ମହାଭାରତ ଓ ରାମାୟଣ ଜଡିତ ଜଣା ଅଜଣା ପ୍ରଶ୍ନ: ହନୁମାନଙ୍କୁ କିଏ ଗଦା ପ୍ରଦାନ କରିଥିଲେ ? ଏହା ସହ ଆହୁରି 15+ GK Quiz

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଯାହାର ଉତ୍ତର ଖୁବ କମ ଲୋକେ ଜାଣିଥିବେ ।ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ବହୁତ ସହଜ ଓ ସରଳ ପ୍ରଶ୍ନ । ଆସନ୍ତୁ ଜାଣିବା ମହାଭାରତ ଓ ରାମାୟଣ ସମ୍ବଧିତ କିଛି ଜଣ ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

୧- ଅଭିମନ୍ୟୁ କାହାର ପୁତ୍ର ଅଟନ୍ତି ?

ଉତ୍ତର- ସୁଭଦ୍ରା ।

୨- ବିଶ୍ଵାବସୁ ଙ୍କ କନ୍ୟା କିଏ ଅଟନ୍ତି ?

ଉତ୍ତର- ଲଳିତା ।

୩- ଜଗନ୍ନାଥ ଓ ବଳଭଦ୍ର ଙ୍କୁ କାଞ୍ଚି ଅଭିଯାନ ବେଳେ କିଏ ଦହି ପିଆଇ ଥିଲେ ?

ଉତ୍ତର- ମାଣିକ ।

୪- କେଉଁ ଋଷି ବଙ୍କେଇ ବଙ୍କେଇ ଚାଲିଥାନ୍ତି ?

ଉତ୍ତର- ଅଷ୍ଟବକ୍ର ।

୫- ମହାଭାରତ ଅନୁସାରେ ପିତାମହ ଭୀଷ୍ମ କାହା ପୁତ୍ର ଥିଲେ ?

ଉତ୍ତର- ଗଙ୍ଗା ।

୬- ଅଙ୍ଗରାଜ କର୍ଣ୍ଣ ଙ୍କ ପାଳିତ ମାତା ଙ୍କ ନାମ କଣ ଅଟେ ?

ଉତ୍ତର- ରାଧା ।

୭- ଦୁର୍ଯୋଧନ ଙ୍କ ମାମୁଁ ଶକୁନି ଙ୍କ ରାଜ୍ୟ ର ନାମ କଣ ଥିଲା ?

ଉତ୍ତର- ଗାନ୍ଧାର ।

୮- ହନୁମାନ ଙ୍କ ସ୍ତ୍ରୀ ଙ୍କ ନାମ କଣ ?

ଉତ୍ତର- ସୁର୍ଭଚାଲା ।

୯- ମାତା ସୀତା କେଉଁ ଦେଶରେ ଜନ୍ମ ହୋଇଥିଲେ ?

ଉତ୍ତର- ନେପାଳ ।

୧୦- ହନୁମାନ ଙ୍କୁ କିଏ ଗଦା ପ୍ରଦାନ କରିଥିଲେ ?

ଉତ୍ତର- କୁବେର ।

୧- କେଉଁ ଠାକୁର ଘର ଜୋଇଁଆ ଅଟନ୍ତି ?

ଉତ୍ତର- ଶଙ୍କର ଭଗବାନ ।

୧୨- ଦେବତା ମାନଙ୍କର ଇଞ୍ଜିନିୟର କିଏ ଅଟନ୍ତି ?

ଉତ୍ତର- ବିଶ୍ଵକର୍ମା ।

୧୩- ଦେବତା ମାନଙ୍କର ଡାକ୍ତର କିଏ ?

ଉତ୍ତର- ଅଶ୍ଵିନୀ କୁମାର ।

୧୪- ପୃଥିବୀର ବଡ ଧର୍ମ ଗ୍ରନ୍ଥ ର ନାମ କଣ ?

ଉତ୍ତର- ମହାଭାରତ ।

୧୫- ପଶୁପତି କେଉଁ ଦେବତା ଙ୍କୁ କୁହାଯାଏ ?

ଉତ୍ତର- ମହାଦେବ ।

୧୬- କେଉଁ ଋଷି ଙ୍କ ଅସ୍ତି ରୁ ବିଜୁଳି ତିଆରି ହୋଇଥିଲା ?

ଉତ୍ତର- ଦଧିଚି ।

୧୭- ରାବଣ ପୁଷ୍ପକ ବିମାନ କେଉଁ ଠାରୁ ପାଇଥିଲେ ?

ଉତ୍ତର- କୁବେର ଙ୍କୁ ଯୁଦ୍ଧରେ ପରାସ୍ତ କରି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *