ଆଜି ଆମେ ଆପଣ ମାନଙ୍କ ପାଇଁ ପିଜୁଳି ଗଛର ପାତ୍ରର ସେବନ ଦ୍ଵାରା କେଉଁ କେଉଁ ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି କେଶ ସମସ୍ଯା ହେଉଥାଏ ତେବେ ଏହାର ନିବାରଣ ପାଇଁ ଗୋଟେ ପିଜୁଳି ପାତ୍ରର ଭଲ ଭାବେ ପେଷ୍ଟ କରି ସେଥିରେ କିଛି ଖଟା ଦହି ମିଶାନ୍ତୁ । ଏହା ପରେ ଏଥିରେ ନିମ ପତ୍ରର ପାଉଡର ସହ ଅଧ ଚାମଚର ମୁଲତାନି ମାଟି ସହ ସୋରିଷ ବା ନଡିଆ ତେଲ ଏକ ଚାମଚ ମିଶାନ୍ତୁ ।
ଏହି ମିଶ୍ରଣର ବ୍ୟବହାର ସପ୍ତାହକୁ ଥରେ ବ୍ୟବହାର କାରନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇବାର ଗୋଟେ ଘଣ୍ଟା ଯାଏଁ ରଖି କେଶ ଧୋଇବା ଉଚିତ । ଏହା ଛଡା ପେଟ ଜନିତ କୌଣସି ସମସ୍ଯା ରହିଥାଏ ଯେମିତ ଗ୍ଯାସ ହେବ ବା ଅନ୍ୟ ଯେ କୌଣସି ସମସ୍ଯା ତେବେ ଗୋଟେ ଛୋଟ ପିଜୁଳି ପତ୍ରକୁ ଖାଇଲେ ଏହା ଦୂର ହୋଇଥାଏ । ପିଜୁଳି ପତ୍ର ର ସେବନ ଦ୍ଵାରା ହଜମ ଶକ୍ତି ହେବ ସହ ଶରୀର କମଜୋର ଲାଗୁଥିଲେ ମଧ୍ୟ ଏହାର ନିବାରଣ ହୋଇଥାଏ ।
ଯେଉଁ ମାନଙ୍କର ମୋଟାପା ରହିଥିବ ବା ଓଜନ ଅଧିକ ହୋଇଥାଏ ତେବେ ସେମାନେ ପିଜୁଳି ପତ୍ରର ସେବନ କରି ପାରିବେ । ଆମ ଶରୀରରେ ମେଟାବୋଲିଜିୟମ କମ ହେବା ହେତୁ ମୋଟାପା ଦେଖାଯାଏ । ଏହାର ନିବାରଣ ପାଇଁ ଅଶ୍ଵଗନ୍ଧା ପତ୍ର ସହ ପିଜୁଳି ପତ୍ରର ସେବନ କରିଲେ ମୋଟାପା ଦୂର ହୋଇଥାଏ । ଏହା ଛଡା ଗରମ ପାଣିରେ କିଛି ମହୁ ମିଶାଇ ଏହାର ସେବନ କରିଲେ ବହୁତ ଜଲ୍ଦି ମୋଟାପା କମ ହୋଇଥାଏ । ଯଦି ଆପଣ ଅଧିକ ସମୟ ଯାଏଁ ଗୋଟେ ଜାଗାରେ ବସି ରହୁଛନ୍ତି ତେବେ ତାହା ଭୁଲ ଅଟେ ।
ଏହା ଛଡା ନିଜ ଡାଏଟରେ ମଧ୍ୟ ପରିବର୍ତ୍ତନ କରିବା ଉଚିତ । ଯେତେ ହାଲକା ଖାଦ୍ଯ ଖାଇବା ଉଚିତ । ନିଜ ଡାଏଟ ରେ ସାଲାଟ ଆଡ କରିବା ଉଚିତ । ଏହା ସାହା ଅଧିକ ତେଲ ଜାତୀୟ ଖାଦ୍ଯ ବା ଅନ୍ୟ କୌଣସି ହେଭି ଖାଦ୍ଯ ଖାଇବା ଉଚିତ ନୁହେ । ଏହା ସହ ସକାଳେ ବ୍ୟାୟାମ ବା ଯୋଗ କରିବା ଉଚିତ । ପିଜୁଳି ପତ୍ର ସେବନ ଦ୍ଵାରା ଅନ୍ୟ ଏକ ଫାଇଦା ହେଉଛି ସକାଳେ ଖାଲି ପେଟରେ ଗୋଟେ ପିଜୁଳି ପତ୍ର ଚୋବାଇ ଚୋବାଇ ଖାଇ ଗରମ ପାଣି ସହ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଏହା ଗଜବ ପ୍ରକାର ଫାଇଦା ଆମ ଶରୀର କୁ ହୋଇଥାଏ ।
ଏପରି କରିବା ଦ୍ଵାରା ଆମ ଶରୀର ରେ ରକ୍ତ ସଫା ହେବା ସହ ଶରୀରରେ ଫୁର୍ତ୍ତି ଆସିଥାଏ । ଏହା ସହ ଚେହେରାରେ ଚମକ ଆସିବା ସହ ଶରୀର ମଜବୁତ ହୋଇଥାଏ । ଯେଉ ମାନଙ୍କର ଆଖିର ରୋଷନି ସମସ୍ଯା ରହିଥାଏ ବା ଆଖି ତଳ କଳା ପଡିଥାଏ ତେବେ ପିଜୁଳି ପତ୍ରର ପେଷ୍ଟ ସହ କାକୁଡି, ବିଲାତି ଓ ଆଳୁ ରସ ସହ ମିଶାଇ ଆଖି ତଳେ ଲଗାଇଲେ ଏହା କଳା ଦାଗ ଦୂର କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।