ମେଷ ରାଶି ଓ କୁମ୍ଭ ରାଶି ମଧ୍ୟରେ କେଉଁ ରାଶି ସବୁଠାରୁ ଅଧିକ ଧନୀ ଜାଣନ୍ତୁ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମେଷ ରାଶି ଓ କୁମ୍ଭ ରାଶି ମଧ୍ୟରୁ ସବୁଠୁ ଅଧିକ ଧନୀ କିଏ ଅଟନ୍ତି । ପ୍ରଥମେ ଆସନ୍ତୁ ଜାଣିବା ମେଷ ରାଶିର ବ୍ୟକ୍ତିଙ୍କ ବିଷୟରେ । ମେଷ ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି । ଆପଣ ଊର୍ଜାବାନ ବ୍ୟକ୍ତି ହେବ ସହ ପ୍ରତେକ କାମରେ ତତ୍ପର ରହିଥାନ୍ତି । ଇର୍ଭୀକତା ଏମାନଙ୍କର ବ୍ୟକ୍ତିତ୍ବର ସ୍ଵଭାବ ହୋଇଥାଏ । ଏମାନେ ଅତି ବିଶ୍ଵାସୀ ହୋଇଥାନ୍ତି । କୌଣସି ବି କାମରେ ବିଳମ୍ବତା ରଖିବାକୁ ସଙ୍କୋଚ କରିଥାନ୍ତି ।

ଏମାନେ ବହୁତ ଜଲ୍ଦି ଆବେଗରେ ଆସିଥାନ୍ତି । ଏମାନଙ୍କ ଠାରେ କ୍ରୋଧ ଆସେ ସତ କିନ୍ତୁ କ୍ଷଣକ ମଧ୍ୟରେ ଚାଲି ଯାଇଥାଏ । ଲୋକ ମାନଙ୍କ ଗହଣରେ ରହିବା ଓ ନିୟମକୁ ମାନିବା ପସନ୍ଦ କରିଥାନ୍ତି । ଗୋଟେ ଥର ଯାହା ଚିନ୍ତା କରନ୍ତି ତାହା କରିଥାନ୍ତି । ଚଞ୍ଚଳତା ସ୍ଵଭାବ କାରଣରୁ ଏମାନେ କାହା ସହ ସମ୍ପର୍କ ଖରାପ କରି ଦିଅନ୍ତି । ଯେଉଁ ମାନେ ଏମାନଙ୍କର ସ୍ଵଭାବ ଜାଣିଥାନ୍ତି ସେମାନେ କେବେ ବି ସାଥ ଛାଡନ୍ତି ନାହିଁ ।

ଏମାନେ କାର୍ଯ୍ୟ କ୍ଷେତ୍ରରେ ଊର୍ଜାବାନ ରହିଥାନ୍ତି । ଏମାନଙ୍କର ଲଭ ଲାଇଫ ହେଉ କି ଦାମ୍ପତ୍ୟ ଜୀବନରେ ହେଉ ଏମାନେ ପ୍ରତିଟି କ୍ଷେତ୍ରରେ ସଫଳତା ଲାଭ କରନ୍ତି । ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ । ଏମାନଙ୍କର ରାଶି ଚିହ୍ନ କୁମ୍ଭ ଅଟେ । ଏମାନେ ଜ୍ଞାନୀ ଓ ପ୍ରଭାବସିଳ ହୋଇଥାନ୍ତି । ପରୋପକାରର ଭାବନା ଏମାନଙ୍କର ବ୍ୟକ୍ତିତ୍ବର କାରଣ ହୋଇଥାଏ ।

ଏମାନେ ହୃଦୟ ସଫା ହୋଇଥାଏ ଓ ଆଧୁନିକ ସ୍ଵଭାବର ହୋଇଥାନ୍ତି । ନିଜର ବ୍ୟବହାର ପ୍ରତି ସତର୍କ ରହିଥାନ୍ତି । ମାନ ପ୍ରତିଷ୍ଠା ପ୍ରତି ଯତ୍ନବାନ ହୋଇଥାନ୍ତି । ନିଜର ଚିନ୍ତାଧାରାରେ ଆଉ କାହାର ହସ୍ତକ୍ଷେପ ଏମାନେ ପସନ୍ଦ କରନ୍ତିନି । ଏମାନେ ସ୍ଵତନ୍ତ୍ରତା କୁ ପସନ୍ଦ କରନ୍ତି । କଥାରେ କାହାକୁ ବାନ୍ଧି ରଖନ୍ତି । ଏମାନଙ୍କର ବନ୍ଧୁ ସଂଖ୍ୟା ଅଧିକ ହୋଇଥାଏ । ଭିଡ ଭିତରେ ନ ଚାଲି ନୂଆ ରାସ୍ତାରେ ଚାଲିଥାନ୍ତି ।

ଅନେକ ସମୟରେ ଭଲ ସୁଯୋଗକୁ ବି ହାତ ଛଡା କରି ଦିଅନ୍ତି । ଏମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି । ଜୀରା ରୁ ସିରା ବାହାର କରିବାର କଳା ଏମାନଙ୍କୁ ଖୁବ ଜଣା ହୋଇଥାଏ । ଏମାନେ ସାଇନ୍ସ କ୍ଷେତ୍ରରେ ଭଲ ପ୍ରଦର୍ଶନ କରନ୍ତି । ନେତୃତ୍ଵ ନେବାର କ୍ଷମତା ଅଧିକ ରହିଥାଏ । କିନ୍ତୁ ରାଜନୀତି କୁ ପସନ୍ଦ କରନ୍ତିନି । କାର୍ଯ୍ୟ କ୍ଷେତ୍ରରେ କଠିନ କାମକୁ ଦୂରରେ ରହିବାକୁ ପସନ୍ଦ ହୋଇଥାଏ ।

ଏହି କାରଣରୁ ଜଲ୍ଦି ଉନ୍ନତି କରିଥାନ୍ତି । ଏମାନଙ୍କର କିଛି ଶିଖିବା ପ୍ରତି ରୁଚି ରହିଥାଏ । ଏମାନେ ବହୁ ବିଦ୍ୟାର ଅଧିକାରୀ ହୋଇଥାନ୍ତି । ଏମାନଙ୍କର କଥା କହିବାର କୌଶଳ ଓ ଦେଖିବାକୁ ଆକର୍ଷକ ହୋଇଥାନ୍ତି । ଏମାନେ ସ୍ଵତନ୍ତ୍ର ବିଚାର ସମ୍ପନ୍ନ ହୋଇଥାନ୍ତି । କୌଣସି କ୍ଷେତ୍ରରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତିନି । ଏମାନଙ୍କର ସ୍ଵାମୀ ଶନି ଅଟନ୍ତି । କାହାକୁ ଢୋକ ଦେବ ପସନ୍ଦ କରନ୍ତିନି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *