ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- କାହା ପାଖରେ ରିଙ୍ଗ ଅଛି ହେଲେ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ ?
ଉତାର- ମୋବାଇଲ ।
2- ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟ ମାନେ ?
ଉତ୍ତର- ତୁମର ନାମ ।
3- ତାହା କଣ ଯାହାର ମୁଣ୍ଡ ଓ ଲାଞ୍ଜ ଅଛି । କିନ୍ତୁ ଶରୀର ନାହିଁ ?
ଉତ୍ତର- ମୁଦ୍ରା ।
4- କେଉଁ ବ୍ୟାଙ୍କରେ ପଇସା ନାହିଁ ?
ଉତ୍ତର- ରିଭର ବ୍ଯାଙ୍କ ।
5- ସେ କାହା ସହ ଝଗଡା କରେ ନାହିଁ ତଥାପି ସମସ୍ତେ ତାକୁ ମାରିଥାନ୍ତି । ସେ କିଏ ?
ଉତ୍ତର- ଢୋଲ ।
6- କେଉଁ ଜୀବ ସବୁବେଳେ କାନ୍ଦୁ ଥାଏ ?
ଉତ୍ତର- କୁମ୍ଭୀର ।
9- ଗୋଟିଏ ପୋଲ ରେ ଗୋଟିଏ କାର ଯାଇ ପାରିବ । ଗୋଟେ ଧଳା କାର ଓ ଗୋଟେ କଳା କାର ଏକା ବେଳେ କେମିତି ଯିବେ ?
ଉତ୍ତର- କଳା କାର ଜଣକ ଧଳା କାର ଟିକୁ ଚଳେଇବ ।
10- ନିଜ ଇଚ୍ଛା ରେ ଅଣ୍ଡା କିଏ ଦିଏ ?
ଉତ୍ତର- ରାଣୀ ମହୁମାଛି ।
11- ପାଣି ପିଉ ନ ଥିବା ଉଭୟଚର ପ୍ରାଣୀ କିଏ ?
ଉତ୍ତର- ବେଙ୍ଗ ।
12- ତାହା କଣ ଯାହାକୁ ଆମେ ଦେଖିପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?
ଉତ୍ତର- ସ୍ଵପ୍ନ ।
13- ଆପଣ ଆନନ୍ଦ ଲଡୁ କେବେ ଖାଇଥିଲେ ?
ଉତ୍ତାରେ- ଯେବେ ଆପଣ ସଫଳ ହେବା ପରେ ଲୋକ ମାନେ ଧନ୍ୟବାଦ ଦିଅନ୍ତି ।
14- କେଉଁଠି କି 100 ଲୋ ଗଲେ 99 ଫେରନ୍ତି ?
ଉତ୍ତର- ମସାଣି ।
15- କେଉଁଠି କି 100 ଲୋକ ଗଲେ 101 ଲୋକ ଫେରନ୍ତି ?
ତତାର- ବାହାଘର ।
16- ମୁଁ ଆଲୋକ ଦ୍ଵାରା ବାନ୍ଧିଥାଏ ଆଲୋକ ଦ୍ଵାରା ମରିଥାଏ । ମୁଁ କିଏ ?
ଉତ୍ତର- ଛାଇ ।
17- କାଠର ବାଛୁଟି ପଥର ଗାଈ ଯେତେ ଦୂହୁଁଥିଲେ ପହ୍ନଉଥାଇ ?
ଉତ୍ତର- ଚନ୍ଦନା କାଠ ପେଡି ।
18- ହାତ ନାହିଁକି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?
ଉତ୍ତର- ଟୋପି ।
19- ସେ କିଏ ଯିଏ ଦିନ ରାତି ମୁଣ୍ଡରେ ପାଣି ଧରି ଛିଡା ହୋଇଥାଏ ?
ଉତ୍ତର- ନଡିଆ ଗଛ ।
20- ଆପଣଙ୍କର ଦୋଷ ନ ଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?
ଉତ୍ତର- ବେଲ୍ଟ ।
21- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?
ଉତ୍ତର- ସମୁଦ୍ରି ଘୋଡା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।