ନାମର ପ୍ରଥମ ଅକ୍ଷର S ହୋଇଥିଲେ ନିଶ୍ଚୟ ଜାଣନ୍ତୁ, ଆପଣଙ୍କ ଜୀବନ ବଦଳିଯିବ…

ବନ୍ଧୁଗଣ ଏହି ଦୁନିଆରେ ରହୁଥିବା ପ୍ରତେକ ଜୀବଜନ୍ତୁ, ବସ୍ତୁ ଓ ବ୍ୟକ୍ତିଙ୍କର କିଛି ନା କିଛି ନାମ ରହିଥାଏ । ନାମ ରୁ ହିଁ ସେହି ବ୍ୟକ୍ତିଙ୍କର ପରିଚୟ ମିଳିଥାଏ । ପ୍ରତେକ ବ୍ୟକ୍ତିଙ୍କ ନାମରେ କୌଣସି ପ୍ରଭାବ ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ S ନାମର ବ୍ୟକ୍ତି କେମିତି ହୋଇଥାନ୍ତି । ଯାହାଙ୍କ ଆମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେଉଁ ପ୍ରକାରର ହୋଇଥାନ୍ତି ଆସନ୍ତୁ ଜାଣିବା ବିସ୍ତାର ଭାବେ ।

S ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତି ପ୍ରାୟତଃ ରାଶିଚକ୍ର ଅନୁସାରେ କୁମ୍ଭ ରାଶିର ହୋଇଥାନ୍ତି । ଏହି ଅକ୍ଷର ଟି ଇଂରେଜୀ ର 19 ତମ ଲେଟର ଅଟେ । ଏହି ନାମର ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ କହିଲେ ଯେମିତି ସିଂହ ଝାମ୍ପ ମାରିବା ପୂର୍ବରୁ ଗୋଟେ ପାଦ ପଛକୁ ଦେଇଥାଏ । ସେହିପରି S ନାମର ବ୍ୟକ୍ତିଙ୍କୁ ଯଦି ଜୀବନ ପଛକୁ ଟାଣିବାକୁ ଚେଷ୍ଟା କରିଥାଏ ତେବେ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢିଥାନ୍ତି ।

କଠିନ ସ୍ଥିତିରେ ମଧ୍ୟ ଏମାନେ ନିଜ ରାସ୍ତା ଖୋଜିବା ବଦଳରେ ନିଜର ନୂଆ ରାସ୍ତା ପ୍ରସ୍ତୁତ କରିଥାନ୍ତି । ଏମାନଙ୍କୁ କାହାର ସହାନୁଭୁତିର ଆବଶ୍ୟକ ପଡି ନ ଥାଏ । ଏମାନେ ସିଂହ ସମାନ ହୋଇଥାଏ । ଯେପରି ଶିଙ୍ଗ ବନରେ ଗର୍ଜନ କରିଥାଏ ସେହିପରି S ନାମର ବ୍ୟକ୍ତି କାହା ସହ ଶତ୍ରୁତା ରଖିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି କେହି ବାରମ୍ବାର ଏମାନଙ୍କ ପ୍ରତି ଶତ୍ରୁତା ଆଚରଣ କରନ୍ତି ତେବେ ସିଂହ ସମାନ ପ୍ରକୃତି ରୂପ ସମୟ ଆସିଲେ ନିଶ୍ଚୟ ଦେଖିଥାନ୍ତି ।

ଏମାନେ ନିଜର ପରିଚୟ ନିଜେ ସୃଷ୍ଟି କରିଥାନ୍ତି । ଏମାନେ ନିଜର ଛବି ଏମିତି ପ୍ରସ୍ତୁତ କରିଥାନ୍ତି କି ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜର ଛାପ ପକାଇଥାନ୍ତି । ପ୍ରତେକ ଲୋକ ଏମିତି ଦୁନିଆକୁ ଆସନ୍ତି ଓ ଚାଲି ଯାଇଥାନ୍ତି । କିନ୍ତୁ ଏହି ନାମର ବ୍ୟକ୍ତି ଦୁନିଆରେ ନିଜର ଅଲଗା ପରିଚୟ ଓ ଖ୍ଯାତି ସମ୍ମାନ ସୃଷ୍ଟି କରିଥାନ୍ତି । ଏମାନଙ୍କର ସବୁଠୁ ପ୍ରିୟ ରୁଚି ହୋଇଥାଏ ।

ଏମାନେ ଏମିତି କିକି କରିଥାନ୍ତି ଦୁନିଆରେ ପ୍ରତେକ ସ୍ଥାନରେ ଏମାନଙ୍କର ଚର୍ଚ୍ଚା ହୋଇଥାଏ । ଯେମିତି ବଡ ବଡ ସେଲିବ୍ରେଟି ହୋଇଥାନ୍ତି । ବହୁତ ଲୋକ ସୋଇକି ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ଏହି ଅକ୍ଷରର ବ୍ୟକ୍ତିଙ୍କ ସ୍ଵପ୍ନ ନିଦ ହେବାକୁ ଦିଏ ନାହିଁ । ସେମାନେ ନିରନ୍ତର ପରିଶ୍ରମ କରି ଗୋଟେ ଦିନ ନିଜ ଆନନ ବିଖ୍ୟାତ କରିଥାନ୍ତି । ଏମାନଙ୍କର ସଫଳତାରୁ ଦୁନିଆ ଜାଣିଥାଏ ।

ଏମାନେ ଦୁନିଆରେ ଗୋଟିଏ ହୋଇଥାନ୍ତି । ଏହି ଲୋକ ସେଲ୍ଫମେଡ ହୋଇଥାନ୍ତି । ଏହି ଲୋକ ନିଜର ବଳରେ ସବୁ କିଛି ପାଇଥାନ୍ତି । ଏମାନେ ଦେଖାଇ ହେବାରେ ପସନ୍ଦ କରନ୍ତିନି । ଏମାନଙ୍କ ସମ୍ପର୍କରେ ଯିଏ ବି ଆସିଯାଏ ତାଙ୍କୁ ନିଜର କରିଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର, ବୁଦ୍ଧିମାନ, ଆକର୍ଷକ ହୋଇଥାନ୍ତି । ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାର ଇଚ୍ଛା ରହିଥାଏ । ଏମାନଙ୍କୁ କାହାର ଲାଇଫରେ ହସ୍ତକ୍ଷେପ କରିବା ପସନ୍ଦ ନୁହେଁ । ଖରାପ ସମୟରେ ବନ୍ଧୁଙ୍କୁ ସହଯୋଗ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *