଭଲ ସମୟର ଆଗମନ ହେବାକୁ ଯାଉଛି ।

1- ଯଦି ଘରକୁ ଅଚାନକ କଳା ପିମ୍ପୁଡି ଆସି ମିଠା ଜିନିଷ ଖାଇଥାନ୍ତି ତେବେ ଜାଣି ରଖନ୍ତୁ ମା ଲକ୍ଷ୍ମୀ ଙ୍କ ଆଗମନ ଗୃହକୁ ହେବାକୁ ଯାଉଛି । ଏହା ସହ ଅଚାନକ ଧନ ଲାଭର ମଧ୍ୟ ସମ୍ଭାବନା ଅଛି । ଏମିତି ରେ ପିମ୍ପୁଡି ମନାଙ୍କୁ ଅଟା ରେ ଚିନୀ ମିଶାଇ ଖାଇବାକୁ ଦିଅନ୍ତୁ ।

2- ଘର ଆଗରେ ଅଚାନକ ଗାଈ ଆସି ଅଟକିଗଲେ ତେବେ ଜାଣି ନିଅନ୍ତୁ ଏବେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଗାଈ କୁ ରୁଟି ବା ଅନ୍ୟ କିଛି ହାଇବା ଦେବା ଉଚିତ । ଏହା ଦ୍ଵାରା ବହୁତ ଲାଭ ପ୍ରାପ୍ତ ହେବ ।

3- ଘରେ ଯଦି ଅଚାନକ 3 ଟି ଝିଟିପିଟି ଗୋଟେ ସ୍ଥାନରେ ଏକତ୍ର ହେବାର ଏକତ୍ର ହେବାର ଦେଖା ଯାଇଥାନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଧନର ଦେବୀ ମା ଲକ୍ଷ୍ମୀ ଙ୍କ ଆଗମନର ସଂକେତ ହୋଇଥାଏ । ଏମିତି ବି କୁହାଯାଏ ଯଦି ଝିଟିପିଟି ପରସ୍ପର ପିଛା କରିବାର ଦେଖା ଯାଆନ୍ତି ତେବେ ଘରର ଉନ୍ନତି ହେବାର ସଂକେତ ହୋଇଥାଏ । ଏହା ସହ ଅପାର ଧନ ଲାଭ ହୋଇଥାଏ ।

4- ଏମିତି କୁହାଯାଇଥାଏ ସକାଳୁ ଉଠିବା ପରେ ବା ସନ୍ଧ୍ୟା ରେ ଶଙ୍ଖ ର ଶବ୍ଦ ଶୁଣାଗଲେ ମା ଲକ୍ଷ୍ମୀ ଙ୍କ ଆଗମନର ସଂକେତ ହୋଇଥାଏ ।

5- ରାସ୍ତା ରେ ଯାଉଥିବା ସମୟରେ କଏନ ବା ଟଙ୍କା ମିଳିଲେ ଏହା ଉଧାର ଦେଇଥିବା ଟଙ୍କା ଜଲ୍ଦି ଫେରି ପାଇବାର ସଂକେତ ହୋଇଥାଏ । ଏହାର ଅନ୍ୟ ଏକ ଅର୍ଥ ହେଉଛି ଆର୍ଥିକ ସ୍ଥିତି ମଜବୁତ ଓ ଧନ ଲାଭର ସଂକେତ ହୋଇଥାଏ ।

6- ସକାଳୁ ଘରୁ ଯାତ୍ରା କରିବା ସମୟରେ କୌଣସି ବ୍ୟକ୍ତି ଝାଡୁ ଲଗାଉ ଥିବାର ଦେଖାଯାଏ ଓ ଏହା ଲଗାତାର ଅନେକ ଦିନ ଯାଏଁ ଚାଲିଥାଏ ତେବେ ଜାଣି ରଖନ୍ତୁ ବ୍ୟକ୍ତି ଧନବାନ ହେବାକୁ ଯାଉଛି ।

7- ଯେବେ ବି ଭଲ ସମୟ ଆସିବାର ଥାଏ ତେବେ ଘର ସାମ୍ନାରେ ଅରଖ ଗଛ ଆପେ ଆପେ ଉଠିବାର ନଜର ଆସିଥାଏ । ତେବେ ଏହା ଥିଲା ସେହି 7 ଟି ସଂକେତ ଯାହା ମନୁଷ୍ୟ ଜୀବନରେ ଖରାପ ସମୟ ଶେଷ ହୋଇ ଭଲ ସମୟ ଆସିବାର ସୂଚକ ହୋଇଥାଏ । ଏହି ସବୁ ସଂକେତ ମିଳିଲେ ଜାଣି ରଖନ୍ତୁ ଶୁଭ ସମୟର ଆଗମନ ହେବା ସହ ଧନ ଲାଭର ଯୋଗ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *