କ୍ଷେତ ରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଥାଏ, ଘରେ ଆସିବା ପରେ ନାଲି ହୋଇଯାଏ । କୁହ ତାହା କଣ ? ଏହା ସହ ଆହୁରି 20+ GK Quiz

ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ କିଛି ନା କିଛି ସାଧାରଣ ଜ୍ଞାନ ଆହରଣ କରିବା ନିତାନ୍ତ ଜରୁରୀ ଅଟେ । ବିନା ଜ୍ଞାନ ରେ  ମଣିଷ ଜୀବନ ନିରର୍ଥକ ଅଟେ । ମଣିଷ ଯେବେ ଜ୍ଞାନ ଆହରଣ କରିଥାଏ ତାହା ବହି ହେଉ କି ଅନ୍ୟ କେଉଁ ଠାରୁ ହେଉ ସବୁ କିଛି ଭବିଷ୍ୟତରେ କାମ ରେ ଆସିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ କହିବାକୁ ଯାଉଛୁ ।

୧- ମଣିଷର ଆଖି କେତେ ଦୂର ଯାଏଁ ଦେଖିପାରେ ?

ଉତ୍ତର- ୨୦ କିମି ।

୨- ମଶା କେତେ ଦୂର ଯାଏଁ ଉଡିପାରେ ?

ଉତ୍ତର- ୫୦ ଫିଟ ।

୩- ପୁରା ଦୁନିଆରେ ମୋଟ କେତୋଟି ଦେଶ ଅଛି ?

ଉତ୍ତର- ୧୯୫ ।

୪- ଭାରତରେ ସମୁଦାୟ କେତୋଟି ଭାଷା କୁହାଯାଏ ?

ଉତ୍ତର- ୧୨୨ଟି ।

୫- ଇଂରେଜ ମାନେ ଭାରତରେ କେତେ ବର୍ଷ ଯାଏଁ ଶାସନ କରିଥିଲେ ?

ଉତ୍ତର- ୨୦୦ ବର୍ଷ ।

୬- ମଣିଷର ମସ୍ତିସ୍କ କେତେ ଭାଗ ପାଣି ହୋଇଥାଏ ?

ଉତ୍ତର- ୮୦% ।

୭- ଇଣ୍ଡିଆ ଗେଟର ନିର୍ମାଣ କେବେ ହୋଇଥିଲା ?

ଉତ୍ତର- ୧୯୨୧ ରେ ।

୮- ବୁଢିଆଣୀର କେତୋଟି ଗୋଡ ଥାଏ ?

ଉତ୍ତର- ୮ଟି ।

୯- ହାୱାଇ ଜାହାଜର ସନ୍ଧାନ କେଉଁ ଦେଶ କରିଥିଲା ?

ଉତ୍ତର- ଆମେରିକା ।

୧୦- ଗୋଲାପ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର- ଇରାନ ।

୧୧- ମଣିଷ ତାର ପୁରା ଜୀବନରେ କେତେ ବର୍ଷ ଯାଏଁ ଶୋଇବାରେ ବିତାଇଥାଏ ?

ଉତ୍ତର- ୨୫ ବର୍ଷ ।

୧୨- ଭାରତର ସବୁଠାରୁ ସୁରକ୍ଷିତ ନାଗରିକ କିଏ ?

ଉତ୍ତର- ପ୍ରଧାନମନ୍ତ୍ରୀ ।

୧୩- ଭାରତର ପ୍ରଥମ ରାଜ୍ୟର ନାମ କଣ ?

ଉତ୍ତର- ବିହାର ।

୧୪- କେଉଁ ପକ୍ଷୀ କ୍ଷୀର ରୁ ପାଣିକୁ ଅଲଗା କରିଥାଏ ?

ଉତ୍ତର- ହଂସ ।

୧୫- ଭାରତର ରାଷ୍ଟ୍ରୀୟ ବହିର ନାମ କଣ ?

ଉତ୍ତର- ସମ୍ବିଧାନ ।

୧୬- ରାତିରେ ଆକାଶରେ କେଉଁ ଗ୍ରହ ନାଲି ଦେଖାଯାଏ ?

ଉତ୍ତର- ମଙ୍ଗଳ ।

୧୭- କେଉଁ ଗୁରୁ ଙ୍କୁ ଔରଙ୍ଗଜେବ ଫାଶୀ ଦେଇଥିଲେ ?

ଉତ୍ତର- ଗୁରୁ ତେଜ ବାହାଦୁର ।

୧୮- ଭାରତର ସବୁଠାରୁ ଧନୀ ଗାଁ ର ନାମ କଣ ?

ଉତ୍ତର- ମାଧପୁର ।

୧୯- ନକଲି ସୁନା କାହାକୁ କୁହାଯାଏ ?

ଉତ୍ତର- ଆଇରନ ଅକ୍ସାଇଡ ।

୨୦- କେଉଁ ଠାରେ ଦିନରେ ତାରା ଦେଖା ଯାଇଥାଏ ?

ଉତ୍ତର- ଅନ୍ତରିକ୍ଷ ।

୨୧- ପୃଥିବୀରେ ଦେଖା ଯାଉଥିବା ଚମକୁଥିବା ଗ୍ରହର ନାମ କଣ ?

ଉତ୍ତର- ଶୁକ୍ର ଗ୍ରହ ।

୨୨- ଶିକ୍ଷା କୁ ଅନିବାର୍ଯ୍ୟ କରୁଥିବା ପ୍ରଥମ ଦେଶର ନାମ କଣ ?

ଉତ୍ତର- ଚୀନ ।

୨୩- ମାଛ ମାନଙ୍କର ରାଜା କେଉଁ ମାଛ କୁ କୁହାଯାଏ ?

ଉତ୍ତର- ଶାର୍କ ।

୨୪- ଏସିଆର ସବୁଠାରୁ କମ ଜନସଂଖ୍ୟା ଦେଶର ନାମ କଣ ?

ଉତ୍ତର- ମାଳଦ୍ଵୀପ ।

୨୫- କ୍ଷେତ ରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଥାଏ, ଘରେ ଆସିବା ପରେ ନାଲି ହୋଇଯାଏ । କୁହ ତାହା କଣ ?

ଉତ୍ତର- ଚାହା ପତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *