ନମସ୍କାର ବନ୍ଧୁଗଣ । ପ୍ରତ୍ୟକ ବ୍ୟକ୍ତି ଚାହାନ୍ତି ଟାଟା ବିର୍ଲା ଭଳି ଧନୀ ଲୋକ ହେବା ପାଇଁ । କିନ୍ତୁ ସମସ୍ତଙ୍କର ସୋପ୍ନ ପୁରା ହୋଇନଥାୟ । ଗ୍ରହ ଦଶା ପାଇଁ ମଣିଷର ରୋଜଗାର କମ ହୋଇଥାୟ । ଆଜି ଆପଣଙ୍କୁ ଆମେ ଜଣେଇବୁ କିପରି ଆପଣ ନିଜର ଭାଗ୍ୟ ନିଜେ ବଦଳେଇପାରିବେ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଲବଙ୍ଗର ଏମିତି ଉପକାରିତା ବତେଇବୁ ଯାହା ଦ୍ଵାରା ଆପଣଙ୍କର ଧନର ଅଭାବ ହେବ ନାହିଁ । ଆସନ୍ତୁ ଜାଣିବା ଏହି ଲବଙ୍ଗର ଉପକାରିତା ବିଷୟରେ ।
୧ରେ ହଉଛି ଯଦି ଆପଣଙ୍କ ଜୀବନନରେ ଆର୍ଥିକ ସମସ୍ଯା ଦେଖା ଯାଉଛି ତାହାଲେ ଆପଣ ମଙ୍ଗଳ ବାର ଦିନ ହନୁମାନଙ୍କ ମୂର୍ତି କିମ୍ବା ଫୋଟୋ ପାଖରେ ସୋରିଷ ତେଲ ର ଦୀପ ଲଗାନ୍ତୁ ସେଥିରେ ୨ଟି ଲବଙ୍ଗ ପକାନ୍ତୁ ଓ ଏହା ପରେ ହନୁମାନ ଚାଳିସା ପାଠ କରନ୍ତୁ ଦେଖିବେ ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହୋଇଯିବ । ୨ ରେ ଯଦି ଆପଣ କୌଣସି ବ୍ୟକ୍ତି ଠାରୁ ନିଜର କାମ ହାସଲ କରିବାକୁ ଚାହୁଛନ୍ତି ତାହାଲେ ଆପଣ ଶନିବାର ଦିନ ରାତିରେ ଆପଣ ନିଜର ହାତରେ ୭ଟି ଲବଙ୍ଗ ରଖିବେ ତାହାପରେ ହାତର ମୁଠି ବନ୍ଦ କରିଦେବେ ଏହାପରେ ଆପଣ ଯାହାର ନାମ ନବାକୁ ଚାହୁଥିବେ ତାହାର ନାମ କୁ ୩୧ ଥର ନେବେ । ଏହାପରେ ଆପଣଙ୍କ ମୁଠିକି ଫୁଙ୍କିବେ ଏହାପରେ ରବିବାର ଦିନ ଏହାକୁ ଜଳେଇଦେବେ ଏହାପରେ ଦେଖିବେ ଆପଣଙ୍କର କାମ ହୋଇଯିବ ।
୩ ରେ ଆପଣଙ୍କର ପିଲାର ପାଠ ପଢା ଦୁର୍ବଳ ରହୁଛି ତାହାଲେ ଆପଣ ବୁଧବାର ଦିନ ୧୧ଟି ଲବଙ୍ଗ ନେବେ ଏହାକୁ ନାଲି କପଡାରେ ବାନ୍ଧି ତାକୁ ପୂଜା ହଉଥିବା ଜାଗାରେ ରଖୀ ଏହାପରେ ଓଁ ଗଣ ଗଣପତାୟ ନମହ ଜପକରିବେ । ଏହାପରେ ଆପଣ ଯେଉଁ ନାଲି କପଡାରେ ଲବଙ୍ଗ ବାନ୍ଧିଥିଲେ ତାହାକୁ ଆପଣ ୧୧ ଦିନ ଆପଣଙ୍କର ଛୁଆ କୁ ଖୁଆଇବେ ଦେଖିବେ ଏହାପରେ ଆପଣଙ୍କର ଛୁଆ ର ସ୍ମରଣ ଶକ୍ତି ବୃଦ୍ଧି ହବ । ୪ରେ ହଉଛି ଯଦି ଆପଣଙ୍କର କାମ ପୂରଣ ହେଉନାହିଁ ତାହାଲେ ଆପଣ ପ୍ରତି ଶନିବାର ଦିନ ଦୀପରେ ୩ କିମ୍ବା ୪ ଟି ଲବଙ୍ଗ ପକେଇ ଆପଣଙ୍କର ଘରର ଅନ୍ଧାର ଜାଗାରେ ରାଖୀ ଦୀପ ଜଳେଇବେ ଦେଖିବେ ଆପଣଙ୍କର ଜୀବନରେ ଥିବା ସବୁ ନକରାତ୍ମକ ଶକ୍ତି ଦୂର ହୋଇଯିବ । ୫ରେ ଆପଣଙ୍କର ଚାକିରି ରେ କିଛି ସମସ୍ଯା ଦେଖା ଦେଉଛି ତାହାଲେ ଆପଣ ଏକ ପାଚିଲା ଲେମ୍ବୁ ନିଅନ୍ତୁ ଏହାର ଚାରି ପଟେ ୪ଟି ଲବଙ୍ଗ ଲଗେଇ ଦିଅନ୍ତୁ ।
ଏହାପରେ ଆପଣ ୨୧ ଥର ଓଁ ହନୁମତୟ ନମହ ଜପ କରନ୍ତୁ ଏହାପରେ ନିଜପାଖରେ ରାଖୀ ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି ତାହା ଆପଣଙ୍କର ଶୁଭ ଫଳ ହେବ । ୬ରେ ହଉଛି ଆପଣଙ୍କର ଯଦି ମାନସିକ ଅବସ୍ତା ଠିକ ନାହିଁ ତାହାଲେ ଆପଣ ପ୍ରତ୍ୟକ ଦିନ ୨ଟି କିମ୍ବା ୩ଟି ଲବଙ୍ଗକୁ ଜଳେଇ ତାହାକୁ ଚାଟିବେ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ମନ ଶାନ୍ତି ରହିବ । ୭ରେ ଯଦି ଆପଣ କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟ ରେ ଯାଉଛନ୍ତି ତାହାଲେ ଆପଣ ୨ଟି ଲବଙ୍ଗ କୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରା ରେ ରଖି ଏହାକୁ ପାର ହେଇ ଯିବେ ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ । ତାହାଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଲବଙ୍ଗ ଦ୍ଵାରା ଆପଣଙ୍କର କିପରି ଭାଗ୍ୟ ବଦଳି ଜୀବ ।