କେଉଁ ଫଳ ର ମଞ୍ଜି ବିଚାର ବିଷକୁ ତୁରନ୍ତ ବାହାର କରି ଦେଇଥାଏ ? ଏହା ସହ ଜାଣନ୍ତୁ 10ଟି ମଜାଦାର ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବା । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନି କରାଇଥାନ୍ତି ।

ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜ୍ଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ । ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ ।

ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ । ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- କେଉଁ ଦେଶର ଲୋକ ସାପ ଖାଇଥାନ୍ତି ?

ଉତ୍ତର- ଚୀନ ।

୨- ଭାରତର କେଉଁ ରାଜ୍ୟରେ କୁକୁର ର ମନ୍ଦିର ଅଛି ?

ଉତ୍ତର- ଛତିଶଗଡ ।

୩- ଗଡବା କେଉଁ ରାଜ୍ୟର ଲୋକ ନୃତ୍ୟୁ ଅଟେ ?

ଉତ୍ତର- ଗୁଜୁରାଟ ।

୪- ଭାରତରେ ସବୁଠାରୁ ଅଧିକ ଗାଁ କେଉଁ ରାଜ୍ୟରେ ଅଛି ?

ଉତ୍ତର- ଉତ୍ତର ପ୍ରଦେଶ ।

୫- କଦଳୀ କେଉଁ ଦେଶର ରାଷ୍ଟ୍ରୀୟ ଫଳ ?

ଉତ୍ତର- କନୋବେଡିୟା ।

୬- କଳା ସେଓ କେଉଁ ଠାରେ ଦେଖାଯାଏ ?

ଉତ୍ତର- ଚୀନ ।

୭- ଏମିତି କେଉଁ ପଶୁ ଅଛି ଯିଏ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର- କଙ୍ଗାରୁ ରେଟ ।

୮- ଏମିତି କେଉଁ ଜିନିଷ ଅଛି ଯାହା ଗରମ କରିଲେ ଜମିଯାଏ ?

ଉତ୍ତର- ଅଣ୍ଡା ।

୯- ସବୁଠାରୁ ପ୍ରଥମ ବହି ର ନିର୍ମାଣ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ ।

୧୦- କେଉଁ ଜୀବ ର ରକ୍ତ ନୀଳ ରଙ୍ଗର ହୋଇଥାଏ ?

ଉତ୍ତର- ଏଣ୍ଡୁଅ ।

୧୧- ରାମଚନ୍ଦ୍ର ଙ୍କ ପିତାଙ୍କ ନାମ କଣ ?

ଉତ୍ତର-ରାଜା ଦଶରଥ ।

୧୨- କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଟେ ?

ଉତ୍ତର- ଆଇସଲ୍ୟାଣ୍ଡ ।

୧୩- ମୁମ୍ବାଇର ପୁରୁଣା ନାମ କଣ ଥିଲା ?

ଉତ୍ତର- ବମ୍ବେ ।

୧୪- ସବୁଠାରୁ ଶସ୍ତା ବିଜୁଳି କେଉଁ ଦେଶରେ ଅଛି ?

ଉତ୍ତର- ଇରାନ ।

୧୫- କେଉଁ ଫଳ ର ମଞ୍ଜି ବିଚାର ବିଷକୁ ବାହାର କରି ଦେଇଥାଏ ?

ଉତ୍ତର- ତେନ୍ତୁଳୀ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *