ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ କିଛି ନା କିଛି ସାଧାରଣ ଜ୍ଞାନ ଆହରଣ କରିବା ନିତାନ୍ତ ଜରୁରୀ ଅଟେ । ବିନା ଜ୍ଞାନ ରେ ମଣିଷ ଜୀବନ ନିରର୍ଥକ ଅଟେ । ମଣିଷ ଯେବେ ଜ୍ଞାନ ଆହରଣ କରିଥାଏ ତାହା ବହି ହେଉ କି ଅନ୍ୟ କେଉଁ ଠାରୁ ହେଉ ସବୁ କିଛି ଭବିଷ୍ୟତରେ କାମ ରେ ଆସିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ କହିବାକୁ ଯାଉଛୁ ।
୧- ମଣିଷର ଆଖି କେତେ ଦୂର ଯାଏଁ ଦେଖିପାରେ ?
ଉତ୍ତର- ୨୦ କିମି ।
୨- ମଶା କେତେ ଦୂର ଯାଏଁ ଉଡିପାରେ ?
ଉତ୍ତର- ୫୦ ଫିଟ ।
୩- ପୁରା ଦୁନିଆରେ ମୋଟ କେତୋଟି ଦେଶ ଅଛି ?
ଉତ୍ତର- ୧୯୫ ।
୪- ଭାରତରେ ସମୁଦାୟ କେତୋଟି ଭାଷା କୁହାଯାଏ ?
ଉତ୍ତର- ୧୨୨ଟି ।
୫- ଇଂରେଜ ମାନେ ଭାରତରେ କେତେ ବର୍ଷ ଯାଏଁ ଶାସନ କରିଥିଲେ ?
ଉତ୍ତର- ୨୦୦ ବର୍ଷ ।
୬- ମଣିଷର ମସ୍ତିସ୍କ କେତେ ଭାଗ ପାଣି ହୋଇଥାଏ ?
ଉତ୍ତର- ୮୦% ।
୭- ଇଣ୍ଡିଆ ଗେଟର ନିର୍ମାଣ କେବେ ହୋଇଥିଲା ?
ଉତ୍ତର- ୧୯୨୧ ରେ ।
୮- ବୁଢିଆଣୀର କେତୋଟି ଗୋଡ ଥାଏ ?
ଉତ୍ତର- ୮ଟି ।
୯- ହାୱାଇ ଜାହାଜର ସନ୍ଧାନ କେଉଁ ଦେଶ କରିଥିଲା ?
ଉତ୍ତର- ଆମେରିକା ।
୧୦- ଗୋଲାପ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?
ଉତ୍ତର- ଇରାନ ।
୧୧- ମଣିଷ ତାର ପୁରା ଜୀବନରେ କେତେ ବର୍ଷ ଯାଏଁ ଶୋଇବାରେ ବିତାଇଥାଏ ?
ଉତ୍ତର- ୨୫ ବର୍ଷ ।
୧୨- ଭାରତର ସବୁଠାରୁ ସୁରକ୍ଷିତ ନାଗରିକ କିଏ ?
ଉତ୍ତର- ପ୍ରଧାନମନ୍ତ୍ରୀ ।
୧୩- ଭାରତର ପ୍ରଥମ ରାଜ୍ୟର ନାମ କଣ ?
ଉତ୍ତର- ବିହାର ।
୧୪- କେଉଁ ପକ୍ଷୀ କ୍ଷୀର ରୁ ପାଣିକୁ ଅଲଗା କରିଥାଏ ?
ଉତ୍ତର- ହଂସ ।
୧୫- ଭାରତର ରାଷ୍ଟ୍ରୀୟ ବହିର ନାମ କଣ ?
ଉତ୍ତର- ସମ୍ବିଧାନ ।
୧୬- ରାତିରେ ଆକାଶରେ କେଉଁ ଗ୍ରହ ନାଲି ଦେଖାଯାଏ ?
ଉତ୍ତର- ମଙ୍ଗଳ ।
୧୭- କେଉଁ ଗୁରୁ ଙ୍କୁ ଔରଙ୍ଗଜେବ ଫାଶୀ ଦେଇଥିଲେ ?
ଉତ୍ତର- ଗୁରୁ ତେଜ ବାହାଦୁର ।
୧୮- ଭାରତର ସବୁଠାରୁ ଧନୀ ଗାଁ ର ନାମ କଣ ?
ଉତ୍ତର- ମାଧପୁର ।
୧୯- ନକଲି ସୁନା କାହାକୁ କୁହାଯାଏ ?
ଉତ୍ତର- ଆଇରନ ଅକ୍ସାଇଡ ।
୨୦- କେଉଁ ଠାରେ ଦିନରେ ତାରା ଦେଖା ଯାଇଥାଏ ?
ଉତ୍ତର- ଅନ୍ତରିକ୍ଷ ।
୨୧- ପୃଥିବୀରେ ଦେଖା ଯାଉଥିବା ଚମକୁଥିବା ଗ୍ରହର ନାମ କଣ ?
ଉତ୍ତର- ଶୁକ୍ର ଗ୍ରହ ।
୨୨- ଶିକ୍ଷା କୁ ଅନିବାର୍ଯ୍ୟ କରୁଥିବା ପ୍ରଥମ ଦେଶର ନାମ କଣ ?
ଉତ୍ତର- ଚୀନ ।
୨୩- ମାଛ ମାନଙ୍କର ରାଜା କେଉଁ ମାଛ କୁ କୁହାଯାଏ ?
ଉତ୍ତର- ଶାର୍କ ।
୨୪- ଏସିଆର ସବୁଠାରୁ କମ ଜନସଂଖ୍ୟା ଦେଶର ନାମ କଣ ?
ଉତ୍ତର- ମାଳଦ୍ଵୀପ ।
୨୫- କ୍ଷେତ ରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଥାଏ, ଘରେ ଆସିବା ପରେ ନାଲି ହୋଇଯାଏ । କୁହ ତାହା କଣ ?
ଉତ୍ତର- ଚାହା ପତି ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।