15+ GK Quiz – କେଉଁ ଫଳ ଖାଇବା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯାଏ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତି କେଉଁ ଜୀବ ଅଛି ଯାହାର ଜିଭରେ ଦାନ୍ତ ମଧ୍ୟ ଅଛି ?

ଉତ୍ତର- ହଂସ ।

2- ତଳେ ଶୋଇବା ଦ୍ଵାରା କେଉଁ ରୋଗ ଠିକ ହୋଇଯାଏ ?

ଉତ୍ତର- ହାର୍ଟ ଆଟାକ ।

3- ଭାରତରେ କାହାର ଗାଡି ରେ ନମ୍ବର ପ୍ଳେଟ ନାହିଁ ?

ଉତ୍ତର- ରାଷ୍ଟ୍ରପତି ।

4- ଫ୍ରିଜ ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- କବଜ ।

5- ଏମିତି କେଉଁ ଜୀବ ଅଛି ଯାହାକୁ ମୃତ୍ୟୁ ଆସିବା ପୂର୍ବରୁ ଜଣା ପଡିଥାଏ ?

ଉତ୍ତର- ବିଛା ।

6- ଦୁନିଆରେ ସବୁଠୁ ତୀବ୍ର ଗତି କାହାର ହୋଇଥାଏ ?

ଉତ୍ତର- ପ୍ରକାଶ ବା ଜ୍ଯୋତି ।

7- ସବୁଠୁ ଅଧିକ ପ୍ରୋଟିନ କେଉଁ ଜିନିଷରେ ରହିଥାଏ ?

ଉତ୍ତର- ମୁଗ ଡାଲି ।

8- ବିଶ୍ଵର ସବୁଠୁ ପୁରୁଣା ରେଲୱେ ଷ୍ଟେସନ କେଉଁ ଠାରେ ଅଛି ?

ଉତ୍ତର- ଲିବରପୁଲ ।

9- ଏମିତି କେଉଁ ପକ୍ଷୀ ଅଛି ଯାହାକୁ ରାତିରେ ଦେଖାଯାଏ ?

ଉତ୍ତର- ପେଚା ।

10- କେଉଁ ଫଳ ଜଲ୍ଦି ଖରାପ ହୋଇଯାଏ ?

ଉତ୍ତର- ପିଜୁଳି ।

11- ଏମିତି କେଉଁ ପଶୁ ଅଛି ଯିଏ ଡେଇଁପାରେ ନାହିଁ ?

ଉତ୍ତର- ହାତୀ ।

12- କେଉଁ ଫଳକୁ ଫ୍ରିଜରେ ରଖିବା ଦ୍ଵାରା ବିଷ ହୋଇଯାଏ ?

ଉତ୍ତର- ତରଭୁଜ ।

13- ଭାରତରେ ସର୍ବ ପ୍ରଥମେ ଇଂରେଜ ମାନେ କାହାକୁ ଫାଶୀ ଦଣ୍ଡ ଦେଇଥିଲେ ?

ଉତ୍ତର- ଦୁଖୀରାମ ବୋଷ ।

14- ଦୁନିଆରେ ସବୁଠୁ ଅଧିକ କେଉଁ ଜୀବ ଙ୍କ ସଂଖ୍ୟା ରହିଛି ?

ଉତ୍ତର- ମାଛ ।

15- ଭାରତର କେଉଁ ରାଜ୍ୟରେ ଲୁଣର ଅଧିକ ଉତ୍ପାଦନ କରାଯାଏ ?

ଉତ୍ତର- ଗୁଜୁରାଟ ।

16- କେଉଁ ଗଛ ତଳେ ଶୋଇବା ଦ୍ଵାରା ମଣିଷ ମରି ଯାଇପାରେ ?

ଉତ୍ତର- ନିମ ।

17- ଷଣ୍ଢ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର- ସ୍ପେନ ।

18- କେଉଁ ଫଳ ଖାଇବା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯାଏ ?

ଉତ୍ତର- ଆମଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *