ଶନିବାର ଦିନ ଏହି ଗଛର ଗୋଟିଏ ପତ୍ର କୁ ଚୁପଚାପ ପର୍ସ କିମ୍ବା ଆଲମାରୀ ରେ ରଖି ଦିଅନ୍ତୁ ଧନର ଅଭାବ ରହିବ ନାହିଁ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଶନିବାର ଦିନ ଏମିତି ଏକ ବିଶେଷ ଉପାୟ । ଯାହାକୁ କରିବା ଦ୍ଵାରା ଆପଣ ନିଜ ଜୀବନରେ ଆର୍ଥିକ ସମସ୍ଯା ଜଲ୍ଦି ଦୂର କରି ପାରିବେ । କହିବାକୁ ଗଲେ ଏହି ପ୍ରୟୋଗ କୌଣସି ଶୁଭ ମୂହୁର୍ତ୍ତ ରେ କରାଯିବା ଉଚିତ । କିନ୍ତୁ ଶନିବାର ଦିନ ଏହି ପ୍ରୟୋଗ କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ପ୍ରୟୋଗ ବିଷୟରେ ଯାହା ଦ୍ଵାରା ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ ।

ଏହି ଉପାୟ କୁ ଯେ କୌଣସି ଶନିବାର ଦିନ ଦିନ ସମୟରେ କରିବାକୁ ହେବ । ଏଥିପାଇଁ ଓସ୍ତ ଗଛ ପାଖକୁ ଯିବାକୁ ହେବ । ଏହା ପରେ ଓମ ଶ୍ରୀ ଶ୍ରୀୟେନମଃ ମନ୍ତ୍ର କୁ ଜପ କରିବାକୁ ହେବ । ଏହି ମନ୍ତ୍ର ଜପ କରିବା ପରେ ଓସ୍ତ ଗଛ ମୂଳେ ଗୋଟେ ଦୀପ ଜଳାନ୍ତୁ । କୌଣସି ତେଲ ବା ଘିଅର ଦୀପ ଜଳାଇ ପାରିବେ । ଏହି ମନ୍ତ୍ର ଜପ କରି ଓସ୍ତ ଗଛ ମୂଳରୁ ଗୋଟେ ପତ୍ର ତୋଳନ୍ତୁ ।

ଧ୍ୟାନ ରଖିବେ ଯେମିତି ପତ୍ର ଟି ଯେମିତି ଫଟା ନ ଥିବ କି ପତ୍ର ତଳୁ ଉଠାଇବେ ନାହିଁ । ଗଛରୁ ହିଁ ଗୋଟେ ସବୁଜ ପତ୍ର ତୋଳନ୍ତୁ । ଏହା ପରେ ଏହାକୁ ସଫା ପାଣିରେ ଧୋଇ ଚନ୍ଦନରେ ଶ୍ରୀ ଲେଖନ୍ତୁ । ଏହା ମା ଲକ୍ଷ୍ମୀ ଙ୍କ ବୀଜ ମନ୍ତ୍ର ଅଟେ ଯାହା ପ୍ରଭାବସଲି ଅଟେ । ଓସ୍ତ ପତ୍ରରେ ଶ୍ରୀ ଲେଖିବା ପରେ ନିଜର ପର୍ସ, ତିଜୋରି, ସିନ୍ଧୁକ, ଆଲମାରି କି ଯେଉଁ ଜାଗାରେ ଧନ ରଖୁଛନ୍ତି ସେଠାରେ ରଖନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଜୀବନରେ ଦ୍ରୁତ ଗତିରେ ଉନ୍ନତି ଆସିବା ସହ ଅଯଥା ଖର୍ଚ୍ଚ ବନ୍ଦ ହୋଇଯାଏ । ଏହା ସହ ଧନ ପ୍ରାପ୍ତିର ନୂଆ ମାର୍ଗ ଖୋଲିବାକୁ ଲାଗିଥାଏ । ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ । ଏହା ବହୁତ ସରଳ ଉପାୟ ଅଟେ ଯାହା ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାନ୍ତି । ଯେବେ ଯାଏଁ ପତ୍ର ଟି ସଂପୂର୍ଣ୍ଣ ସୁଖୀ ଯାଇ ନାହିଁ ତାହାକୁ ସେମିତି ରଖନ୍ତୁ । ଏହି ପତ୍ରକୁ ନିଜ ପାଖରେ ରଖିବା ଦ୍ଵାରା ଭାଗ୍ୟ ଖୋଲିଥାଏ ।

ଏହି ପତ୍ରକୁ ନେଇ ଯେ କୌଣସି ସ୍ଥାନକୁ ଗଲେ ସଫଳତା ମିଳିଥାଏ । ଏକ ଲକି ଚାମ୍ପ ପରି ଏହି ପତ୍ରଟି କାମ କରିଥାଏ । ଯେବେ ଏହି ପତ୍ରଟି ଶୁଖିଯିବ ତାହାକୁ ନଦୀରେ ପ୍ରଭାବିତ କରି ଦିଅନ୍ତୁ ବା ସେଠାରେ ରଖି ଦିଅନ୍ତୁ ଯେଉଁଠି ଏହି ପତ୍ରକୁ ଆଣିଥିଲେ । ଶନି ଦଶା ଚାଲିଥିଲେ ପ୍ରତେକ ଶନିବାର ଦିନ ଓସ୍ତ ଗଛରେ ଦୀପ ଜଳାନ୍ତୁ ।

ପ୍ରତେକ ଏକାଦଶୀ ଦିନ ଓସ୍ତ ଗଛ ର 108 ଥର ପରିକ୍ରମା କରିବା ଦ୍ଵାରା ଜୀବନରେ ଯାହା ବି କଷ୍ଟ ଥାଏ ତାହା ଦୂର ହୁଏ ଏବଂ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଏହା ସହ ଶନି ଓ ରାହୁ, କେତୁ ସମ୍ବଧୀୟ ଦୋଷ ଦୂର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *