କେଉଁ ଫୁଲ ନଦୀରେ ଭସାଇଲେ ଧାର କରଜରୁ ଶୀଘ୍ର ମୁକ୍ତି ମିଳିଥାଏ ? ଏହା ସହ ଅହିରି କିଛି Ajira Anuchinta

ବନ୍ଧୁଗଣ ଜୀବନକୁ ସୁଖମୟ ଓ ସରସ ସୁନ୍ଦର କରିବା ପାଇଁ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ । ୧- ଶୋଇବା ସମୟରେ ସୁଗନ୍ଧିତ ଫୁଲ ବା ଧଳା କପଡାରେ ଇତ୍ର ଲଗାଇ ରଖିବା ଦ୍ଵାରା ସମ୍ପର୍କରେ ଓ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସ୍ଥାଏ ।

୨- ତକିଆ ତଳେ ଠାକୁରଙ୍କୁ ଦିଆଯାଇଥିବା ତାଜା ଫୁଲ ରଖିକି ଶୋଇବା ଦ୍ଵାରା ମନରେ ଶାନ୍ତି ଓ ସୁଖ ନିଦ୍ରା ଆସିଥାଏ ।

୩- ବାସ୍ତୁ ଅନୁସାରେ ତକିଆ ତଳେ ଚାବି ରଖିବା ଅନୁଚିତ । ଏହାଦ୍ବାରା ଆର୍ଥିକ ସମସ୍ଯା ଦେଖାଦିଏ । ତକିଆ ତଳେ ବହି ବା ପେପର ରଖିକି ଶୋଇବା ଦ୍ଵାରା ନିଜର କ୍ୟାରିୟର, ସ୍ୱାସ୍ଥ୍ୟ ଉପରେ ଖାରପ ପ୍ରଭାବ ପଡିଥାଏ ।

୪- ତକିଆ ପାଖରେ ପର୍ସ ରଖିବା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହେବା ସହ ସମ୍ପର୍କରେ ମଧୁରତା କମ ହୋଇଥାଏ ।

୫- ସୋମବାର ଦିନ ତକିଆ ତଳେ ସିନ୍ଦୁର ରଖିକି ସୋଇଲେ ଓ ମଙ୍ଗଳବାର ଦିନ ସିନ୍ଦୁରକୁ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ ।

୬- ଯଦି ଶୋଇବା ସମୟରେ ପିଲାମାନେ ଚମକୁଥାନ୍ତି ତେବେ ତକିଆ ତଳେ ଲୁହା ଜିନିଷ ରଖିଲେ ଏହା ବନ୍ଦ ହୋଇଥାଏ ।

୭- ଶୋଇବା ସମୟରେ ତକିଆ ତଳେ ରସୁଣ ପାଖୁଡା ରଖିଲେ ନେଗେଟିଭ ଶକ୍ତି ଦୂର ହେବା ସହ ସୁନିଦ୍ରା ଆସିଥାଏ ।

୮- ଧଳା କପଡାରେ ପାନମଧୁରୀ ତକିଆ ତଳେ ରଖିକି ସୋଇଲେ ଖରାପ ସ୍ଵପ୍ନ ଓ ମାନସିକ ଚିନ୍ତା ଦୂର ହୋଇଥାଏ ।

୯- ସବୁଜ କପଡାରେ ମୁଗ ବାନ୍ଧି ତକିଆ ତଳେ ରଖିକି ସୋଇଲେ ଓ ସକାଳୁ ଦାନ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ରହିବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

୧୦- ସକାଳୁ ଉଠି ହାତ ପାପୁଲିକୁ ଦେଖିଲେ ଓ ଯେଉଁ ଠାକୁରଙ୍କୁ ପୂଜା କରୁଛନ୍ତି ତାଙ୍କ ନାମ ଲେଖିଲେ ଧାର କରଜରୁ ମୁକ୍ତି ମିଳିଥାଏ ।

୧୧- ପିଞ୍ଜରାରେ ବନ୍ଦ ଥିବା ପକ୍ଷୀ କୁ ମୁକ୍ତ କରାଯାଏ ତେବେ କରଜରୁ ସହଜରେ ମୁକ୍ତି ମିଳିଥାଏ । ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଜୀଙ୍କୁ ତୈଳ ଓ ସିନ୍ଦୁର ଦାନ କରିଲେ କରଜରୁ ମୁକ୍ତି ମିଳିଥାଏ ।

୧୨- ପ୍ରତେକ ଦିନ ଘରେ ସୋରିଷ ତେଲରେ ଦୀପ ଜାଳିବା ଦ୍ଵାରା କାର୍ଯ୍ୟ କରିବାର ଇଚ୍ଛା ବୃଦ୍ଧି ହୋଇଥାଏ । ଯାହା ଫଳରେ କରାଯା କମ ହୋଇଥାଏ ।

୧୩- ରବିବାର ଓ ମଙ୍ଗଳବାର ଦିନ ମସୁର ଡାଲି ଗରିବ ଲୋକଙ୍କୁ ଦାନ କରିଲେ ଧାର କରଜରୁ ମୁକ୍ତି ମିଳିଥାଏ ।

୧୪- ଶନିବାର ଦିନ ସୂର୍ଯ୍ୟାସ୍ତ ସମୟରେ ଗୋଟେ ମାଟି ଦୀପରେ ସୋରିଷ ତେଲ ରଖି ପୋଖରୀ ବନ୍ଧରେ ପୋତିବା ଦ୍ଵାରା କରଜରୁ ମିଳିଥାଏ ।

୧୫- କୌଣସି ଲୋକ ନିଜ ଆୟରେ ଅଧା ଭଗା ସଞ୍ଚୟ କରି ଅଧା ଭାଗ ଖର୍ଚ୍ଚ କରେ ତେବେ କରଜ କରିବାକୁ ପଡିନ ଥାଏ ।

୧୬- ୫ଟି ଲାଲ ଗୋଲାପ ଫୁଲକୁ ଆଣି ଗାୟତ୍ରୀ ମନ୍ତ୍ର ୨୧ ଥର ପଢିବା ପରେ ଫୁଲକୁ ନଦୀରେ ଭସାଇବା ଦ୍ଵାରା ସମସ୍ତ କରଜରୁ ଜଲ୍ଦି ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *