କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ? 15 + GK With Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- କାହା ପାଖରେ ରିଙ୍ଗ ଅଛି ହେଲେ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ ?

ଉତାର- ମୋବାଇଲ ।

2- ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟ ମାନେ ?

ଉତ୍ତର- ତୁମର ନାମ ।

3- ତାହା କଣ ଯାହାର ମୁଣ୍ଡ ଓ ଲାଞ୍ଜ ଅଛି । କିନ୍ତୁ ଶରୀର ନାହିଁ ?

ଉତ୍ତର- ମୁଦ୍ରା ।

4- କେଉଁ ବ୍ୟାଙ୍କରେ ପଇସା ନାହିଁ ?

ଉତ୍ତର- ରିଭର ବ୍ଯାଙ୍କ ।

5- ସେ କାହା ସହ ଝଗଡା କରେ ନାହିଁ ତଥାପି ସମସ୍ତେ ତାକୁ ମାରିଥାନ୍ତି । ସେ କିଏ ?

ଉତ୍ତର- ଢୋଲ ।

6- କେଉଁ ଜୀବ ସବୁବେଳେ କାନ୍ଦୁ ଥାଏ ?

ଉତ୍ତର- କୁମ୍ଭୀର ।

9- ଗୋଟିଏ ପୋଲ ରେ ଗୋଟିଏ କାର ଯାଇ ପାରିବ । ଗୋଟେ ଧଳା କାର ଓ ଗୋଟେ କଳା କାର ଏକା ବେଳେ କେମିତି ଯିବେ ?

ଉତ୍ତର- କଳା କାର ଜଣକ ଧଳା କାର ଟିକୁ ଚଳେଇବ ।

10- ନିଜ ଇଚ୍ଛା ରେ ଅଣ୍ଡା କିଏ ଦିଏ ?

ଉତ୍ତର- ରାଣୀ ମହୁମାଛି ।

11- ପାଣି ପିଉ ନ ଥିବା ଉଭୟଚର ପ୍ରାଣୀ କିଏ ?

ଉତ୍ତର- ବେଙ୍ଗ ।

12- ତାହା କଣ ଯାହାକୁ ଆମେ ଦେଖିପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?

ଉତ୍ତର- ସ୍ଵପ୍ନ ।

13- ଆପଣ ଆନନ୍ଦ ଲଡୁ କେବେ ଖାଇଥିଲେ ?

ଉତ୍ତାରେ- ଯେବେ ଆପଣ ସଫଳ ହେବା ପରେ ଲୋକ ମାନେ ଧନ୍ୟବାଦ ଦିଅନ୍ତି ।

14- କେଉଁଠି କି 100 ଲୋ ଗଲେ 99 ଫେରନ୍ତି ?

ଉତ୍ତର- ମସାଣି ।

15- କେଉଁଠି କି 100 ଲୋକ ଗଲେ 101 ଲୋକ ଫେରନ୍ତି ?

ତତାର- ବାହାଘର ।

16- ମୁଁ ଆଲୋକ ଦ୍ଵାରା ବାନ୍ଧିଥାଏ ଆଲୋକ ଦ୍ଵାରା ମରିଥାଏ । ମୁଁ କିଏ ?

ଉତ୍ତର- ଛାଇ ।

17- କାଠର ବାଛୁଟି ପଥର ଗାଈ ଯେତେ ଦୂହୁଁଥିଲେ ପହ୍ନଉଥାଇ ?

ଉତ୍ତର- ଚନ୍ଦନା କାଠ ପେଡି ।

18- ହାତ ନାହିଁକି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?

ଉତ୍ତର- ଟୋପି ।

19- ସେ କିଏ ଯିଏ ଦିନ ରାତି ମୁଣ୍ଡରେ ପାଣି ଧରି ଛିଡା ହୋଇଥାଏ ?

ଉତ୍ତର- ନଡିଆ ଗଛ ।

20- ଆପଣଙ୍କର ଦୋଷ ନ ଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?

ଉତ୍ତର- ବେଲ୍ଟ ।

21- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?

ଉତ୍ତର- ସମୁଦ୍ରି ଘୋଡା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *