ପୂର୍ଣ୍ଣିମା ଦିନ ସନ୍ଧ୍ୟା ରେ ଚୁପଚାପ କରନ୍ତୁ ଏହି 1 ଉପାୟ ବଦଳିଯିବ ଆପଣଙ୍କ ଭାଗ୍ୟ…

ବନ୍ଧୁଗଣ ପୂର୍ଣ୍ଣିମା ଦିନ କିଛି ବିଶେଷ ଉପାୟ କରିବା ଦ୍ଵାରା ମଣିଷର ଭାଗ୍ୟ ବଦଳି ଯାଇଥାଏ । ପୂର୍ଣ୍ଣିମା କୁ ଆମ ଶସ୍ତ୍ର ଅନୁଯାୟୀ ବହୁତ ଅଧିକ ମାନ୍ୟତା ଦିଆ ଯାଇଛି । ଏହି ଦିନ ଯଦି ପୂଜା ପାଠ କରନ୍ତି ଓ କିଛି ଉପାୟ କରନ୍ତି । ତେବେ ଏହା ଦ୍ଵାରା ବହୁତ ଅଧିଳ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ପୂର୍ଣ୍ଣିମା ଦିନ କେଉଁ କେଉଁ ଉପାୟ କରିବା ଦ୍ଵାରା ଭାଗ୍ୟ ବଦଳି ଯାଇଥାଏ ।

1- ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ଙ୍କୁ ଖିରୀ ର ଭୋଗ ଲଗାନ୍ତୁ । ଏପରି ଅକରିବା ଦ୍ଵାରା ଧନର ପ୍ରାପ୍ତି ହୋଇଥାଏ । ଏହା ସହ ଯେଉଁ ସବୁ ସମସ୍ଯା ଥିବ ତାହା ଦୂର ହୋଇଯିବ । ତେଣୁ ଘରର ଯେ କୌଣସି ସମସ୍ଯା ଦୂର କରିବା ପାଇଁ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ଙ୍କୁ କ୍ଷୀରୀ ଭୋଗ ଲଗାଇବା ଉଚିତ ।

2- ପୂର୍ଣ୍ଣିମା ଦିନ ଆମ୍ବ ପତ୍ର ଆଣି ଘରର ମୁଖ୍ୟ ଦ୍ଵାର ଆଗରେ ଲଗାଇ ଦିଅନ୍ତୁ । ଏହା ପରେ ଆମ୍ବ ପତ୍ରକୁ ତା ପର ଦିନ ପାଣିରେ ଭସାଇ ଦିଅନ୍ତୁ । ପରି କରିବା ଦ୍ଵାରା ଧନ ସମ୍ପଦର ବୃଦ୍ଧି ହୋଇଥାଏ । ଓ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ।

3- ପୂର୍ଣ୍ଣିମା ଦିନ ଭୁଲରେ ବି ଆମିଷ ଭୋଜନ ଓ ନିଶା ସେବନ ରବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଜୀବନରେ ଦୁଃଖ କ୍ଲେଶ ଅଧିକ ବଢି ଯାଇଥାଏ । ଏହା ସହ ଗୃହରେ ନାନା ସମସ୍ଯା ଆସିଥାଏ । ଏଣୁ ପୂର୍ଣ୍ଣିମା ଦିନ କୌଣସି ବି ସ୍ଥିତିରେ ଆମିଷ ବା ନିଶା ସେବନ କରିବା ଉଚିତ ନୁହେଁ ।

4- ପୂର୍ଣ୍ଣିମା ଦିନ ଅଳ୍ପ ହଳଦୀ ଓ ଗଙ୍ଗା ଜଳ ମିଶାଇ ଘରର ମୁଖ୍ୟ ଦ୍ଵାରା ଆଗରେ ଓମ ଲେଖି ଦିଅନ୍ତୁ । ଏପରି ପ୍ରତେକ ପୂର୍ଣ୍ଣିମା ଦିନ କରନ୍ତୁ । ଏପରି କରିବା ଦ୍ଵାରା ଗୃହରେ ଯାହା ବି ସମସ୍ଯା ଥାଏ ତାହା ଦୂର ହୋଇଯିବ ।

5- ଯେବେ ପୂର୍ଣ୍ଣିମା ଦିନ ସନ୍ଧ୍ୟା ରେ ଚନ୍ଦ୍ରମା ଦେଖାଯିବେ ସେତେବେଳେ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ଦାନ କରନ୍ତୁ । ପୂର୍ଣ୍ଣିମା ଦିନ ସନ୍ଧ୍ଯା ସମୟରେ ଏପରି କରିବା ଦ୍ଵାରା ଯାହା ବି ସମସ୍ୟା ଥିବ ତାହା ଦୂର ହୋଇଥାଏ । ଏହି ଉପାୟ ଦ୍ଵାରା କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ଥିଲେ ତାହା ଠିକ ହୋଇଯାଏ । ଚନ୍ଦ୍ରମା ଙ୍କୁ କ୍ଷୀରୀ ର ଭୋଗ ଲଗାନ୍ତୁ ।

6- ପୂର୍ଣ୍ଣିମା ଦିନ ସକାଳୁ ଶିବ ମନ୍ଦିର କୁ ଯାଆନ୍ତୁ । ଏହା ସହ ଶିବଲିଙ୍ଗ ଅଭିଷେକ କରନ୍ତୁ ଓ ମହାଦେବ ଙ୍କୁ ମହୁ ଭୋଗ ଲଗାନ୍ତୁ । ଏପରି କରିବା ଦ୍ଵାରା ଯାହା ବି ମାନସିକ ସମସ୍ଯା ଥିବ ତାହା ଦୂର ହୋଇଥାଏ । ସବୁ କ୍ଲେଶ କଷ୍ଟ ଦୂର ହେବ । ତେବେ ଏହି ସବୁ ଉପାୟ କରିଲେ ପୂର୍ଣ୍ଣିମା ଦିନ ଭାଗ୍ୟ ନିଶ୍ଚୟ ବଦଳିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *