ଲକ୍ଷ୍ୟ ପାଇବାର ଅଛି ତ ଏହି କଥା ନିଶ୍ଚୟ ମନେ ରଖନ୍ତୁ- Chanakya Niti

ବନ୍ଧୁଗଣ ଅସଫଳତା କାରଣରୁ ମଣିଷ ଚିନ୍ତାରେ ରହିଥାଏ । ସଫଳତା ଓ ଅସଫଳତା କୁ ନେଇ ମହାନ ବିଚାରକ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନେକ ରହିଛି । ଚାଣକ୍ୟ ଙ୍କ ଏଭଳି ବିଚାର ନିଶ୍ଚୟ ମଣିଷ କୁ ଜୀବନରେ ସଫଳତା ଦେଇ ପାରିବ । ଆଜି ଆମେ ଆପଣଙ୍କୁ କହିବୁ ସଫଳତା ପାଇବାକୁ ମଣିଷକୁ କଣ କରିବାକୁ ହେବ । ଆଚାର୍ଯ୍ୟ କହିଥାନ୍ତି ଯଦି ମଣିଷ କୁ ଭୋକ ଲାଗୁ ନାହିଁ ତେବେ ଜାଣି ନିଅନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ।

ମଣିଷ ଅନ୍ୟ ଆଗରେ ନଇଁବା ବହୁତ ଭଲ କଥା କାରଣ ଏହା ନମ୍ରତା ର ପ୍ରତୀକ ହୋଇଥାଏ । କିନ୍ତୁ ଆତ୍ମସମ୍ମାନ କୁ ହରାଇ ମୁଣ୍ଡ ନୂଆଁଇବା ନିଜକୁ ହରାଇବା ସହ ସମାନ ହୋଇଥାଏ । ବୁଦ୍ଧିମାନର କଥା ସେହି ମାନେ କରିଥାନ୍ତି ଯେଉଁ ମାନଙ୍କର ବୟସ ଅଧିକ ହୋଇଥାଏ । ଆଉ ସେ ବୁଦ୍ଧିମାନର କଥା କହିଥାଏ ଯିଏ ନିଜ ଜୀବନରେ ଅନେକ ଧୋକା ଖାଇଥାଏ ।

ଶିକ୍ଷା ପୂର୍ବରୁ ସଂସ୍କାର, ବ୍ୟାପାର ପୂର୍ବରୁ ବ୍ୟବହାର, ଭଗବାନଙ୍କ ପୂର୍ବରୁ ମାତା ପିତା ଙ୍କୁ ଜାଣିବା ଦ୍ଵାରା ଜୀବନରେ ଅନେକ କଠିନତା ଦୂର ହୋଇଥାଏ । ପାଣି ରେ ପଡିଗଲେ କାହାର ମୃତ୍ୟୁ ହୁଏ ନାହିଁ । ମୃତ୍ୟୁ ସେତେବେଳେ ହୁଏ ଯେବେ ପହଁରିବା ଜଣା ନ ଥାଏ । ପରିସ୍ଥିତି କେବେ ସମସ୍ଯା ହୁଏ ନାହିଁ । ସମସ୍ଯା ସେତେବେଳେ ହୋଇଥାଏ ଯେବେ ଆମେ ସେଥିରୁ ବାହାରି ପାରି ନ ଥାଉ । ଯଦି ମଣିଷ କିଛି ଶିଖିବାକୁ ଇଚ୍ଛା ରଖୁଥାଏ ତେବେ ନିଜର କ୍ରୋଧ ତ୍ୟାଗ କରିବା ଉଚିତ ।

କାରଣ ରାଗ ଦେଖାଇବାକୁ କିଛି କ୍ଷଣ ଲାଗିଥାଏ କିନ୍ତୁ ତାର କ୍ଷତି ସାରା ଜୀବନ ଭୋଗିବାକୁ ପଡିଥାଏ । ସେହିପରି ସଫଳତା ମଣିଷର ଅବସ୍ଥା ଦେଖି କି ନୁହେଁ ବରଂ ମେହନତ ଦ୍ଵାରା ମିଳିଥାଏ । ସମସ୍ତଙ୍କୁ ଭଲ ଭାବିବା ଉଚିତ ନୁହେଁ । କାରଣ ଲୋକେ ଭିତରୁ ତାହା ହୋଇନ ଥାନ୍ତି ଯାହା ଉପରୁ ଦେଖାଇ ହୋଇଥାନ୍ତି । ମଣିଷ ତାର ଗର୍ବ ଭଲ ସମୟରେ ଦେଖାଇଥାଏ କିନ୍ତୁ ତାର ପରିଣାମ ତାର ଖରାପ ସମୟରେ ମିଳିଥାଏ ।

ଯିଏ ଖରାପ ସମୟରେ ଆପଣଙ୍କୁ ଦୁର୍ବଳତାର ଅନୁଭବ କରାଇଥାଏ ତା ଠାରୁ ଅଧିକ ମତାଲବି ମଣିଷ ଆଉ କେହି ହୋଇପାରିବେ ନାହିଁ । ସଠିକ ସମୟରେ ଅପେକ୍ଷା କରନ୍ତୁ ନିଜକୁ ମୂର୍ଖ କରନ୍ତୁ ନାହିଁ । ସଠିକ ସମୟ ସେତେବେଳେ ଆସିବ ଯେବେ ଆପଣ ତାକୁ ବନାଇବାକୁ ଚେଷ୍ଟା କରିବେ । ଜୀବନ କଠିନ ସେତେବେଳେ ଲାଗିଥାଏ ଯେବେ ଆମେ ନିଜ ଭିତରେ ଚେଞ୍ଜ ଆଣିବା ବଦଳରେ ସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରନ୍ତି ।

ସତ କହିବା ସମୟରେ କେବେ ଭୟ କରିବା ଅନୁଚିତ । ସେ ସତ କାହାକୁ ଖରାପ ଲାଗୁ ବା ସାଥ ନ ଦେଉ । ନିଜକୁ ଖୋଜନ୍ତୁ ଅଚେତ ଜୀବନ ସାତ ମଣିଷ କି ଅନ୍ୟ ର ରାୟ ଉପରେ ନିର୍ଭର ରହିବାକୁ ହେବ । ଜଣେ ବ୍ୟକ୍ତିକୁ ଶାସ୍ତ୍ର ଓ ଶସ୍ତ୍ର ଉଭୟ ଶିକ୍ଷା ନେବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *