ବାଛନ୍ତୁ ଆପଣଙ୍କ ପସନ୍ଦର ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ-Personality Test

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ଯାହାର ପ୍ରତିକାର ପାଇଁ ମଣିଷ ଜ୍ଯୋତିଷ ଶାସ୍ତ୍ର ର ସାହାରା ନେଇଥାଏ । ମଣିଷ ଜୀବନରେ ଏତେ ମନ୍ଦ ଦଶା ଭୋଗ କରିଥାଏ କି ଯାହା ବିଷୟରେ ସେ ପୂର୍ବରୁ ଅବଗତ ହୋଇପାରେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3 ଟି ଠାକୁର ଙ୍କ ଚିତ୍ର । ସେଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ଆଉ ଏହା ପରେ ଆପଣ ନିଜର ଅତୀତ ଓ ଭବିଷ୍ୟତ ବିଷୟରେ କିଛି ଖାସ କଥା ଜାଣି ପାରିବେ । ତେବେ ବାଛନ୍ତୁ ମନ ପସନ୍ଦର ଗୋଟେ ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ ।

1- ଯଦି ଆପଣଙ୍କୁ ଭଗବାନ ଗଣେଶ ଜୀ ଅଧିକ ଭଲ ଲାଗିଥାନ୍ତି ତେବେ ଆପଣ ଆଉ ଦୁଃଖ ଭୋଗ କରିବେନି । ଆପଣ ଯେଉଁ କାମରେ ହାତ ଦେବେ ତାହା ସମ୍ପନ୍ନ ହେବ । ବନ୍ଧୁଙ୍କ ସହ ପୁରୁଣା ସମ୍ପର୍କରେ ଯେଉଁ ବିଘ୍ନ ଆସିଥିଲା ସେଠାରେ ସମ୍ପର୍କ ମଜବୁତ ହେବ । ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ । ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ମୁକ୍ତି ମିଳିବ । ଆଗକୁ କୌଣସି କାମ କରିଲେ ବିବେକ ଓ ଚିନ୍ତା ଉଭୟକୁ କାମରେ ଲଗାନ୍ତୁ । ଆପଣଙ୍କର ସବୁ କଷ୍ଟ ଦୂର ହେବ । ସନ୍ତାନ ସୁଖର ପ୍ରାପ୍ତି ରହୁଛି ।

2- ଆପଣ ଭଗବାନ ଶିବଙ୍କୁ ବାଛିଛନ୍ତି ତେବେ ଆନନ୍ଦରେ ସମୟ ବ୍ଯତୀତ କରିବେ । ବର୍ତ୍ତମାନ ଆପଣ ଯେଉଁ ଏକ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ସେଥିରେ ନିଶ୍ଚୟ ସଫଳତା ପ୍ରାପ୍ତ ହେବ । କିନ୍ତୁ ସଫଳତା ଡେରି ରେ ଆପଣଙ୍କ ହାତକୁ ଆସିବ । ମନ୍ଦ ଦଶା କାରଣରୁ କିଛି ଅସାନ୍ତି ଭୋଗ କରୁଛନ୍ତି । ଏହାରି ମଧ୍ୟରେ ଅନେକ ଯନ୍ତ୍ରଣା ଭୋଗ କରୁଛନ୍ତି । ରୋଗ ପୀଡା ଦୂର ହେବ । ଜୀବ ଦଶା ମଧ୍ୟରେ 2-3ଟି ମନ୍ଦ ଦଶାର ଭୋଗ ହେବ । ସେହି ଦଶା ସମୟରେ ପଣ୍ଡିତଙ୍କୁ ଜାତକ ଦେଖାଇ ପ୍ରତିକାର କରାଇ ନିଅନ୍ତୁ । ଏହା ଛଡା ରୂପା ମୁଦିରେ ମୁଙ୍ଗା ପଥର ସହ ଧାରଣ କରନ୍ତୁ ।

3- ଆପଣ ଯଦି ଭଗବାନ କୃଷ୍ଣଙ୍କୁ ବାଛିଛନ୍ତି ତେବେ ଅନ୍ୟର ମନ ମୋହିବା ଭଳି ବ୍ୟକ୍ତି ଅଟନ୍ତି । ଆପଣ ଦେଖିବାକୁ ଖୁବ ସୁନ୍ଦର, ଚତୁର ଓ ସମାଜ ରେ ଖ୍ଯାତି ସମ୍ପନ୍ନ ଅଟନ୍ତି । କେତେ ଦିନ ହେଲା ଅତିତ ରେ ଆପଣ ଦୁଃଖ ଭୋଗ କରୁଛନ୍ତି । ଆଗରୁ ସନ୍ତାନ, ପରିବାର ତରଫରୁ ଦୁଃଖ ଭୋଗ କରୁଥିଲେ । କିନ୍ତୁ ଏବେ ସନ୍ତାନଙ୍କ ଠାରୁ ସୁଖ ପାଇବେ । ଅପବ୍ୟୟ ଯାହା ହେଉଥିଲେ ସେଥିରେ ଶୁଧରା ଆସିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ସଞ୍ଚୟ ଅଧିକ କରିବେ । ନାନା ଉଦବେଗ ଜାତ ହେଉଛି । ଆପଣାର ଲୋକ ପର ହେଉଥିଲେ ସେମାନେ ଏବେ ନିଜର ହେବେ । ଆପଣଙ୍କର ଯାହା ବି ସମସ୍ଯା ଥିଲା ତାହା ଦୂର ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *