କୁମ୍ଭ ରାଶି February ମାସ 2023, ଆପଣଙ୍କ ଜୀବନରେ ଘଟିବ 3ଟି ବଡ ଘଟଣା… ଦେଖନ୍ତୁ ମହା ଭବିଷ୍ୟବାଣୀ

ନମସ୍କାର ବନ୍ଧୁଗଣ, ଆସୁଥିବା ଫ୍ରେବୃୟାରୀ ମାସଟି ଗୋଟିଏ ରାଶିର ବ୍ୟକ୍ତିଙ୍କ ପାଇଁ ଅନେକ ଖୁସି ନେଇ ଆସୁଅଛି । ରାଶି ଭାଗ୍ୟ ନିରୂପଣ କରିଥାଏ ଏହା ତ ଆପଣ ସମସ୍ତେ ଜାଣିଥିବେ ତେଣୁ ଆପଣ ବାସ ଆଉ ଏକ ମାସ ପରେ ଏହାକୁ ପରିଲକ୍ଷିତ ମଧ୍ୟ କରିପାରିବେ ଏହା ସତ ଅଟେ ନା ମିଛ । ତେବେ ଫ୍ରେବୃୟାରୀ ମାସଟି କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଖୁସି ନେଇ ଆସୁଛି । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ କେଉଁ ଖୁସି ଆସିବା ପାଇଁ ଯାଉଛି ।

କୁମ୍ଭ ରାଶି: ଫେବୃୟାରି ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବା ପାଇଁ ଯାଉଛି । ପଞ୍ଚମ ଭାଗ ହୋଇଥାଏ ଆପଣଙ୍କ ଶିକ୍ଷା କ୍ଷେତ୍ରର ଭାଗ । ପଞ୍ଚମ ଗ୍ରହର ମାଲିକ ଅଟନ୍ତି ବୁଧ ଗ୍ରହ । ବୁଧ ଗ୍ରହ ଆପଣଙ୍କ ଏକାଦଶ ଘରେ ବିରାଜିତ ଅଛନ୍ତି । କିନ୍ତୁ 7 ଫେବୃୟାରିକୁ ଆପଣଙ୍କ ଦ୍ଵାଦଶ ଘରକୁ ଚାଲିଯିବେ । ଏହାପରେ ଆପଣଙ୍କ ପାଠ ପଢାରେ ସାମାନ୍ୟା ସମସ୍ୟା ଦେଖା ଦେଇପାରେ ।

ପାଠ ପଢାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିପାରେ । 7 ଫେବୃୟାରି ପୂର୍ବରୁ ଯଦି ଆପଣଙ୍କର କୌଣସି ପରୀକ୍ଷା ଅଛି ତେବେ ଆପଣ ସେଥିରେ ସତ ପ୍ରତିଶତ ନମ୍ବର ରଖି ଉତିର୍ଣ ହେବେ । ଶନି ଏବଂ ଶୁକ୍ର ଆପଣଙ୍କ ପ୍ରଥମ ଭାଗରେ ଅଛନ୍ତି ତେଣୁ ଆପଣ ବହୁତ ଭଲ ସମୟ ବିତାଇବେ ଆପଣଙ୍କ ସାଥିଙ୍କ ସହ । ଶନିଙ୍କ ସହିତ ଶୁକ୍ର ପ୍ରଥମ ଭାଗରେ ରହିବେ ଏବଂ ପନ୍ଦର ଫେବୃୟାରିକୁ ଶୁକ୍ରଦେବ ଆପଣଙ୍କ ଦିତୀୟ ଘରକୁ ପ୍ରବେଶ କରିବେ ।

ଯାହାଦ୍ୱାରା ଆପଣଙ୍କ ସ୍ଵଭାବ ଏବଂ ବ୍ୟବହାର ସାମ୍ନା ବ୍ୟକ୍ତିକୁ ବହୁତ ହିଁ ପସନ୍ଦ ଆସିବ । ଯେଉଁମାନେ ପ୍ରେମ ସମ୍ପର୍କରେ ନାହାନ୍ତି ତେବେ ସେମାନଙ୍କର କଥା ବାର୍ତ୍ତା କାହା ସହ ନା କାହା ସହ ଏହି ଫେବୃୟାରି ମାସ ଠାରୁ ଆରମ୍ଭ ହୋଇପାରେ । ସପ୍ତମ ଭାଗ ହୋଇଥାଏ ବୈବାହିକ ଜୀବନର । ସପ୍ତମ ଭାଗର ମାଲିକ ଅଟନ୍ତି ସୂର୍ଯ୍ୟ ଦେବ ।

ସୂର୍ଯ୍ୟ ଦେବଙ୍କ ସ୍ଥିତି ଦ୍ଵାଦଶ ଘରେ ରହିଛି । କିନ୍ତୁ 13 ଫେବୃୟାରି ପରଠାରୁ ପ୍ରଥମ ଫେବୃୟାରିକୁ ପ୍ରବେଶ କରିବେ । ଆପଣଙ୍କ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟରେ ଯଦି କିଛି ଅସୁବିଧା ଥିଲା ତେବେ ତାହା 13 ଫେବୃୟାରି ପରେ ଭଲ ହୋଇଯିବ । ଆପଣଙ୍କ ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ଏହି ସମୟ ପରେ ସମାଧାନ ହୋଇଯିବ ।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ । 15 ଫେବୃୟାରୀ ପରଠାରୁ ଆପଣଙ୍କ ପାଇଁ ବ୍ୟବସାୟ ବାଣିଜ୍ୟରେ ଲାଭ ଆସିବାକୁ ଲାଗିବ । ଆପାନ ଏହି ସମୟ ପରେ କୌଣସି ବଡ ନିବେଶ ମଧ୍ୟ କରି ସେଥିରୁ ଲାଭବାନ ହୋଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *