GK- ଏମିତି କେଉଁ ଜାଗା ଯେଉଁଠିକି ୧୦୫ ଜଣ ଲୋକ ଯାଇଥାନ୍ତି, କିନ୍ତୁ ୧୦୯ ଜଣ ଲୋକ ଫେରିଥାନ୍ତି ?

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।

୧- ଏମିତି କେଉଁ ପଶୁ ଅଛି ଯିଏ ଜୀବନରେ କେବେ ବି ନିଜ ମା କୁ ଦେଖିପାରେ ନାହିଁ ?

ଉତ୍ତର- ବିଛା ।

୨- ଦୁନିଆରେ ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?

ଉତ୍ତର- ସୁତୁରମୁର୍ଗ ।

୩- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ଜୀବନ କାଳରେ କେବେ ବି ଗଛ ଉପରେ ବସେ ନାହିଁ ?

ଉତ୍ତର- ଟିଟୋନୀ ।

୪- ଏମିତି ଜୀବ ର ନାମ କୁହ ଯିଏ ନିଜ ଜୀବନରେ କେବେ ବି ସୁଏ ନାହିଁ ?

ଉତ୍ତର- ବୁଲଫ୍ରାଗ ।

୫- କଣ ଆପଣ ଜାଣିକାନ୍ତି କି ମନୁଷ୍ୟ ୨୪ ଘଣ୍ଟା ରେ କେତେ ଥର ନିଶ୍ଵାସ ନେଇଥାଏ ?

ଉତ୍ତର- ୩୦ ହଜାର ।

୬- ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି ନଦୀ ନାହିଁ ?

ଉତ୍ତର- ସାଉଦି ଆରବ ।

୭- ସେ ଏମିତି କେଉଁ ପ୍ରାଣୀ ଯିଏ ନର ରୁ ମା ହୋଇପାରେ ?

ଉତ୍ତର- ଝିଟିପିଟି ଓ ଅକ୍ଟୋପସ ।

୮- ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି କପଡା ଉପରେ ଖବରକାଗଜ ଛପାଯାଏ ?

ଉତ୍ତର- ସ୍ପେନ ।

୯- ଭାରତରେ ସବୁଠୁ ଦାମୀ ଫିଲ୍ମ ର ନାଁ କଣ ?

ଉତ୍ତର- ବାହୁବଳି-୨ ।

୧୦- କେଉଁ ରାଜ୍ୟରେ ପୁଅ ଝିଅ ଏକା ସହ ବୁଲିପାରିବେ ନାହିଁ ?

ଉତ୍ତର- ମିଜୋରାମ ।

୧୧- ମନୁଷ୍ୟର ସବୁଠୁ ବଡ ଶତ୍ରୁ କେଉଁ ଜୀବ ଅଟେ ?

ଉତ୍ତର- ମଶା ।

୧୨- ବିଶ୍ଵର ସବୁଠୁ ତେଜ ଦୌଡୁଥିବା ମନୁଷ୍ୟ କିଏ ?

ଉତ୍ତର- ଉସେନ ବୋଲ୍ଟ ।

୧୩- ଭାରତରେ ସମୁଦାୟ କେତେ ପ୍ରତିଶତ ବିଶ୍ଵସ୍ତ ଅଟନ୍ତି ?

ଉତ୍ତର- ୨୦% ।

୧୪- ଦୁନିଆର ସବୁଠୁ ଛୋଟ ଦେଶ ର ନାଁ କଣ ?

ଉତ୍ତର- ଭ୍ୟାଟିକାନ ସିଟି ।

୧୫- କେଉଁ ଗଛର ପତ୍ର ରୁ ବିଡି ତିଆରି ହୋଇଥାଏ ?

ଉତ୍ତର- ତେନ୍ଦୁ ।

୧୬- ଏମିତି କେଉଁ ଜିନିଷ ଅଟେ ଯାହା ଯେତେ ଚାଲିଲେ ବି କେବେ ଥକେ ନାହିଁ ?

ଉତ୍ତର- ଜିଭ ।

୧୭- ଗୋଟେ ହାତୀ ପାଣିରେ ପଡିଗଲେ ସେଥିରୁ କେମିତି ବାହାରିବ ?

ଉତ୍ତର- ଓଦା ହୋଇକି ।

୧୮- ତାହା ଏମିତି କେଉଁ ଜାଗା ଯେଉଁଠିକି ୧୦୫ ଜଣ ଲୋକ ଯାଇଥାନ୍ତି, କିନ୍ତୁ ୧୦୯ ଜଣ ଲୋକ ଫେରିଥାନ୍ତି ?

ଉତ୍ତର- ବାହାଘର ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *